pakka

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ ଉଦ୍‌ଘାଟିତ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବସଷ୍ଟାଣ୍ଡଠାରେ ଏଚ୍‌ଡ଼ିଏଫ୍‌ସି ବ୍ୟାଙ୍କର ନୂତନ ଏଟିଏମ୍‌ କାଉଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ବିଡ଼ିଓ ରାମଚନ୍ଦ୍ର ଖାଡ଼ିଆ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାର ଉଦ୍‌ଘାଟନ କରିଥିଲେ । ବ୍ୟାଙ୍କର ହୀରପୁର ଶାଖା ପରିଚାଳକ ଚିତ୍ତରଞ୍ଜନ ବୁଡେକ, ଦିନେଶ ବାଗ, ଦେବାଶିଷ ଶତପଥୀ, ଗୌରହରି ଭୁଏ, ଦୁର୍ଯ୍ୟୋଧନ ଧରୁଆ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

thirteen − 3 =