Daily Archives

ମମିତା ମେହେର ହତ୍ୟା ମାମଲାରେ ଗୋବିନ୍ଦଙ୍କ ଡ୍ରାଇଭର ରାଧେ ଗିରଫ : ଜେସିବି ଡ୍ରାଇଭର ଓ ରାତ୍ର ଜଗୁଆଳୀ ରାଜ ସାକ୍ଷୀ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମହାଲିଙ୍ଗ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ କର୍ମଚାରୀ ତଥା ତାଙ୍କ ଡ୍ରାଇଭର ରାଧେ ଗିରଫ ହୋଇଥିବା ସୂଚନା ମିଳିଛି । ରାଧେଙ୍କୁ ଗିରଫ କରି କୋର୍ଟ ଚଲାଣ କରିଛି ବଲାଙ୍ଗିର ପୁଲିସ ।
Read More...

ଗୋବିନ୍ଦଙ୍କ ଗୁମର ଖୋଲିଲେ ପୂର୍ବତନ କଲେଜ ଛାତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାତିରେ ମହାଲିଙ୍ଗ କଲେଜରେ ମନ୍ତ୍ରୀମାନେ କଣ ପାଇଁ ରହୁଥିଲେ ? ଆଜି ଏପରି ପ୍ରଶ୍ନ ପଚାରିଛନ୍ତି ମହାଲିଙ୍ଗ କଲେଜର ଜଣେ ପୂର୍ବତନ ଛାତ୍ର । ସେ ସୋସାଲ୍‌ ମିଡ଼ିଆରେ ଭିଡ଼ିଓ ପୋଷ୍ଟ କରି ମହାଲିଙ୍ଗ କଲେଜ ଅଧ୍ୟକ୍ଷ ଗୋବିନ୍ଦ ସାହୁର ପାପ ପେଡ଼ି ଖୋଲିଛନ୍ତି । ଆଉ
Read More...

ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତରେ ସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମପଞ୍ଚାୟତର ରାଜୀବ ସେବା କେନ୍ଦ୍ର କାର୍ଯ୍ୟାଳୟରେ ସରପଞ୍ଚଙ୍କ ଅନୁପସ୍ଥିତିରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡିଶା ସରକାରଙ୍କ ଶିକ୍ଷା
Read More...

ମଦ କୋଠି ବନ୍ଦ କରିବା ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ଦ୍ୱାରା ଆନ୍ଦୋଳନ

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲାରେ ଦିନକୁ ଦିନ ଅବାଧ ମଦ ବ୍ୟବସାୟ ବଢିବାରେ ଲାଗିଛି । ଏଥିରେ ଗରିବ ଖଟିଖିଆ ପରିବାର ନିଷ୍ପେସିତ ହେଉଥିବା ବେଳେ ମଦ ବ୍ୟବସାୟୀମାନେ ଲାଭବାନ ହେଉଛନ୍ତି ବୋଲି ଅଭିଯୋଗ ହେଉଛି । ଜିଲ୍ଲା ପୋଲିସ ଓ ଅବକାରୀ ବିଭାଗ ଏଠାରେ ନିରବ ଦ୍ରଷ୍ଟା
Read More...

ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ଦାବୀରେ କ୍ୟାଣ୍ଡେଲ ଶୋଭାଯାତ୍ରା

ସିନାପାଲି, (ନିରାକାର ମେହେର) : ବହୁ ଚର୍ଚ୍ଚିତ ମହାଳିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧକ୍ଷା ମମିତା ମେହେରଙ୍କ ଅପହରଣ ଓ ହତ୍ୟାକୁ ସିନାପାଲି ଅଞ୍ଚଳରେ ଘୋରନିନ୍ଦା କରାଯିବା ସହ ପୀଡିତା ପରିବାରକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ପାଇଁ ଦାବୀ କରାଯାଇଛି । ଏ ନେଇ ସିନାପାଲି, ହାତିବନ୍ଧା ସହ ଆଖପାଖ
Read More...

ବଣୁଆ ହାତୀର ଭୟ ଦେଖାଇ ଉପଦୃତ ଅଞ୍ଚଳରେ ଅସାମାଜିକ କାର୍ଯ୍ୟ ଚାଳିଥିବା ଅଭିଯୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡର ସମସ୍ତ ଗ୍ରାମାଞ୍ଚଳମାନଙ୍କରେ କେତେକ ଅସାମାଜିକ ଲୋକ ବଣୁଆ ହାତୀର ଉପଦ୍ରବ ଆଳରେ ଲୋକଙ୍କ ମଧ୍ୟରେ ଭୟ ଦେଖାଇ ଅନୈତିକ କାର୍ଯ୍ୟ କରିବା ନେଇ ସାଧାରଣରେ ଅଭିଯୋଗ ହେଉଛି । ସୂଚନା ଯୋଗ୍ୟ ଯେ, ଖପ୍ରାଖୋଲ ହରିଶଙ୍କର ରେଞ୍ଜ ଓ ଲରମ୍ଭା ସର୍କଲ
Read More...

ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା କଂଗ୍ରେସ ପ୍ରତିନିଧି ଦଳ

ସଇଁନ୍ତଲା, (ଅଜିତ କୁମାର ସାହୁ) : କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣା ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି । ରାଜନୈତିକ ମାହୋଲ ବି ସରଗରମ ହେବାରେ ଲାଗିଛି । ଏହି ସମୟରେରେ ମମିତାଙ୍କ ପରିବାର ବର୍ଗଙ୍କୁ ଭେଟିଛି ରାଜ୍ୟ ମହିଳା
Read More...

ମମିତା ହତ୍ୟା ଘଟଣା ଅଭିଯୁକ୍ତ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ମନ୍ତ୍ରୀଙ୍କ ଇସ୍ତଫା ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ନୂଆପଡା, (ନିରାକାର ମେହେର) : କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ମହାଲିଙ୍ଗ ସନସାଇନ୍ ପ୍ଲବିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟା ଘଟଣାରେ ରାଜ୍ୟ ସରକାର ସଂପୂର୍ଣ୍ଣ ଉଦାସୀନ । ଏହି ଘଟଣାରେ ସ୍କୁଲର ସଭାପତି ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଫେରାର ହେବା ଓ ପୁଣି ଗିରଫ ହେବା, ଗୃହ
Read More...

କେନାଲ କଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଥାନା ୩୫୩ ନମ୍ଵର ଜାତୀୟ ରାଜପଥ ଲିକନ କମ୍ପାନୀ ପଛ ତିଖାଲି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ମୁଖ୍ୟ କେନାଲ କଡ଼ରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣକ ଖଡ଼ିଆଳ ଥାନା ବରପଦର ଗ୍ରାମର ଅଶ୍ୱନୀ
Read More...

ସିରଜିନା ଉତ୍ସବର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସହରର ମୁକ୍ତାମଲ ଠାରେ ଅଚ୍ୟୁତାନନ୍ଦ ସେଠଙ୍କ ସଭାପତିତ୍ୱରେ ସିରଜିନା ଉତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି ସିରଜିନା ଉତ୍ସବକୁ ରୌପ୍ୟ ଜୟନ୍ତୀ ରୂପରେ ପାଳନ କରାଯିବ ବୋଲି
Read More...