ଓରମାସ ପକ୍ଷରୁ ନିଯୁକ୍ତି ଭିତ୍ତିକ ବ୍ଳକ ସ୍ତରୀୟ ପରାମର୍ଶ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ପଞ୍ଚାୟତ ସମିତି କାର୍ଯ୍ୟାଳୟଠାରେ ଆଜି ଓରମାସ ଦ୍ଵାରା ଆୟୋଜିତ ନିଯୁକ୍ତି ଭିତ୍ତିକ ଯୋଜନା ଅନ୍ତର୍ଗତ ବ୍ଳକସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଓରମାସର ଜିଲ୍ଲା ସଂଯୋଜକ ମୁକେଶ ସିଂ, ଏପିଓ ବନଜା ବାସିନୀ ଦାସ, ସୁଧାଂଶୁ ଶେଖର ବଛା, ଦୁଲଣ। ବାଗ, ବଳରାମ ସେଠ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × four =