Daily Archives

ବିଧାନସଭା ଗୃହ ସଦାଚାର କମିଟିର ବରଗଡ଼ ଜିଲ୍ଲା ଗସ୍ତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜନ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀ, ତଥା ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ଅଧିକାରୀମାନଙ୍କ ମଧ୍ୟରେ ସୁ ସଂପର୍କ ରକ୍ଷା କରି ନିଜ ଜିଲ୍ଲାର ବିକାଶ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇ ପାରିବ ଏଥିପ୍ରତି ଯତ୍ନବାନ ହେବା ଆବଶ୍ୟକ ଅଟେ ବୋଲି ଆଜି ବରଗଡ଼
Read More...

ବିଧାନସଭା ସଦାଚାର କମିଟିର ସୁବର୍ଣ୍ଣପୁର ଗସ୍ତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କୌଣସି ଜିଲ୍ଲା ବା ରାଜ୍ୟର ବିକାଶ ଧାରାରେ ଜନ ପ୍ରତିନିଧିଙ୍କ ସହ ପ୍ରଶାସନର ଉପଯୁକ୍ତ ସମନ୍ଵୟ ନିହାତି ଜରୁରୀ । କୌଣସି ବିକାଶମୂଳକ କାର୍ଯ୍ୟ ହେଉ ବା ଲୋକଙ୍କ ସମସ୍ୟା କ୍ଷେତ୍ରରେ ଜନ ପ୍ରତିନିଧିଙ୍କ ଲିଖିତ କିମ୍ବା ମୌଖିକ ସୂଚନା ତଥା ଅନ୍ୟ କୌଣସି
Read More...

ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଅକାଳ ବିୟୋଗ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଳକ ବାହାବଲ ପଞ୍ଚାୟତ ମାଲପଡା ଗ୍ରାମର ଅଙ୍ଗନବାଡ଼ି କର୍ମୀ କ୍ଷୀରବତୀ କୁଅଁରଙ୍କ ଆଜି ଅକାଳ ବିୟୋଗ ହୋଇଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେ ଦୀର୍ଘ ଦିନ ଧରି ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ
Read More...

ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣୀ ଗାଁର ମମିତା ମେହେର ହତ୍ୟା ଓ ବରଗଡ଼ ଜିଲ୍ଲା ତୋରା ଗାଁର ଗୋବିନ୍ଦ କୁମ୍ଭାରଙ୍କୁ ହାଜତରେ ପିଟି ପିଟି ମାରି ଦେଇଥିବା ଘଟଣାର ସିବିଆଇ ତଦନ୍ତ କରିବା ସହ ଗୃହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କର
Read More...

ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ସମ୍ବଲପୁର ପୁଲିସ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର, (କେପିଏନ୍‌ଏସ୍‌) : ମମିତା ମେହେର ହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ସହ ସିବିଆଇକୁ ହସ୍ତାନ୍ତର କରିବା ପାଇଁ ଆଜି ପଶ୍ଚିମ ଓଡ଼ିଶା ଯୁବା ମଞ୍ଚ ତରଫରୁ ସମ୍ବଲପୁର ପୁଲିସ ଉପନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିବା ବେଳେ ପୁଲିସ ଉପ ନିରୀକ୍ଷକଙ୍କ ଅନୁପସ୍ଥିତିନେ କ୍ରାଇମ୍
Read More...

ଜମଲା ଡିଗ୍ରୀ କଲେଜରେ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଦ୍ୱିତୀୟ ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜମଲା ଡିଗ୍ରୀ କଲେଜଠାରେ ଅକ୍ଟୋବର ୨୨ରୁ ୨୪ ତାରିଖ ଯାଏଁ ସଂକୁଳ ସ୍ତରୀୟ ଯୁବ ରେଡ଼କ୍ରସ ପ୍ରଶିକ୍ଷଣ ଶିବିରର ଦ୍ଵିତୀୟ ଦିବସର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷ ଡକ୍ଟର ମାନଭଞ୍ଜନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ । ପ୍ରଥମେ ଜମଲା ଡିଗ୍ରୀ କଲେଜର ଛାତ୍ରୀ
Read More...

ବରିଷ୍ଠ ସାହିତ୍ୟିକ ଡା. ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ସ୍ମୃତିସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସ୍ୱନାମଧନ୍ୟ ଲେଖକ, ବାଗ୍ମୀ, ବରିଷ୍ଠ ଭେଷଜବିତ, ସାହିତ୍ୟିକ ଡ଼ା. ଚନ୍ଦ୍ରମଣି ସ୍ୱାଇଁଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ ସ୍ଥାନୀୟ ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ଗେଟବଜାରସ୍ଥିତ ବିଶ୍ୱନାଥ କଲ୍ୟାଣ ମଣ୍ଡପ ପରିସରରେ
Read More...

ନରସିଂହଙ୍କ କନ୍ଧପାଲି ବନ୍ଧ ପରିଦର୍ଶନ : ୬ଟି ଘାଟର ସମ୍ପୁର୍ଣ୍ଣ ସଫେଇ ପାଇଁ ଦେଲେ ନିର୍ଦ୍ଦେଶ

ବର୍ଯ୍ୟଜଳ ଓ ବସ୍ତୁ ବନ୍ଧରେ ଯେପରି ନ ପଡିବ ତାର ହେବ ବ୍ୟବସ୍ଥାବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳର ଅବସ୍ଥିତ ୱାର୍ଡ ନଂ.୨ର କନ୍ଧପାଲି ପଡାରେ କନ୍ଧପାଲି ବନ୍ଧର ଅବସ୍ଥା ଦେଖିବା ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପୌର ଯନ୍ତ୍ରୀଙ୍କ ସହ ପରିଦର୍ଶନ କରିଛନ୍ତି ।
Read More...

ଟ୍ରେନ ଆଗରେ ଯୁବକଙ୍କ ଆତ୍ମହତ୍ୟା

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ହାତୀସରା ରେଲୱେ ଲାଇନ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯୁବକର ଦେହ ଦୁଇ ଖଣ୍ଡ ହୋଇଯାଇଛି । ଯୁବକ ଜଣକ ଗୁଡିଭେଲା ବ୍ଳକ ବୁରୋମାଲ ଗାଁର ଦିଲୀପ ମହାନନ୍ଦ ବୋଲି ଜଣାପଡିଛି । କେଉଁ
Read More...

ଲୋଇସିଂହା ବ୍ଳକରେ ବିଜେଡିର ମିଶ୍ରଣ ପର୍ବ ଓ କର୍ମୀ ସମ୍ମିଳନୀ : ବିଜେଡିରେ ସାମିଲ ହେବା ପାଇଁ ଲୋକଙ୍କ ଲମ୍ୱା ଲାଇନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଳକର ୩୪ ନମ୍ବର ଜୋନରେ ଆଜି ମିଶ୍ରଣ ପର୍ବ ଓ ଆଗାମୀ ଦିନରେ ହେବାକୁ ଯାଉ ଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳକୁ ସୁଦୃଢ କରିବା ପାଇଁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ବ୍ଳକ ବିଜେଡି କାର୍ଯ୍ୟକାରୀ ସଭାପତି
Read More...