om academy

ଟ୍ରେନ ଆଗରେ ଯୁବକଙ୍କ ଆତ୍ମହତ୍ୟା

ଦେଓଗାଁ, (ମନିଷ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଳକ ହାତୀସରା ରେଲୱେ ଲାଇନ ନିକଟରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଯୁବକର ଦେହ ଦୁଇ ଖଣ୍ଡ ହୋଇଯାଇଛି । ଯୁବକ ଜଣକ ଗୁଡିଭେଲା ବ୍ଳକ ବୁରୋମାଲ ଗାଁର ଦିଲୀପ ମହାନନ୍ଦ ବୋଲି ଜଣାପଡିଛି । କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ଘଟଣା ସ୍ଥାନରେ ପୁଲିସ ପହଁଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣାପଡିଛି ।

Leave A Reply

Your email address will not be published.

19 + six =