Daily Archives

ସଇଁନ୍ତଲା ଏସ୍‌ଇଏମ୍‌ ଓ ପମ୍ପ ଚାଳକ ସଂଘ ପକ୍ଷରୁ କାର୍ଯ୍ୟ ବନ୍ଦ ପାଇଁ ବିଡିଓଙ୍କୁ ଦାବୀପତ୍ର ପ୍ରଦାନ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଏସ୍‌ଇଏମ୍‌ ଓ ପମ୍ପ ଚାଳକ ସଂଘର ସଭାପତି ଜଗନ୍ନାଥ ମାଝୀଙ୍କ ନେତୃତ୍ୱରେ ଆଜି ଏବିଡ଼ିଓ ପ୍ରଦୀପ ପଟ୍ଟନାୟକଙ୍କ ଜରିଆରେ କାର୍ଯ୍ୟ ବନ୍ଦ କରିବା ପାଇଁ ଏକଦାବୀ ପତ୍ର ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ଓଡ଼ିଶା
Read More...

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସ୍ଥାନୀୟ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଆଜି ସମଗ୍ର ବଲାଙ୍ଗିର ଆନୁକୂଲ୍ୟରେ ବ୍ଳକ ସ୍ତରୀୟ ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷଣ ସାମଗ୍ରୀ ଓ ସହାୟକ ଉପକରଣ ବଣ୍ଟନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏବିଇଓ ଆର୍ତ୍ତତ୍ରାଣ
Read More...

ବରଗଡ଼ ମହିଳା କଲେଜଠାରେ ରକ୍ତଦାନ ଶିବିର

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ମହିଳା କଲେଜଠାରେ ଭାରତୀୟ ରେଡକ୍ରସ ସୋସାଇଟି, ଯୁବ ରେଡକ୍ରସ ଦ୍ୱରା ସଂକୁଳ ସ୍ତରୀୟ ସ୍ୱେଚ୍ଛାସେବୀମାନଙ୍କ ଶିକ୍ଷା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିଥି ଭାବେ କଲେଜ ପରିଚାଳନା କମିଟିର ଅଧ୍ୟକ୍ଷ ତଥା ବରଗଡ଼ ବିଧାୟକ ଦେବେଶ
Read More...

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ପାଳନ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାକୁ ନେଇ ଆଜି ଜିଲ୍ଲା ବିଜେପି ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲା ବନ୍ଦ ପାଳନ ହୋଇଛି । ମାମଲାର ସିବିଆଇ ତଦନ୍ତ ସହ ଘଟଣାରେ ସଂପୃକ୍ତ ରାଜ୍ୟ ସରକାରଙ୍କ ଗୃହମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ବହିଷ୍କାର ଦାବୀରେ ସକାଳ
Read More...

ବଲାଙ୍ଗିର ଦିନ ପାଇଁ ତହଁକ କୁଟୁମ ତରଫରୁ କବିତା ଆସର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବଭବନ ଠାରେ ତହଁକ କୁଟୁମ୍ ତରଫରୁ ନଭେମ୍ବର ୦୧ ବଲାଙ୍ଗିର ଦିନ ଉଦ୍ଦେଶ୍ୟରେ ଏକ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ନାଟ୍ୟକାର ଅରବିନ୍ଦ ବାଗଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ବିଧାୟକ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି
Read More...

ଯାମୁଟପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ, (ନିରୋଜ କୁମାର ପାଣୀ) : ଆଜି ନେହେରୁ ଯୁବ କେନ୍ଦ୍ର ବରଗଡ଼ର ସ୍ୱେଚ୍ଛାସେବୀ ରତିକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଯାମୁଟପାଲି ଗ୍ରାମରେ ସ୍ୱଚ୍ଛ ଭାରତ ଅଭିଯାନ ପାଳନ କରାଯାଇଛି । ଯାମୁଟପାଲି ଗ୍ରାମର ହେଲ୍ପିଂ ହେଣ୍ଡ୍ ୟୁଥ୍ କ୍ଲବର ଯୁବକମାନେ ମିଶି ଯାମୁଟପାଲି ଗ୍ରାମର ସିଂହରା କଟାକୁ
Read More...

୨ଜଣ ସମାଜସେବୀଙ୍କ ସମ୍ପୂର୍ଣ୍ଣ ଶରୀର ଦାନ ଘୋଷଣା

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଏନଏଫଆଇଡିର ୨ଜଣ ସକ୍ରିୟ ସଦସ୍ୟ ତଥା ଦେଓଗାଁ ଅଞ୍ଚଳର ସମାଜସେବୀ ଗୋବର୍ଦ୍ଧନ ଓ ପୁରୁଷୋତ୍ତମ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜରେ ନିଜର ସମ୍ପୂର୍ଣ୍ଣ ଶରୀର ଦାନ ପାଇଁ ଘୋଷଣା କରିଛନ୍ତି । ଏହି ସମୟରେ ଭୀମ ଭୋଇ ହସ୍ପିଟାଲ୍ ମେଡିକାଲ୍ କଲେଜର
Read More...

ବେଆଇନ ବାଲି ଚୋରା ଚାଲାଣ : ଟ୍ରାକ୍ଟରରୁ ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବଙ୍ଗଳା ଛକ ନିକଟରେ ଦେଓଗାଁ ସୋନଗଡ ନଦୀରୁ ବେଆଇନ ଭାବେ ବାଳି ଚୋରା ଚାଲାଣ କରାଯାଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଓ ଜରାସିଂହା ଆରଆଇ ଚଢ଼ାଉ କରି ଟ୍ରାକ୍ଟର (ଓଡ଼ି୦୩ଜେ୫୬୬୦) ଗାଡିରୁ ୧୦ହଜାର ୧୦୧ଟଙ୍କା ଆଦାୟ
Read More...

ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ ତ୍ରି ଦିବସୀୟ ସଙ୍କୁଳସ୍ତରୀୟ ସେବା ଓ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ପୂଜାରୀ,
Read More...

ଦେଓଗାଁ ବ୍ଲକ ଅଧ୍ୟକ୍ଷାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଉଦଘାଟନ

ଦେଓଗାଁ, (ମନୀଷ କୁମାର ସାହୁ) : ଆଜି ଦେଓଗାଁ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ରୀନା ମେହେରଙ୍କ ଦ୍ୱାରା ଦେଓଗାଁ ବ୍ଲକର ବିଭିନ୍ନ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ଉଦଘାଟିତ ପ୍ରକଳ୍ପ ମଧ୍ୟରେ ସାଲେପାଲି ପଞ୍ଚାୟତର କୁଲିହାବାହାଲ କଲୋନି ପଡ଼ାର ଗୋଷ୍ଠୀ କେନ୍ଦ୍ର, ଉପରଝର ପଞ୍ଚାୟତ ନୂଆଁପାଲି
Read More...