Daily Archives

ମମିତା ମେହେର ହତ୍ୟାକାଣ୍ଡ : ରାଧେର ଜାମିନ୍‌ ନାମଞ୍ଜୁର

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ମମିତା ମେହେର ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଡ୍ରାଇଭର ରାଧେଶ୍ୟାମ ଚଣ୍ଡୀଙ୍କ ଜାମିନକୁ ନାମଞ୍ଜୁର କରିଛନ୍ତି କୋର୍ଟ ବୋଲି ଜଣାପଡିଛି । ୧୫ଦିନ ପାଇଁ ରାଧେକୁ ବିଚାର ବିଭାଗୀୟ ହାଜତକୁ ପଠାଇଛନ୍ତି ବଙ୍ଗୋମୁଣ୍ଡା ଜେଏମଏଫସି । ରାଧେ
Read More...

ଖପ୍ରାଖୋଲରେ ଭାରତୀୟ ଜନତା ପାର୍ଟି ତରଫରୁ ୧୨ ଘଣ୍ଟା ବନ୍ଦ ପାଳନ

ଖପ୍ରାଖୋଲ, (ଅଶୋକ ବାଗ) : ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡର ଖୁଲାସା ହେବାପରେ, ବଲାଙ୍ଗିର ଜିଲ୍ଲା ବିଜେପି ତରଫରୁ ଦୋଷୀ ମାନଙ୍କୁ ଦଣ୍ଡିତ କରିବା ଦାବୀରେ ଆଜି ସମଗ୍ର ବଲାଙ୍ଗିର ଜିଲ୍ଲା ୧୨ ଘଣ୍ଟା ବନ୍ଦ ରହିଥିବା ବେଳେ ଏହାର ପ୍ରଭାବରେ ଖପ୍ରାଖୋଲ
Read More...

ଟି.ଗଣ୍ଡପାଲି ଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଟି.ଗଣ୍ଡପାଲି ଠାରେ ଜୟଭାରତ ଆଇକନ ହେଲଥକେୟାର ଅନୁଷ୍ଠାନ ତରଫରୁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରକୁ ସ୍ଥାନୀୟ ସରପଞ୍ଚ ପ୍ରଭାତି ମେହେର ଦୀପ ପ୍ରଜ୍ୱଳନ କରି ଉଦଘାଟନ
Read More...

ମମିତା ମେହେର ହତ୍ୟା ଘଟଣା, ଗୃହ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା ଆମ୍ ଆଦମୀ ପାର୍ଟି

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଜଡିତ ଥିବାର ରାଜ୍ୟ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରିବା ଓ ଦୋଷୀମାନଙ୍କୁ ଦଣ୍ଡ ଦେବା ଦାବୀରେ ଆମ୍ ଆଦମୀ ପାର୍ଟି ବରଗଡ଼ ପକ୍ଷରୁ କ୍ୟାଣ୍ଡେଲ ଲାଇଟ ପ୍ରଦର୍ଶନ
Read More...

ମୋ ଗାଆଁ ପୁସ୍ତକ ଉନ୍ମୋଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର କୁମାର ପୂର୍ଣ୍ଣିମା ଦିନ ବଲାଙ୍ଗିର ସାମ୍ବାଦିକ ଭବନରେ କବି ରାଜକୁମାର ମିଶ୍ରଙ୍କ ରଚିତ ତଥା ଯୋଗୀସର୍ଡା ଗ୍ରାମର ଜଣେ ବରପୁତ୍ର, ବରଗଡ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ତଥା ଅଧୂନା ରାଜ୍ୟ ସୂଚନା ଓ ଲୋକ ସମ୍ପକ ବିଭାଗର ନିର୍ଦେଶକ ଇନ୍ଦ୍ରମଣି
Read More...

କଣ୍ଠେଶ୍ୱରପୁର ଡ୍ୟାମ୍‌ ଭାଙ୍ଗିବା ଘଟଣାରେ ସଂପୃକ୍ତ ଇଂଜିନିୟର ଓ ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ,…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲାର ରାଜ ବୋଡାସମ୍ବର ବ୍ଲକ ଅନ୍ତର୍ଗତ କଣ୍ଠେଶ୍ୱରପୁରଠାରେ ଗତ ୨୦୧୬ ମସିହାର ନିର୍ମିତ ହୋଇଥିବା ଡ୍ୟାମ୍‌ ଭାଙ୍ଗିଯିବା ଘଟଣାରେ ନିମ୍ନ ମାନର କାର୍ଯ୍ୟ କରିଥିବା ସଂପୃକ୍ତ ଇଂଜିନିୟର ଓ ଠିକାଦାର ବିରୋଧରେ ଦୃଢ ପଦକ୍ଷେପ ନେବା ସହ ପାଣି ମାଡିଯାଇ
Read More...

ଗର୍ନ୍ଧମାର୍ଦ୍ଦନ ଆନ୍ଦୋଳନରେ କାରାବରଣ କରିଥିବା ସତ୍ୟାଗ୍ରହୀମାନଙ୍କୁ ସମ୍ବର୍ଦ୍ଧନା

ପଦ୍ମପୁର, (ନିରୋଜ କୁମାର ପାଣୀ) : ୧୯୮୦ ଦଶକରେ ଗନ୍ଧମାର୍ଦ୍ଦନ ପର୍ବତରୁ ବାଳକୋର ବକ୍ସାଇଟ୍‌ ଖଣି ପ୍ରକଳ୍ପ ବିରୋଧରେ 'ବାଲ୍ କୋ ହଟାଓ-ଗନ୍ଧମାର୍ଦ୍ଦନ ବଚାଓ' ଏକ ଐତିହାସିକ ଆନ୍ଦୋଳନର ସୂତ୍ରପାତ ହୋଇଥିଲା । ଗନ୍ଧମାର୍ଦ୍ଦନ ପର୍ବତରୁ ବକ୍ସାଇଟ୍‌ ଉତ୍ତୋଳନ କରିବା ପାଇଁ ତତ୍କାଳୀନ କଂଗ୍ରେସ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୦ରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।
Read More...

ମମିତା ହତ୍ୟାକାଣ୍ଡକୁ ନେଇ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ : ପ୍ରମାଣ ନଷ୍ଟ ସହ ତଦନ୍ତ ବାଟବଣା ହେଉଥିବା ଆଶଂକା କଲେ

ଛାତ୍ରଛାତ୍ରୀଙ୍କ ନିରାପତ୍ତା ଓ ଭବିଷ୍ୟତ ପାଇଁ କଲେଜକୁ ହାତକୁ ନେଉ ସରକାର ବଲାଙ୍ଗିର, (ଦେବାଶିଷ ମିଶ୍ର) : ମମିତା ହତ୍ୟାକାଣ୍ଡକୁ ନେଇ କଂଗ୍ରେସ ବିଦାୟକଦଳ ନେତା ତଥା ବଲାଙ୍‌ଙ୍ଗିର ବିଧାୟକ ନରସିଂହ ମିଶ୍ର ସାମ୍‌ମ୍ବାଦିକ ସମ୍‌ମ୍ମିଲନୀରେ ପ୍ରମାଣ ନଷ୍ଟ ସହ ତଦନ୍ତ ବାଟବଣା ହେଉଥିବା
Read More...

ଅଗସ୍ତିନୂଆଗାଁ ଶିଖରସାହି ପୂଜା କମିଟି ପକ୍ଷରୁ ଗଜଲକ୍ଷ୍ମୀ ପୂଜା ଆରମ୍ଭ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଶିଖର ସାହି ପୂଜା କମିଟି ପକ୍ଷରୁ ନିଜସ୍ୱ ପୂଜା ମଣ୍ଡପରେ ମଙ୍ଗଳବାର ସନ୍ଧ୍ୟାଠାରୁ ମା' ଗଜଲକ୍ଷ୍ମୀଙ୍କ ପୂଜା ଆବାହନ ହୋଇଯାଇଛି । ମା' ଗଜଲକ୍ଷ୍ମୀଙ୍କ ପୂଜା ଏହି ମଣ୍ଡପରେ ଦୀର୍ଘ ୩୫ ବର୍ଷ ଧରି
Read More...