Daily Archives

ଜାନିପଡା ଟିଟିଲାଗଡ଼ରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ବ୍ଳକ ଜାନିପଡାରେ ଗଜଲକ୍ଷ୍ମୀ ପୂଜା ଅବସରରେ ମୋଡନ୍ ଡେନ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଗୀତିକାର ତଥା ଅଧ୍ୟାପକ ଜନକ ସେଠ୍, କମେଡି କିଂଗ ଯୋଗେଶ ଜୋଜୋ ଏବଂ ଆଲବମ୍
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ମୁରିବାହାଲ ବ୍ଲକ ସିରୋଲ ଗ୍ରା.ପ.ରୁ ଓ ପୁଇଁନ୍ତଲା ବ୍ଲକ ଅଟାଗାଁ ଗ୍ରା.ପରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା
Read More...

୧୦ ଫୁଟର ଅଜଗର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ସାପ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେବା ପରେ ବିକି ଉକ୍ତ ଗାଁକୁ ପହଞ୍ଚି ୧୦ ଫୁଟର ଅଜଗର ସାପ ଉଦ୍ଧାର କରି ବେଲଗାଁ
Read More...

ଇସ୍କନ ତରଫରୁ ବିକ୍ଷୋଭ ଶୋଭାଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବାଂଲାଦେଶରେ ଦୁର୍ଗା ପୂଜା ମଣ୍ଡପ, ଅନେକ ମନ୍ଦିର ତଥା ଇସ୍କନ ମନ୍ଦିର ଉପରେ ଜିହାଦୀ ମାନଙ୍କର ଆକ୍ରମଣ ଏବଂ ଇସ୍କନ ପୂଜକ ଓ ଅନ୍ୟାନ୍ୟ ଭକ୍ତ ମାନଙ୍କ ହତ୍ୟା ପ୍ରତିବାଦରେ ଆଜି ଇସ୍କନ ତରଫରୁ ସାରା ବିଶ୍ଵରେ ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିବା ବେଳେ
Read More...

ବରିଷ୍ଠ ନାଗରିକଙ୍କ ପ୍ରତି ପ୍ରଶାସନିକ ଉଦାସୀନତା ନେଇ ଉଦ୍‌ବେଗ

ରାଉରକେଲା, (ସସ୍ମିତା ପ୍ରଧାନ) : ବିଭିନ୍ନ ବରିଷ୍ଠ ନାଗରିକ ସଂଗଠନର ଏକ ସମ୍ମିଳିତ ବୈଠକ ଜଗଦାସ୍ଥିତ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ସଭା ଗୃହରେ ଅନୁଷ୍ଠିତ ହେଇଯାଇଛି । ମଞ୍ଚର ଉପଦେଷ୍ଟା ସଂଜୀବ ମହାନ୍ତି ସଭାରେ ଅଧକ୍ଷତା କରି ବରିଷ୍ଠ ନାଗରିକ ସଂଗଠନମାନଙ୍କର କର୍ମକର୍ତ୍ତାମାନଙ୍କୁ
Read More...

ଶିକ୍ଷୟିତ୍ରୀ ମମିତା ହତ୍ୟା ଘଟଣା : କଲ୍‌ ରେକର୍ଡକୁ ସାର୍ବଜନୀନ କରିବାକୁ କଳାହାଣ୍ଡି ସାଂସଦଙ୍କ ଦାବୀ

ନୂଆପଡା, (ନିରାକାର ମେହେର) : ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କରଙ୍କୁ ବଞ୍ଚାଇବା ପାଇଁ ଭୁବନେଶ୍ୱରରୁ କାହାଣୀ ତିଆରି ହେଉଛି ବୋଲି ଭାରତୀୟ ଜନତା ପାର୍ଟି ଜିଲ୍ଲା କାର୍ଯ୍ୟାଳୟ, ନୂଆପଡାଠାରେ ଆହୁତ ଏକ ସାମ୍ବାଦିକ ସମ୍ମିଳନୀରେ
Read More...

ମମିତା ମେହେର ହତ୍ୟା ମାମଲା : ଜରାସିଂହାରେ ମେହେର ସମାଜ ପକ୍ଷରୁ ସ୍ମୃତି ସଭା

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଳକ ଅନ୍ତର୍ଗତ ଜରାସିଂହା ବୁଢ଼ିଆଈ ମନ୍ଦିର ସମ୍ମୁଖରେ ଶୁକ୍ରବାର ସାଢ଼େ ୪ଟା ସମୟରେ ଜରାସିଂହା ମେହେର ସମାଜ ପକ୍ଷରୁ ସ୍ୱର୍ଗତ ମମିତା ମେହେରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜରାସିଂହା ଗାଁ
Read More...

ମାନବବାଦ୍‌ର ଉଦ୍‌ଘୋଷକ ସ୍ୱାମୀ ବିବେକାନନ୍ଦ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ, ବଲାଙ୍ଗିର ଶାଖା, ବିଚାରଧାରା ତରଫରୁ ସ୍ୱାମୀ ବିବେକାନନ୍ଦ ଓ ଭାରତୀୟ ନବଜାଗରଣ ଶୀର୍ଷକ ଷଷ୍ଠ ଇ- ପାଠ ଚକ୍ର ଗତ ୨୨ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି । କୁମାରୀ କାଜଲ ମହାନ୍ତିଙ୍କ ମନ୍ତ୍ର ପାଠ ଓ ଅଧ୍ୟାପକ କବିରାଜ ଭୋଇଙ୍କ
Read More...

ବରାହ ଫାସରେ ଯୁବକ ମୃତ, ହତ୍ୟା ନା ଦୁର୍ଘଟଣା କାରଣ ଅସ୍ପଷ୍ଟ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାହାଜପାନୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ ସୁଲିଆବାହାଲ ଗାଁଁ ନିକଟରେ ଥିବା ଜଙ୍ଗଲ ମଝିରୁ ଯୁବକର ମୃତ ଦେହ ମାଟି ତଳୁ ଉଦ୍ଧାର କରିଛି ଖପ୍ରାଖୋଲ ପୋଲିସ । ସୂଚନା ଅନୁଯାୟୀ ତେଲେନପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଘୁଚାପାଲି
Read More...

ମମିତାଙ୍କୁ ନ୍ୟାୟ ଦେବା ଦାବୀରେ ଝରଣୀରେ ସଭା ଓ ଶୋଭାଯାତ୍ରା

ତୁରେକେଲା, (କେପିଏନ୍‌ଏସ୍‌) : ଅଲ୍‌ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ(ଏଆଇଏମ୍‌ଏସ୍‌ଏସ୍‌)ର ସର୍ବ ଭାରତୀୟ ସାଧାରଣ ସଂପାଦିକା ଛବି ମହାନ୍ତି, ଅଲ୍‌ ଇଣ୍ଡିଆ ଡେମୋକ୍ରାଟିକ୍‌ ଷ୍ଟୁଡେଣ୍ଟସ୍‌ ଅର୍‌ଗାନାଇଜେସନ୍‌ (ଏଆଇଡିଏସ୍‌ଓ) ସର୍ବଭାରତୀୟ ଉପସଭାପତି ଅଶୋକ ମିଶ୍ର, ଅଲ୍‌ଇଣ୍ଡିଆ
Read More...