Daily Archives

ନବ ନିର୍ବାଚିତ ବିଧାୟକଙ୍କୁ ସ୍ୱାଗତ ଜଣାଇଲେ ଶିକ୍ଷକ ସଂଘ ଓ ବିଭିନ୍ନ ଅନୁଷ୍ଠାନ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ନବ ନିର୍ବାଚିତ ଯୁବ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳର କାର୍ଯ୍ୟକର୍ତା ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ଭେଟି ପୁଷ୍ପଗୁଛ ଓ ଉତରୀୟ ଦେଇ ସ୍ୱାଗତ
Read More...

ବାଇକ୍‌ ଆରୋହୀକୁ ପିଟିଲା ଅଜଣା ଚାରି ଚକିଆ ଯାନ : ସ୍ୱାମୀ ସ୍ତ୍ରୀ ଗୁରୁତର, ଅଗ୍ନିଶମ ବିଭାଗ ଦ୍ୱାରା କଂଟାବାଂଜି…

କଂଟାବାଂଜି, (ମନିଶ କୁମାର ହଂସ) : କଂଟାବାଂଜି- ତୁରେକେଲା ପି.ଡବ୍ଲୁ.ଡି. ମୁଖ୍ୟ ରାସ୍ତାର ଦାବ୍ରୀ ୩୩/୧୧ କେ.ଭି. ଇଲେକ୍ଟ୍ରି ଗ୍ରୀଡର ବୁଲାଣିଠାରେ ଏକ ବାଇକ୍‌ ଚାଳକକୁ ଅଜଣା ଚାରି ଚକିଆ ଯାନ ଗୁରୁବାର ଦିବ ସାଢେ ଏଗାରଟାରେ ମୁହାଁ ମୁହିଁ ଧକ୍କା ଦେଇ ଫେରାର ମାରିଛି । ଘଟଣାସ୍ଥଳରେ
Read More...

ପାନୀୟ ଜଳ ବଣ୍ଟନରେ ଅନିୟମିତତା : ଟାୟାର ଜାଳି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନୂଆପଡା, (ନିରାକାର ମେହେର) : ପାନୀୟଜଳ ଉତ୍କଟ ସମସ୍ୟାରେ ଅତିଷ୍ଠ ହୋଇ ଶେଷରେ ନିଆଁ ଜାଳି ରାଜରାସ୍ତା ଅବରୋଧ କଲେ ସାଧାରଣ ଲୋକେ । । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଗ୍ରାମକୁ ପାନୀୟ ଜଳ ବଣ୍ଟନ ନେଇ ବ୍ୟାପକ ସମସ୍ୟା ଦେଖାଯାଉଛି । ଫଳରେ ପାନୀୟ ଜଳ ବଣ୍ଟନ ପ୍ରକଳ୍ପ ବଣ୍ଟନ
Read More...

ବିନା ଭକତରେ ହେବ ସୁନାଦେଈ ଯାତ୍ରା

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସୁନାବେଡା ଅଞ୍ଚଳର ଆରାଧ୍ୟଦେବୀ ମାଁ ସୁନାଦେଈଙ୍କ ପ୍ରସିଦ୍ଧ ସୁନାଦେଈ ଯାତ୍ରା ଆସନ୍ତା କୁମାର ପୂର୍ଣ୍ଣିମାରେ ଆରମ୍ଭ ହେବ । ସୁନାଦେଈ ଯାତ୍ରା ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ । ଚଳିତ ବର୍ଷ
Read More...

ଆଦିବାସୀ ଯୁବକଙ୍କୁ ଆକ୍ରମଣ ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବୀ : ଜିଲ୍ଲା ଆଦିବାସୀ ସଂଘ ଓ କୋଶଳ ରାଜ୍ୟ ସମନ୍ୱୟ ସମିତି…

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଥାନା ବେନକେରା ଗ୍ରାମ ଆଦିବାସୀ ଯୁବକ ରାଜୀବ ରଞ୍ଜନ ବରିହା ଉପରେ ଗ୍ରାମର କେତେକ ଜଣ ଅଭିଯୁକ୍ତ ଆକ୍ରୋଶମୂଳକ ମନୋଭାବ ନେଇ ଗାଁ ଦାଣ୍ଡରେ ବାଡ଼ି ଠେଙ୍ଗାରେ ଆକ୍ରମଣ କରି ରାଜୀବ ରଞ୍ଜନଙ୍କୁ ଅଭିଯୁକ୍ତ ମାନେ ନିଜେ ଚେତାଶୂନ୍ୟ
Read More...

ସଇଁନ୍ତଲା ବ୍ଳକରେ ସରିଲା ସ୍ମାର୍ଟ କାର୍ଡ ବଣ୍ଟନ : ଗାଁ କଲ୍ୟାଣ ପାଣ୍ଠିରୁ ଖର୍ଚ୍ଚ କରି ସଭା ଆୟୋଜନ ଅଭିଯୋଗ

ସଇଁନ୍ତଲା, (ଅଜିତ କୁମାର ସାହୁ) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଦିନ ତଳେ ଟିଟିଲାଗଡ଼ ଗସ୍ତରେ ଆସି ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଥିଲେ । ଯାହାକୁ ନେଇ ଲୋକଙ୍କ ମନରେ ଅନେକ ଉତ୍ସାହ ଦେଖାଦେଇଛି । ନେତାଠୁ ଆରମ୍ଭ କରି ବିଧାୟକ, ମନ୍ତ୍ରୀଙ୍କ ପ୍ରତ୍ୟେକ ପଞ୍ଚାୟତରେ ଡେରା
Read More...

ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ପ୍ରକଟ କରି ତରା ଗ୍ରାମର ୪୫ ଜଣ ବିଜେପି ଓ କଂଗ୍ରେସ ଦଳ ଛାଡି…

ପାଟଣାଗଡ, (ଗୋରେଖନାଥ ବରିହା) : ଲୋକ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଓ ନିର୍ମଳ ଶାସନରେ ଅନୁପ୍ରାଣିତ ହେବା ସହ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ନେତୃତ୍ୱ ପ୍ରତି ଆସ୍ଥା ରଖି ଦିନକୁ ଦିନ ବିଜେଡି ଦଳରେ ଯୋଗଦାନ ଯୋଗୁଁ କର୍ମୀ ସଂଖ୍ୟା ବଢ଼ିବାରେ ଲାଗିଥିବା
Read More...

ଦେଓଗାଁ ବ୍ଳକରେ ୩୫ଜଣ ଶିକ୍ଷକଙ୍କ ପଦୋନ୍ନତି : ଆସି ନାହିଁ ନୂଆ ଶିକ୍ଷକ, ପଦୋନ୍ନତି ଦେଇ ଶିକ୍ଷା ବିଭାଗ ଚୁପ

ଶିକ୍ଷକ ଆବଶ୍ୟକତା ୪୮୮, ଅଛନ୍ତି ୩୮୬ଦେଓଗାଁ, (ମନୀଷ କୁମାର ସାହୁ) : ଦୀର୍ଘ ବର୍ଷ ହେଲା ଦେଓଗାଁ ବ୍ଳକରେ ଶିକ୍ଷକ ପଦବୀ ଖାଲି ଅଛି । କ୍ରମଶଃ ଭାବେ ସ୍କୁଲ ସଂଖ୍ୟା ସହ ଛାତ୍ରଛାତ୍ରୀ ସଂଖ୍ୟ ବୃଦ୍ଧି ପାଉଥିବା ବେଳେ ଶିକ୍ଷକ ସଂଖ୍ୟା ବୃଦ୍ଧି ପାଉନାହିଁ । ଅପର ପକ୍ଷେ ଦେଓଗାଁ ବ୍ଳକର ୩୫ ଜଣ
Read More...

ଦେଓଗାଁରେ ମୃତ୍ତିକା ସ୍ୱାସ୍ଥ୍ୟ ଓ ତାର ପରିଚାଳନା ସମ୍ବନ୍ଧୀୟ କୃଷକ ସଚେତନତା ପ୍ରଶିକ୍ଷଣ ଶିବିର

ଦେଓଗାଁ, (ମନୀଷ କୁମାର ସାହୁ) : ମଙ୍ଗଳବାର ୧୦ଟା ସମୟରେ ଦେଓଗାଁ ବ୍ଳକ ହାତୀସରା ପଞ୍ଚାୟତର ହାତୀସରା ଗାଁରେ ମୃତ୍ତିକା ସ୍ୱାସ୍ଥ୍ୟ ଓ ତାର ପରିଚାଳନା ସମ୍ବନ୍ଧୀୟ ସଚେତନତା ଶିବର ଅନୁ‌ଷ୍ଠିତ ହୋଇଯାଇଛି । ଏହି ଶିବିରକୁ ଦେଓଗାଁ ବ୍ଳକ କୃଷି ଅଧିକାରୀ ବାବାଜୀ ସେଠୀ ଆନୁଷ୍ଠାନିକ ଭାବେ
Read More...

କୋଭିଡ୍‌ କଟକଣା ମାନି ନବଦୁର୍ଗା ପୂଜା କରିବାକୁ ଘୋଷଣା କଲା ବଲାଙ୍ଗିର ଦେବୋତ୍ତର ବିଭାଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : କୋଭିଡ୍‌ କଟକଣା ମାନି ନବଦୁର୍ଗା ପୂଜା କରିବାକୁ ଘୋଷଣା କରିଛି ବଲାଙ୍ଗିର ଦେବୋତ୍ତର ବିଭାଗ । ଘୋଷଣାରେ କୁହାଯାଇଛି - ବଲାଙ୍ଗିର ଉପଖଣ୍ଡ ସ୍ଥିତ ସମସ୍ତ ଦେବୀ ମନ୍ଦିରର ପୃଷ୍ଠପୋଷକ, ପୂଜକ, ମନ୍ଦିର କମିଟି ସଦସ୍ୟ ଏବଂ ଜନସାଧାରଣଙ୍କ ଅବଗତି ନିମନ୍ତେ ଘୋଷଣା
Read More...