csstore

୧୦ ଫୁଟର ଅଜଗର ସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ରେଙ୍ଗାଲୀ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଏକ ସାପ ଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ ପରେ ସାପ ଧରାଳୀ ବିକି ଜି ନାଗଙ୍କୁ ଖବର ଦେବା ପରେ ବିକି ଉକ୍ତ ଗାଁକୁ ପହଞ୍ଚି ୧୦ ଫୁଟର ଅଜଗର ସାପ ଉଦ୍ଧାର କରି ବେଲଗାଁ କୂଟର ଡୁଙ୍ଗୁରି ଜଙ୍ଗଲରେ ବନ ବିଭାଗର କର୍ମଚାରୀ ତପସ୍ୱିନୀ ରଣାଙ୍କ ଉପସ୍ଥିତରେ ଛାଡି ଦେଇଥିବା ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.