ବେଆଇନ ବାଲି ଚୋରା ଚାଲାଣ : ଟ୍ରାକ୍ଟରରୁ ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ଦେଓଗାଁ ବଙ୍ଗଳା ଛକ ନିକଟରେ ଦେଓଗାଁ ସୋନଗଡ ନଦୀରୁ ବେଆଇନ ଭାବେ ବାଳି ଚୋରା ଚାଲାଣ କରାଯାଉଥିବା ବେଳେ ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ଵାଳ ଓ ଜରାସିଂହା ଆରଆଇ ଚଢ଼ାଉ କରି ଟ୍ରାକ୍ଟର (ଓଡ଼ି୦୩ଜେ୫୬୬୦) ଗାଡିରୁ ୧୦ହଜାର ୧୦୧ଟଙ୍କା ଆଦାୟ କରିଥିବା ଜରାସିଂହା ଆରଆଇ ଅଧିର ନାଏକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × 2 =