Daily Archives

ଛତ୍ରପୁର ରିଜର୍ଭ ପୋଲିସ କଲୋନୀରେ ମା’ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା : ଆଜି ବ୍ରହ୍ମଚାରିଣୀ ବେଶରେ…

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ମହକୁମା ଛତ୍ରପୁର ପୁରୁଣା ରିଜର୍ଭ ପୋଲିସ କଲୋନୀଠାରେ ଅବସ୍ଥାପିତ ସୌନ୍ଦର୍ଯ୍ୟମୟ ପରିବେଶରେ ନବନିର୍ମିତ ମା'କୁଲାଡ଼ ବ୍ୟାଘ୍ରଦେବୀ ମନ୍ଦିରରେ ନବରାତ୍ର ପୂଜା ପବିତ୍ର ମହାଳୟାରୁ ବିଧିବଦ୍ଧ ଭାବେ ସମାହିତ ହୋଇଆସୁଅଛି । ଛତ୍ରପୁରର
Read More...

ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘର ଜରୁରୀ ବୈଠକ ଏବଂ ଉଚ୍ଚକର୍ତ୍ତୃପକ୍ଷଙ୍କୁ ସ୍ମାରକ ପତ୍ରପ୍ରଦାନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ କାଳିଆବାଲି ଛକ ସ୍ଥିତ ସଂଘ କାର୍ଯ୍ୟାଳୟଠାରେ ଗୋପାଳପୁର ପୋର୍ଟ ଟ୍ରକ୍ ମାଲିକ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପଗୁଡିକରେ ପରିବହନ କ୍ଷେତ୍ରରେ ସ୍ଥାନୀୟ ଯୁବ
Read More...

ସଇଁନ୍ତଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିବସ ପାଳିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୧ ତମ ଜନ୍ମଦିବସ ଉପଲକ୍ଷେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ଡଳୀର ସଇଁନ୍ତଲା ବ୍ଳକ ସ୍ଥାନୀୟ ଲାଂଥ ନଦୀଠାରେ ନମାମି ଜିଲ୍ଲା ସଂଯୋଜକ ମହେନ୍ଦ୍ର ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ
Read More...

ସଇଁନ୍ତଲାରେ ସାର୍ବଜନୀନ ନବରାତ୍ର ଦୁର୍ଗା ପୂଜା ଆରମ୍ଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ସହରରେ ଆଜି ଧରାପୁଷ୍ଟକୁ ଅବତରଣ କରିଛନ୍ତି ମା' ଜଗତ ଜନନୀ । ମା' ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଆଜି ସ୍ଥାନୀୟ ଜଳାଶୟଠାରୁ ୧୦୮ କଳସରେ ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରାଯାଇଥିଲା । ଏଥିରେ କର୍ତା
Read More...

୫ ଫୁଟ୍‌ ୪ ଇଞ୍ଚର ନାଗସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟାବାହାଲି ଗାଁର ଜଣେ ଲୋକଙ୍କ ଘରେ ସାପ ପସି କୁକୁଡ଼ା ଅଣ୍ଡା ଖାଉଥିଲା ତେବେ କିଛି ଦିନ ପରେ ପରିବାର ଲୋକେ ସାପ ଦେଖିବାକୁ ପାଇବା ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ଉକ୍ତ
Read More...

କର୍ଲାମୁଣ୍ଡା ପ୍ରେସକ୍ଲବର ୨୪ତମ ବାର୍ଷିକ ଉତ୍ସବ : ସାମ୍ବାଦିକତା ନିରପେକ୍ଷ ହେବା ଉଚିତ

କର୍ଲାମୁଣ୍ଡା, (ନରତ୍ତୋମ ସେଲ୍‌ମା) : ସାମ୍ବାଦିକର ଧର୍ମ ନିରପେକ୍ଷତା । ନିରପେକ୍ଷ ଓ ଗଠନମୂଳକ ଖବର ପରିବେଷଣ କଲେ ସୁସ୍ଥ ସମାଜ ଗଠନରେ ତାହା ସହାୟକ ହୋଇଥାଏ । ଖବର ଏକ ପାଖିଆ ନହୋଇ ସବୁବେଳେ ଉଭୟ ପକ୍ଷର ମତାମତକୁ ଅଗ୍ରାଧିକାର ଦେଲେ ତାହା ସମସ୍ତଙ୍କ ପାଇଁ ଗ୍ରହଣୀୟ ହୋଇପାରିବ ବୋଲି
Read More...

ଅଗସ୍ତି ନୂଆଗାଁ କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ନବରାତ୍ର ପୂଜା ନିମନ୍ତେ ଜଳ ଯାତ୍ରାରମ୍ଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁର କଲ୍ୟାଣୀ ଯୁବକ ସଂଘ ପକ୍ଷରୁ ଗତକାଲିଠାରୁ ମା' ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଯାଇଛି । ଋଷିକୂଲ୍ୟା ନଦୀରୁ କଳସରେ ଜଳ ଲାଗି ହୋଇଛି । ନଗର ପରିକ୍ରମା ସହ ଜଳ ଯାତ୍ରା ସମାପନ ହୋଇ ନିଜସ୍ୱ
Read More...

ଛାତ୍ର ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

କର୍ଲାମୁଣ୍ଡା, (ନରତ୍ତୋମ ସେଲ୍‌ମା) : ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସାମାଜିକ କାର୍ଯ୍ୟକ୍ରମ ଅବସରରେ ରିଷିଡା ବାପୁଜୀ ହାଇସ୍କୁଲ ଠାରେ ସଫେଇ କାର୍ଯ୍ୟ କରାଯାଇଥିଲା । ଛାତ୍ର ବିଜେଡି ବ୍ଲକ ସଭାପତି ସଲିମ ଶେଖର ରଣାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭୂପିନ୍ଦର ସିଂ
Read More...

ଗତ ୨୪ ଘଂଟାରେ ୫୮୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ସେମାନଙ୍କ ମଧ୍ୟରୁ ୮୩ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୧୧୩ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୭ ଜଣ କ୍ୱାରେନ୍‌ଟାଇନ୍‌ରୁ
Read More...

ବଲାଙ୍ଗିର ସମଲେଇ ପୀଠରେ ନବରାତ୍ର ପୂଜା ଆରମ୍ଭ : ଆଜି ଶୈଳପୁତ୍ରୀ ବେଶରେ ମା’

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସମଲେଇ ପୀଠରେ ଷୋଡ଼ଶ ଉପଚାର ପୂଜା ଆରମ୍ଭ ହୋଇଛି । ନବରାତ୍ର ପୂଜା ଆରମ୍ଭ ହୋଇଥିବାରୁ ଭକ୍ତଙ୍କ ମାନସିକ ଦୀପ ପ୍ରଜ୍ୱଳନ ମଧ୍ୟ ଆରମ୍ଭ ହୋଇଛି । ଭୋର ସମୟରୁ ମନ୍ଦିର ଖୋଲି ସମସ୍ତ ଯଥା ବିଧି ପୂଜାର୍ଚ୍ଚନା ଶେଷ ହୋଇଥିବା ମନ୍ଦିର ପକ୍ଷରୁ କୁହାଯାଇଛି
Read More...
error: Content is protected !!