csstore

ଅଜିତା ମହିଳା ସଂଗଠନ ପକ୍ଷରୁ ସାଂସଦ ଅପରାଜିତାଙ୍କ ଜନ୍ମଦିନ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜନ୍ମଦିନକୁ ନେଇ ଅନେକ ଲୋକଙ୍କ ମଧ୍ୟରେ ଜନ୍ମ ଦିନ ପାଳନ କରିବା ପାଇଁ ଅନେକ ଉତ୍ସାହ ରହିଥାଏ ହେଲେ ବଲାଙ୍ଗିର ଜିଲ୍ଲା ଅଜିତା ମହିଳା ସଙ୍ଗଠନ ପକ୍ଷରୁ ଜିଲ୍ଲା ସଂଯୋଜିକା ସଂଯୁକ୍ତା ମିଶ୍ରଙ୍କ ଆୟୋଜନାରେ ଅଜିତା ମହିଳା ସଙ୍ଗଠନର ସମସ୍ତ ସଦସ୍ୟାମାନଙ୍କ ଉପସ୍ଥିତରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ୫୨ତମ ଜନ୍ମ ଦିନ ସ୍ଥାନୀୟ କନପାଲି ରୋଡ଼ କଲେଜ ଛକଠାରେ ମହାଆଡମ୍ବରରେ କେକ୍‌ କାଟି ପାଳନ କରାଯାଇ ଥିବା ବେଳେ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀଙ୍କ ଦୀର୍ଘାୟୁ ଜୀବନର କାମନା ମଧ୍ୟ କରିଥିଲେ ଅଜିତା ମହିଳା ସଙ୍ଗଠନର ସଦସ୍ୟାମାନେ ଓ ଉତ୍ସ।ହର ସହ ପାଳନ କରାଯାଇଥିଲା ।

jayashree
Leave A Reply

Your email address will not be published.