csstore

ବଡ଼ମାଲ ପୋଷ୍ଟ ଅଫିସରୁ ୧.୬ ଇଞ୍ଚର କଲେର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ପରିସରରେ ଥିବା ପୋଷ୍ଟ ଅଫିସରେ ଏକ ସାପ ରହିଥିବା ସ୍ଥାନୀୟ କର୍ମଚାରୀମାନେ ଡେଖିବାକୁ ପାଇଥିଲେ ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେବା ପରେ ବିକି ଉକ୍ତ ସ୍ଥାନରେ ପହଁଚି ୧.୬ ଇଞ୍ଚର କଲେର (ଗଧିଆ) ସାପ ଉଦ୍ଧାର କରିଥିଲେ । ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇ ଥିବା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.