csstore

୫ ଫୁଟ୍‌ ୪ ଇଞ୍ଚର ନାଗସାପ ଉଦ୍ଧାର

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଘଣ୍ଟାବାହାଲି ଗାଁର ଜଣେ ଲୋକଙ୍କ ଘରେ ସାପ ପସି କୁକୁଡ଼ା ଅଣ୍ଡା ଖାଉଥିଲା ତେବେ କିଛି ଦିନ ପରେ ପରିବାର ଲୋକେ ସାପ ଦେଖିବାକୁ ପାଇବା ପରେ ସାପ ଧରାଳି ବିକି ଜି ନାଗଙ୍କୁ ଖବର ଦେଇଥିଲେ ଖବର ଦେବା ପରେ ବିକି ଉକ୍ତ ଗାଁକୁ ପହଁଚି ନାଗସାପକୁ ଉଦ୍ଧାର କରିଥିଲେ । ସାପ ୫ ଫୁଟ୍‌ ୪ ଇଞ୍ଚ ରହିଥିବା ବେଳେ ସାପକୁ ଜଙ୍ଗଲରେ ଛାଡି ଦେଇଥିବା ବିକି ସୂଚନା ଦେଇଛନ୍ତି ।

jayashree
Leave A Reply

Your email address will not be published.