Daily Archives

ସୁନାମୁଦି ପଞ୍ଚାୟତର ୮୭ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କଲେ

ପାଟଣାଗଡ, (ଗୋରେଖନାଥ ବରିହା) : ବିଜୁ ଜନତା ଦଳର ସଭାପତି ତଥା ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହୋଇ ପାଟଣାଗଡ ବିଧାୟକ ସରୋଜ ମେହେରଙ୍କ ଠାରେ ସୁନାମୁଦି ପଞ୍ଚାୟତର ୮୭ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି ବିଜେଡି ଦଳରେ ଯୋଗଦାନ କରିଥିବା
Read More...

ଟି୨୦ ବିଶ୍ଵକପ : କୋହଲିଙ୍କ ୫୭ ଓ ପନ୍ତଙ୍କ ୩୯ବଳରେ ପାକିସ୍ତାନ ବିପକ୍ଷରେ ୧୫୨ରନର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କଲା ଭାରତ

ଦୁବାଇ : ଚଳିତ ଟି-୨୦ ବିଶ୍ୱକପ୍‌ରେ ଭାରତ ରବିବାର ନିଜର ଅଭିଯାନ ଆରମ୍ଭ କରିଛି । ଭାରତ ପ୍ରଥମ ମୁକାବିଲାରେ ପାକିସ୍ତାନକୁ ଭେଟିଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ବିଶ୍ୱକପ୍‌ର ଏହି ଗୁରୁତ୍ୱପୂର୍ଣ୍ଣ ତଥା ହାଇଭୋଲଟେଜ୍‌ ମ୍ୟାଚ ପାଇଁ ଟସ୍‌ ପଡ଼ିଛି ।
Read More...

ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପଲସାପଡା ଠାରେ ସିନାପାଲି ବ୍ଲକ ଯାଦବ ସମାଜର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ସ୍ୱାଗତ କେନ୍ଦୁମୁଣ୍ତା ଆଞ୍ଚଳିକ କେନ୍ଦ୍ର ଯାଦବ ସମାଜର ସମ୍ପାଦକ ଗଣେଶ ପୋଡ ପରିଚାଳନା
Read More...

ପ୍ରଦୁଷଣ ମୁକ୍ତ ଭାରତ ସଚେତନତା ପଦଯାତ୍ରୀଙ୍କୁ ରେଡକ୍ରସ କର୍ମୀଙ୍କ ଉତ୍ସାହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଦୁଷଣ ମୁକ୍ତ ଓ ସ୍ଵଚ୍ଛ ଭାରତ ବର୍ଷର ସପ୍ନ ନେଇ ବାହାରିଥିବା ତିନି ପଦଚାରୀଙ୍କୁ ରେଡକ୍ରସ କର୍ମୀମାନେ ଉତ୍ସାହ ପ୍ରଦାନ କରିଛନ୍ତି । ଅକ୍ଟୋବର ମାସ ୭ ତାରିଖରୁ ରାୟପୁର ଠାରୁ ପଦଯାତ୍ରା ଶୁଭାରମ୍ଭ କରି ସମଗ୍ର ୨୯ ଗୋଟି ରାଜ୍ୟକୁ ଭ୍ରମଣରେ ଯାଇ ସଚେତନ
Read More...

ମାଗଣା ତୃତୀୟ କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ, ପଣ୍ଡାପାଲି, ବୀରମହାରାଜପୁରର ମିଳିତ ଆନୁକୂଲ୍ୟରେ ତୃତୀୟ ମାଗଣା କମ୍ପ୍ୟୁଟରୀକୃତ ଚକ୍ଷୁ ପରୀକ୍ଷା ଶିବିର ବନ୍ୟା ଆଶ୍ରୟ ସ୍ଥଳୀ, ଗଣ୍ଡତୁରୁମ, ଭେଡେନ, ବରଗଡ଼ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୮୨
Read More...

ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପାଇବେ ସମ୍ମାନଜନକ ଏକଲବ୍ୟ ପୁରସ୍କାର

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ୨୦୨୧ ପାଇଁ ସମ୍ମାନଜନକ ଏକଲବ୍ୟ ପୁରସ୍କାର ପାଇବେ ବୋଲି ସୂଚନା ମିଳିଛି । ଏନେଇ ଆଜି ଏକଲବ୍ୟ ପୁରସ୍କାର ଜୁରୀ କମିଟି ତାଙ୍କୁ ଚୟନ କରିଥିବା ବେଳେ ପୁରସ୍କାର ବାବଦକୁ ତାଙ୍କୁ ୫ ଲକ୍ଷ ଟଙ୍କା ଓ
Read More...

ଟେମରୀ ପଞ୍ଚାୟତ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜର କର୍ମକର୍ତ୍ତା ଚୟନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଟେମରୀ ଗ୍ରାମ ପଞ୍ଚାୟତ ସ୍ତରୀୟ ଲକ୍ଷେ ଗଣ୍ତା ସମାଜ କର୍ମକର୍ତ୍ତାଙ୍କ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସ୍ତରୀୟ ଲକ୍ଷେଘର ଗଣ୍ତା ସମାଜ ସଂପାଦକ ଦେବାର ଛତର ତତ୍ତ୍ବାବଧାନରେ ଟେମରୀ ପଞ୍ଚାୟତ ସ୍ତରୀୟ
Read More...

ମମିତା ମେହେର ହତ୍ୟାଘଟଣାକୁ ନେଇ କେଶରୀୟା ହିନ୍ଦୁ ବାହିନୀର ସାମ୍ବାଦିକ ସମ୍ମିଳନୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟା ୫ଟା ୩୦ ମିନିଟ୍‌ ସମୟରେ କେଶରୀୟା ହିନ୍ଦୁ ବାହିନୀର ରାଜ୍ୟ ସଭାପତି ସନ୍ତୋଷ ଭୋଳଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବଳଦେବ ବେଦବାଗ୍‌ଙ୍କ ଉପସ୍ଥିତିରେ ବଲାଙ୍ଗିର ସହର ସ୍ଥିତ ସାମ୍ବାଦିକ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀର
Read More...

ବେଲପଡା ଅଏଲାଭଟାଠାରେ ବ୍ଳକ ସ୍ତରୀୟ କଳା ଓ କଳାକାର ସମାବେଶ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ଅନ୍ତର୍ଗତ ସରମୁହାଣ ପଞ୍ଚାୟତ ଅଏଁଲାଭଟାଠାରେ ବ୍ଳକ ସ୍ତରୀୟ କଲା ଓ କଲାକାର ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ଳକର ସମସ୍ତ କଳାକାର ଯୋଗଦେଇ ନିଜ ନିଜର କଳା ପ୍ରଦର୍ଶନ କରିବା ସହ ନଗର ପରିକ୍ରମା
Read More...

ସୁବର୍ଣ୍ଣପୁରର ପ୍ରସିଦ୍ଧ ହରଗୌରୀ ଯାତ୍ରାରେ ମହିଳାଙ୍କ ଦ୍ୱରାରା କୁମ୍‌କୁମ୍ ପର୍ବ ପାଳିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଢେରାପଡାଠାରେ ଦେବାଙ୍ଗ ସଂପ୍ରଦାୟର ପ୍ରସିଦ୍ଧ ହରଗୌରୀ ଯାତ୍ରା ଆରମ୍ଭ ହୋଇଯାଇଛି । ପ୍ରତି ଗୋଟିଏ ବର୍ଷ ଅନ୍ତରରେ ଶତାଧିକ ବର୍ଷ ଆଗରୁ ହୋଇ ଆସୁଥିବା ଏହି ଯାତ୍ରା ଦୀର୍ଘ ୯ଦିନ ଧରି ହେବାକୁ ଥିବା ବେଳେ ଏହାରି ମଧ୍ୟରେ ହର ଓ ଗୌରୀ
Read More...