Daily Archives

ମନରେଗା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ : ସାଧାରଣରେ ଆଲୋଚନା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଖପ୍ରାଖୋଲ ବ୍ଲକର ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟଙ୍କପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚୋରମୁଡା ଗ୍ରାମର ବନ୍ଧନାଳା କାମରେ ହୋଇଥିବା ଦୁର୍ନୀତିର ଛାପକୁ ଲୁଚାଇବାର ଆପ୍ରାଣ ଉଦ୍ୟମ ଜାରି ରହିଥିବା ବେଳେ
Read More...

ବରଗଡ଼ ପୁରୁଣା ହସ୍ପିଟାଲର ୩୩/୦.୪ କେଭି ଗ୍ରୀଡ଼ ସବ୍‌ଷ୍ଟେସନ କାର୍ଯ୍ୟକ୍ଷମ କରାଯାଉ : ଆମ୍ ଆଦମୀ ପାର୍ଟି

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ମୁଖ୍ୟ ଚିକିତ୍ସାଳୟରେ ୨୪ ଘଣ୍ଟା ବିଦ୍ୟୁତ ସେବା ଯୋଗେଇ ଦେବା ପାଇଁ ସରକାର ୩୩/୦.୪ କେଭି ଗ୍ରୀଡ଼ ସବ୍ ଷ୍ଟେସନ ସ୍ଥାପନ କରିଥିଲେ । କିନ୍ତୁ ତାହା କାର୍ଯ୍ୟକ୍ଷମ ନହୋଇ ମୃତ ହୋଇ ପଡିରହିଛି । ଏହାକୁ କାର୍ଯ୍ୟକ୍ଷମ କରିବାକୁ ଏସ୍ .ଇ ଏଲେକ୍ଟ୍ରିକାଲ
Read More...

ସ୍ତ୍ରୀ ମୃତ, ଦିବ୍ୟାଙ୍ଗ ସ୍ୱାମୀ ଅଫିସ ଦୌଡି ନୟାନ୍ତ : ଜନଶ୍ରୀ ବୀମା ଯୋଜନା ବାଟବଣା

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କୁଡାସିଂହା ଗ୍ରାମର ଦଳିତ ସଂପ୍ରଦାୟର ଜଣେ ଦିବ୍ୟାଙ୍ଗ ଦିଲ୍ଲୀପ ମହାନନ୍ଦ ନିଜର ସ୍ତ୍ରୀଙ୍କ ବୀମା ଟଙ୍କା ପାଇବା ପାଇଁ ଗତ ୩ ବର୍ଷ ଧରି ୩ ଚକିଆ ସାଇକେଲରେ ଅଫିସ ଅଫିସ ଦୌଡି ନୟାନ୍ତ ହୋଇ ପଡିଲେଣି କିନ୍ତୁ
Read More...

ମମିତା ମେହେର ଓ ଗୋବିନ୍ଦ କୁମ୍ଭାର ହତ୍ୟାକାଣ୍ଡ ପ୍ରତିବାଦରେ ବିଜେପିର ବରଗଡ ଜିଲ୍ଲା ବନ୍ଦ ଆହ୍ଵାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : କଳାହାଣ୍ଡି ଜିଲ୍ଲା ମମିତା ମେହେରଙ୍କୁ ଯେଭଳି ହତ୍ୟାକାଣ୍ଡ କରାଗଲା ଓ ଓଡିଶା ସରକାର ଏଥିରେ ସଂପୃକ୍ତ ଥିବା ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଯେଭଳି ସୁରକ୍ଷା ପ୍ରଦାନ କରୁଛନ୍ତି ତାର ପ୍ରତିବାଦରେ ଏବଂ ବରଗଡ ଥାନା ହାଜତରେ ପୋଲିସର ମାଡରେ
Read More...

ମହିଳାମାନଙ୍କ ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତ ସରକାରଙ୍କ ଦ୍ଵାରା ଆରମ୍ଭ କରାଯାଇଥିବା ସ୍ୱଚ୍ଛ ଭାରତ ଅଭିଯାନ ଚଳିତ ବର୍ଷ ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ ସାରା ଦେଶରେ ପାଳନ କରାଯାଉ ଅଛି । ଆଜି ନେହେରୁ ଯୁବ କେନ୍ଦ୍ର ସଂଗଠନ ବରଗଡ଼
Read More...

ରାଜ୍ୟ ଏକ୍ସକ୍ୟାଡ଼ର ଶିକ୍ଷକ ସଂଘର ବୈଠକ

ଭୁବନେଶ୍ୱର, (ମମତା ମହାକୁର) : ରାଜ୍ୟ ପ୍ରାଥମିକ ଶିକ୍ଷକ (ଏକ୍ସକ୍ୟାଡ଼ର) ମହାସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭୁବନେଶ୍ୱର ସ୍ଥିତ ଏକାମ୍ର ଭବନଠାରେ ରାଜ୍ୟ ସଭାପତି ଶରତ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ବୈଠକରେ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ଖମାରୀ ସଭାର
Read More...

ବିଜେପୁର ବ୍ଲକରେ ମେଗା ସମନ୍ୱୟ ମେଳା

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ପ୍ରାଙ୍ଗଣରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ଋଣ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୀବିକା ମିଶନ ସଂଯୋଜକ ଶଙ୍କର ଚଳାନ ଯୋଗଦେଇଥିବା ବେଳେ ସମ୍ମାନିତ
Read More...

ଦୁଆନପାଲି ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣା : ପୁଣି ଧାରଣାରେ ବସିଲେ ହିତାଧିକାରୀ, ନ୍ୟାୟ ନପାଇଲେ ଆତ୍ମହତ୍ୟା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଆନପାଲି ପ୍ରଧାନମନ୍ତ୍ରୀ ଆବାସ ଭଙ୍ଗା ଘଟଣାକୁ ନେଇ ହିତାଧିକାରୀ ପୁଣି ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ମଧ୍ୟ ସେମାନଙ୍କୁ ଅବଶ୍ୟକୀୟ ସୁବିଧା ଯୋଗଇ ଦେବାରେ ପ୍ରଶାସନ ଫେଲ
Read More...

ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ପାଇଁ ଓବିସି ମୋର୍ଚ୍ଚାର ଡାକରା : ୧୦ ଡିସେମ୍ବର ଭାରତ ବନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଷ୍ଟ୍ରବ୍ୟାପୀ ଚରଣବଦ୍ଧ ଆନ୍ଦୋଳନ ପାଇଁ ରାଷ୍ଟ୍ରୀୟ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ପକ୍ଷରୁ ଡାକରା ଦିଆଯାଇଛି । ଆସନ୍ତା ୧୦ ଡିସେମ୍ବର ଦିନ ଭାରତ ବନ୍ଦ ପାଇଁ ନିବେଦନ ମଧ୍ୟ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓବିସି
Read More...

ବ୍ରହ୍ମାକୁମାରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ, ଡେଲାଙ୍ଗ ଶାଖାର ପ୍ରମୁଖ କର୍ମକର୍ତ୍ତା ବ୍ରହ୍ମାକୁମାର ସୁକାନ୍ତ ବେହେରା(୫୫)ଙ୍କ ଅକାଳ ବିୟୋଗରେ ଆଜି ରେଞ୍ଚସ୍ଥିତ ଶାଖା କାର୍ଯ୍ୟାଳୟରେ ଦିବଂଗତ ଆତ୍ମାର ସଦଗତି ପାଇଁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
Read More...