Daily Archives

କନ୍ଦାଜୁରୀ ଗ୍ରାମରେ ଆଇନ ସଚେତନତା ଶିବିର

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ କନ୍ଦାଜୁରୀ ଗ୍ରାମରେ ତାଲୁକ ଆଇନ ସେବା କମିଟି, ଲୋଇସିଂହା ତରଫରୁ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଲୋଇସିଂହା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ତଥା ଆଇନ ସେବା କମିଟି ଅଧ୍ୟକ୍ଷା ସୁଶ୍ରୀ
Read More...

ବାଇକ ଦୁର୍ଘଟଣାରେ ୩ ଗୁରୁତର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଥାନା କନ୍ଦାଜୁରୀଠାରେ ବାଇକ ଦୁର୍ଘଟଣାରେ ୩ ଜଣ ବ୍ୟକ୍ତି ଗୁରୁତର ଆହତ ହୋଇ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ସୂଚନା ଅନୁସାରେ ଆହତମାନେ ହେଲେ ବଲାଙ୍ଗିର ଜିଲ୍ଲା ବନ୍ଧପଡା ଥାନା ଅଧିନ ସତୀଘାଟ ଗ୍ରାମର ତେଜରାଜ ବରିହା,
Read More...

ପ୍ରଧାନ ଶିକ୍ଷକଙ୍କ ନାମରେ ଗ୍ରାମବାସୀ ଆଣିଲେ ଅଭିଯୋଗ

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଅଧିନସ୍ଥ ପଡ଼ିଆବାହାଲ ଗ୍ରାମରେ ଥିବା ୟୁଜିଏଚ୍‌ଏସ୍‌ ବିଦ୍ୟାଳୟ ଗେଟ ସମ୍ମୁଖରେ ତାଲା ଦେଇ ଛାତ୍ର ଛାତ୍ରୀ ଏବଂ ଗ୍ରାମବାସୀ ଧାରଣାରେ ବସିଛନ୍ତି, ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀଙ୍କ କହିବା ଅନୁଯାୟୀ ପ୍ରଧାନ ଶିକ୍ଷକ ଅଶୋକ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲା ସଦେଇପାଲି ଗ୍ରା.ପ.ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.
Read More...

ପରିବେଶ ସୁରକ୍ଷା ନିମନ୍ତେ ଶୈଳବାଳାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର

ରାଉରକେଲା, (ସସ୍ମିତା ପ୍ରଧାନ) : ପରିବେଶ ଓ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ଉଲ୍ଲେଖନୀୟ ଅବଦାନ ପାଇଁ ରାଉରକେଲାର ସମାଜସେବୀ ସୁଶ୍ରୀ ଶୈଳବାଳା ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାରରେ ସମ୍ମାନିତ କରାଯାଇଛି । ସୁନ୍ଦରଗଡ ବନଖଣ୍ଡ ସ୍ତରୀୟ ୬୭ତମ ବନ୍ୟା ସପ୍ତାହ ପାଳନ ଅବସରରେ ସୁନ୍ଦରଗଡ
Read More...

ବର୍ଦ୍ଧିତ ୟୁରିକ୍ ଏସିଡ୍ ନିୟନ୍ତ୍ରଣ କରିବା ପାଇଁ ଫଳପ୍ରଦ ଅମୃତଭଣ୍ଡା

ୟୁରିକ୍ ଏସିଡ୍ ବୃଦ୍ଧି ଶରୀରର ମାଂସପେଶୀରେ ପ୍ରଦାହ ସୃଷ୍ଟି କରେ । ଏହା ସହିତ ଏଥିଯୋଗୁଁ ଶରୀରର ଅନେକ ଅଙ୍ଗରେ ମଧ୍ୟ ଯନ୍ତ୍ରଣା ହୁଏ । ଏହି ଯନ୍ତ୍ରଣା ଶରୀରର ଅନେକ ସ୍ଥାନରେ ଦେଖାଯାଏ । ଯେତେବେଳେ ଏହି ସମସ୍ୟା ବଢେ଼, ଲୋକମାନେ ଆର୍ଥ୍ରାଇଟିସ୍ ବ୍ୟତୀତ ଅନ୍ୟାନ୍ୟ ଅନେକ ରୋଗର ଶିକାର
Read More...

ୟୁପିର ବାରବାଙ୍କି ଠାରେ ଟ୍ରକ-ବସ୍ ଧକ୍କାରେ ୧୩ ଜଣଙ୍କ ମୃତ୍ୟୁ, ୩୦ ରୁ ଅଧିକ ଆହତ

ବାରବାଙ୍କି (ଉତ୍ତରପ୍ରଦେଶ) : ଉତ୍ତରପ୍ରଦେଶର ବାରବାଙ୍କିରୁ ଏକ ବଡ଼ ସଡ଼କ ଦୁର୍ଘଟଣାର ଖବର ଆସିଛି । ଗୁରୁବାର ସକାଳେ ଏଠାରେ ଥିବା ଏକ ଓଭର ରିଙ୍ଗ ରୋଡରେ ଏକ ଟ୍ରକ ଏବଂ ଏକ ଯାତ୍ରୀବାହୀ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା, ଯେଉଁଥିରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଅଧିକ ଲୋକ
Read More...

ଜନ ପ୍ରତିନିଧି ଭାବେ ନରେନ୍ଦ୍ର ମୋଦୀ ୨୦ ବର୍ଷ ପୂରଣ କଲେ : କହିଲେ- ମୁଁ ପ୍ରଧାନମନ୍ତ୍ରୀ ହେବାର କଳ୍ପନା ମଧ୍ୟ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜନ ପ୍ରତିନିଧି ଭାବରେ ୨୦ ବର୍ଷ ପୂରଣ କରିଛନ୍ତି । ଏହି ଅବସରରେ ବିଜେପି ସଭାପତି ଜେପି ନଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥଙ୍କ ସମେତ ଦଳର ବହୁ ବଡ ବଡ ନେତା ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉଲ୍ଲେଖ
Read More...

୧୫ ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ବେଲପଡା, (କେପିଏନ୍‌ଏସ୍‌) : ୧୫ ଜଣ ଶ୍ରମିକଙ୍କୁ ବେଲପଡା ପୋଲିସ ଉଦ୍ଧାର କରିଥିବା ସୂଚନା ମିଳିଛି । ସୂଚନା ପାଇବାରୁ ବେଲପଡା ପୋଲିସ ବନମାଲ ଗ୍ରାମରେ ଚଢାଉ କରି ହାଇଦ୍ରାବାଦ ଯାତ୍ରା କରୁଥିବା ୪ ଶିଶୁ ଏବଂ ୩ ମହିଳାଙ୍କ ସମେତ ୧୫ ଜଣ ବାଧ୍ୟତାମୂଳକ ଶ୍ରମିକଙ୍କୁ ଉଦ୍ଧାର କରିଥିବା
Read More...