ରକ୍ତଦାନ କରି ଜୀବନ ବଂଚାଇଲେ ବବଲୁ ଡାଙ୍ଗ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ବେଲପଡ଼ାର ଜନୈକ ବ୍ୟକ୍ତିଙ୍କୁ ରକ୍ତ ଦରକାର ଥିବା ଖବର ପାଇ ବଲାଙ୍ଗିର ସ୍ଥିତ ଭୀମ ଭୋଇ ମେଡିକାଲ କଲେଜ ହସପିଟାଲକୁ ଯାଇ ରକ୍ତଦାନ କରି ଜୀବନ ବଞ୍ଚାଇଛନ୍ତି ବବଲୁ ଡାଙ୍ଗ । ତାଙ୍କୁ ରୋଗୀଙ୍କ ପରିବାର ତରଫରୁ ଶୁଭେଚ୍ଛା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

2 × 1 =