Daily Archives

ଲଳିତ କଳା ଏକାଡେମୀ ତରଫରୁ କୋରପୁଟରେ ଝୋଟି ପ୍ରତିଯୋଗିତା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏକଦା ଓଡିଆ ଘରେ ଝୋଟିର ପ୍ରଚଳନ ଅଧିକ ଲୋକପ୍ରିୟ ଥିଲା । ପର୍ବପର୍ବାଣୀରେ ଝୋଟି ଆଙ୍କିବା ପବିତ୍ର ବୋଲି ମନେ କରାଯାଉଥିଲା । କ୍ରମେ ଆଧୁନିକତାର ଦୌଡରେ ଏହି ଅନନ୍ୟ ପରମ୍ପରା ତା’ର ସତ୍ତା ହରାଇ ବସିଥିବା ବେଳେ ପୁଣିଥରେ ଏହି କଳାକୁ ଉଜ୍ଜୀବିତ କରିବା ପାଇଁ
Read More...

ବିରଳ ବର୍ଗର ରକ୍ତଦାନ କରି ଜୀବନ ବଞ୍ଚାଇଲେ ଦୟାସାଗର

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ସୋମବାର ଦିନ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସପିଟାଲରେ ସୋନପୁର ଜିଲ୍ଲା ତରଭା ବ୍ଲକ୍ ଜୁରାବନ୍ଧ ଗାଁର କାର୍ତ୍ତିକ ବାଗଙ୍କୁ ଏକ ବିରଳ ବର୍ଗର ଓ ନେଗେଟିଭ ରକ୍ତ ଦରକାର ପଡିଥିବା ବେଳେ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ଥିଲା । ଏହି ଖବର ପାଇବା ପରେ
Read More...

ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ : ବଲାଙ୍ଗିର ଶ୍ରେଷ୍ଠ ସାଂଗଠନିକ ଜିଲ୍ଲା ଓ ଅଙ୍କିତ ସାହୁ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟାଳୟଠାରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସ କମିଟି (ଏନଏସ୍‌ୟୁଆଇ)ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ରାଜ୍ୟ ସଭାପତି ୟାସିର ନୱାଜଙ୍କ ସଭାପତିତ୍ୱରେ ଅୟୋଜିତ ଏହି ସଭାରେ ବଲାଙ୍ଗିର ଜିଲ୍ଲାକୁ
Read More...

ଅତାବିରା ହାଇସ୍କୁଲରେ ଓଡ଼ିଶା ସ୍କାଉଟ ଗାଇଡ, ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଆନୁକୁଲ୍ୟରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଅତାବିରା ବ୍ଲକ ଶିକ୍ଷା ଅଧିନସ୍ଥ ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟର ପରିସରରେ ଓଡ଼ିଶା ସ୍କାଉଟ ଗାଇଡ ଏବଂ ଓଡ଼ିଶା ମୋ ପରିବାର, ଜୀବନ ବିନ୍ଦୁଙ୍କ ମିଳିତ ଆନୁକୁଲ୍ୟରେ ମେଗା ରକ୍ତଦାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଭାରପ୍ରାପ୍ତ
Read More...

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବସଷ୍ଟାଣ୍ଡଠାରେ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରିଥିଲେ । ବ୍ୟାଙ୍କର ହୀରପୁର ଶାଖା ପରିଚାଳକ ଚିତ୍ତରଞ୍ଜନ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ବିଭିନ୍ନ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୧୯ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ସୋନପୁର, ବିନିକା ଓ ବିରମହାରାଜପୁର
Read More...

ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ୍‌ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ସ୍ଥିତ ପୁରୋହିତ କଲ୍ୟାଣ ମଣ୍ଡପରେ ଅଲ୍ ଓଡ଼ିଶା ମିଟର ରିଡର ଏସୋସିଏସନ ପକ୍ଷରୁ ସମ୍ପାଦକ ତପନ କୁମାର ଅଗସ୍ତିଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବରଗଡ ଜିଲ୍ଲାରେ କାର୍ଯ୍ୟ କରୁଥିବା ମିଟର
Read More...

ସରକାରୀ ଯୋଜନା ଯୋଜନାରେ ରହୁଥିବା ବେଳେ ସରକାରୀ ସୁବିଧାରୁ ବଞ୍ଚିତ ପ୍ରକୃତ ଯୋଗ୍ୟ ହିତାଧିକାରୀ

ପାଟଣାଗଡ଼, (ଗୋରେଖନାଥ ବରିହା) : ସରକାର ଗରିବ ଲୋକଙ୍କ ହିତରେ ମାଲ ମାଲ ଯୋଜନା ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ ଯୋଜନା ସବୁ ବାଟମାରଣା ହେଉଥିବାର ଦୃଷ୍ଟିଗୋଚର ହେଉଛି ଖପ୍ରାଖୋଲ ବ୍ଲକରେ । ଖପ୍ରାଖୋଲ ବ୍ଲକ ରେଙ୍ଗାଲି ପଞ୍ଚାୟତ ଅନ୍ତର୍ଗତ ନାଗଡେରା ଗ୍ରାମରେ ଅନେକ
Read More...

ଚାଲିଗଲେ ବିଦ୍ରୋହୀ ପତ୍ରକାର ବିବେକାନନ୍ଦ ଦାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କିଛି ଦିନ ତଳେ କରୋନାର ଶିକାର ହେବା ପରେ ଡାକ୍ତରଖାନାରେ ନିଜର ସ୍ୱାସ୍ଥ୍ୟକୁ ନେଇ ଅନ୍ତିମ ଲେଖା ପ୍ରସ୍ତୁତ କରିଥିଲେ ବିବେକ ବାବୁ । ଆଜି ସକାଳୁ ହଠାତ୍‌ ସମାଜିକ ଗଣମାଧ୍ୟମରେ ତାଙ୍କ ଦେହାନ୍ତର ଖବର । ଆଜି ସକାଳୁ ବଲାଙ୍ଗିରରେ ବଡ଼ ଜୋର୍‌ରେ ପ୍ରସାରିତ
Read More...

ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ ପକ୍ଷରୁ ଦାବୀପତ୍ର ପ୍ରଦାନ

ପାଟଣାଗଡ଼, (ଗୋରଖନାଥ ବରିହା) : ଉପଖଣ୍ଡ ସ୍ତରୀୟ ହଳଦିଆ ତେଲି ସମାଜ, ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ହଳଦିଆ ତେଲି ଜାତିକୁ ଅନ୍ୟାନ୍ୟ ପଛୁଆ ବର୍ଗ ଓ ସାମାଜିକ, ଶିକ୍ଷା ତଥା ଆର୍ଥିକ ଅନଗ୍ରସର ଶ୍ରେଣୀ ଭୁକ୍ତ କରିବା ପାଇଁ ଉପଜିଲ୍ଲାପାଳ, ପାଟଣାଗଡ଼ଙ୍କ ଜରିଆରେ ଓଡିଶା ଅନଗ୍ରସର
Read More...