pakka

ବିକିଙ୍କୁ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନିତ

kalikesh

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଶିଷକେଲା ଗ୍ରାମର ବନ୍ୟପ୍ରାଣୀ ସଂରକ୍ଷଣ ବିକି ଜୀ ନାଗଙ୍କୁ ବଲାଙ୍ଗିର ବନ ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ ବନ୍ୟପ୍ରାଣୀ ସଂରକ୍ଷଣ ସମ୍ମାନରେ ସମ୍ମାନିତ କରାଯାଇଛି । ବଲାଙ୍ଗିର ମେଗା ନର୍ସରୀ ଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାର,ଏସିଏଫ୍‌ ବାବାଜୀ ରାଉତ, ଅଜିତ ବିଶି ଶ୍ରୀ ନାଗକୁ ସମ୍ବର୍ଦ୍ଧିତ କରିଥିଲେ । ସୂଚନ ମତେ ବିକି ଜୀ ନାଗ ଗତ ୧୬ ବର୍ଷ ଧରି ବନ୍ୟାପ୍ରାଣୀ ସଂରକ୍ଷଣ ପାଇଁ ସଦାସର୍ବଦା ଚେଷ୍ଟିତ । ଏହା ସହିତ ସାପ ଧରାଳି ଭାବରେ ଘରେ ଘରେ ପରିଚିତ ।

pp
Leave A Reply

Your email address will not be published.

5 + twenty =