Daily Archives

ଖରାଦିନ ପରିବର୍ତ୍ତେ ଶୀତ ଦିନେ ଚାଲିଛି ପାଣି ଛତ୍ର

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକ ଅନ୍ତର୍ଗତ କପଣି ପଞ୍ଚାୟତରେ ଖରା ଦିନରେ ଜଳଛତ୍ର ଖୋଲିବା ପରିବର୍ତ୍ତେ ଶୀତ ଦିନେ ରାସ୍ତା କଡ଼ରେ, ଛକମାନଙ୍କରେ ଜଳଛତ୍ର ଖୋଲିଥିବା ଦେଖିବାକୁ ମିଳିଛି । ଏଠି ଆଲୋଚନା ହେଉଛି ଯେ ଖରା ଦିନେ ପାଣି ଛତ୍ର
Read More...

ବିଜେଡିର ସାଧାରଣ ସଭା ଓ ମିଶ୍ରଣ ପର୍ବ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ବ୍ଳକର ରତାଖଣ୍ଡି ଗ୍ରାମ ପଞ୍ଚାୟତର ଦାଣ୍ଡପାଣି ଗ୍ରାମବାସୀଙ୍କୁ ନେଇ ଏକ ସାଧାରଣ ସଭା ଓ ମିଶ୍ରଣ ପର୍ବ ବ୍ଳକ ଯୁବ କାର୍ଯ୍ୟକାରୀ ସଭାପତି ଅନନ୍ତ ନାରାୟଣ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଓରମାସ ପକ୍ଷରୁ ନିଯୁକ୍ତି ଭିତ୍ତିକ ବ୍ଳକ ସ୍ତରୀୟ ପରାମର୍ଶ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆଜି ଓରମାସ ଦ୍ଵାରା ଆୟୋଜିତ ନିଯୁକ୍ତି ଭିତ୍ତିକ ଯୋଜନା ଅନ୍ତର୍ଗତ ବ୍ଳକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଓରମାସର ଜିଲ୍ଲା ସଂଯୋଜକ ମୁକେଶ ସିଂ, ଏପିଓ
Read More...

ରକ୍ତଦାନ କରି ଜୀବନ ବଂଚାଇଲେ ବବଲୁ ଡାଙ୍ଗ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବେଲପଡ଼ାର ଜନୈକ ବ୍ୟକ୍ତିଙ୍କୁ ରକ୍ତ ଦରକାର ଥିବା ଖବର ପାଇ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ବବଲୁ ଡାଙ୍ଗ । ତାଙ୍କୁ ରୋଗୀଙ୍କ ପରିବାର ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।
Read More...

ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ନୂଆପାଲିକୁ ହରାଇ ସାଗରପାଲି ଚାମ୍ପିୟନ 

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଉଡାର ପଂଚାୟତ ଝାରମୁଣ୍ଡାରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ସାଗରପାଲି ଦଳ ସିରାବାହାଲକୁ ଏବଂ ନୂଆପାଲି ଦଳ ଦେଓଗାଁକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲେ ।
Read More...

ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ୱବଧାନ କାର୍ଯ୍ୟକ୍ରମରେ ବ୍ଲକ କଲୋନୀ
Read More...

ବଡ଼ମାଲ ପୋଷ୍ଟ ଅଫିସରୁ ୧.୬ ଇଞ୍ଚର କଲେର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା ପୋଷ୍ଟ ଅଫିସରେ ଏକ ସାପ ରହିଥିବା ସ୍ଥାନୀୟ କର୍ମଚାରୀମାନେ ଡେଖିବାକୁ ପାଇଥିଲେ ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେବା ପରେ ବିକି ଉକ୍ତ ସ୍ଥାନରେ ପହଁଚି ୧.୬
Read More...

ମମିତାଙ୍କ ପରିବାରଙ୍କ ସହ ଆଲୋଚନା କଲା ବିଜେପିର କେନ୍ଦ୍ରୀୟ ଟିମ

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସମସ୍ତ ଦୋଷୀଙ୍କୁ ଯଥାଶୀଘ୍ର ଗିରଫ କରି ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସହ ଘଟଣାରେ ସମ୍ପୃକ୍ତ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ
Read More...

ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ କାର୍ଯ୍ୟକ୍ରମରେ ଜୁନିୟର ରେଡକ୍ରସ କାଉସିଲର ରାମ ନାରାୟଣ ଦାଶ
Read More...

ସାରସ୍ୱତ ସାଧକ ଡ. ଭୋଳାନାଥ ରାଉତଙ୍କ ବିୟୋଗରେ ଶୋକସଭା

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରବୀଣ ଶିକ୍ଷାବିତ୍ ତଥା ସାରସ୍ୱତ ସାଧକ ଡକ୍ଟର ଭୋଳାନାଥ ରାଉତଙ୍କ ବିୟୋଗରେ ରାଉରକେଲା ଆଇନ ମହାବିଦ୍ୟାଳୟଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବେନ୍ଦ୍ର ନାଥ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ଆଇନ
Read More...