Daily Archives

ପୀତବାସ ପାଣିଗ୍ରାହୀଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ସମାଜସେବୀ ପୀତବାସ ପାଣିଗ୍ରାହୀ(୮୬) ରବିବାର ଦିନ ୨ଟା ୩୦ମିନିଟରେ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ପରଲୋକ ହୋଇଯାଇଛି । ଶେଷ ସମୟରେ ତାଙ୍କ ସ୍ତ୍ରୀ ଶାନ୍ତି, ପୁଅ ସନ୍ତୋଷ, ବୋହୂ, ସହ ଜଣେ ପୁଅ ଓ ପାଞ୍ଚ ଝିଅ
Read More...

ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ଆଜି ବରଗଡ଼ ଠାରେ ବିଜୁ ଯୁବ ଛାତ୍ର ଜନତା ଦଳ ତରଫରୁ ଜିଲ୍ଲା ସ୍ତରୀୟ ଡିଜିଟାଲ କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସୋସିଆଲ ମିଡ଼ିଆ ତଥା ଡିଜିଟାଲ ୱିଙ୍ଗର ମୁଖ୍ୟ ସୁବ୍ରତ ଛାଟୋଇ ଓ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ. ୧୦ରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ
Read More...

ଯାଜ୍ଞସେନୀର ଆଲୋଚନାଚକ୍ର ଅନୁଷ୍ଠିତ : ସତ୍ୟର ଅନ୍ୱେଷା କାର୍ଯ୍ୟ ହିିଁ ସାହିତ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ମହିଳା ସଂଗଠନ ଯାଜ୍ଞସେନୀ ତରଫରୁ ଆଲୋଚନାଚକ୍ର 'ସାହିତ୍ୟରେ ବିଚାରର ଧାରା' ନିଜସ୍ୱ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଯାଜ୍ଞସେନୀର ସଭାପତି ପ୍ରଫେସର ପ୍ରମିଳା ପଣ୍ଡାଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦିକା ନୀନାରାଣୀ ଜେନାଙ୍କ
Read More...

ଆସନ୍ତାକାଲି ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସମସ୍ତ ବ୍ଲକ ଅଞ୍ଚଳର ବ୍ୟବସ୍ଥିତ ୫୩ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ବିନିକା, ଉଲୁଣ୍ଡା, ସୋନପୁର,
Read More...

ଏବେ ଓଡ଼ିଶା ବଜାରରେ ଏମ୍‌ବିଏଲ୍‌ ୭୪୦ ବିଏସ୍‌୪

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏବେ ଓଡ଼ିଶା ବଜାରରେ ଏମ୍‌ବିଏଲ୍‌ ୭୪୦ ବିଏସ୍‌୪ । ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଯାଇଛି ଏହାର ଶୁଭ ମୁହୁରତ । କଂପାନୀର ମୁଖ୍ୟ ଅରୁଣ ଚୌହାନ ଏବଂ ଓଡ଼ିଶା ଡିଲର୍‌ ରଘୁନାଥ ମେସିନେରୀ ପ୍ରାଇଭେଟ୍‌ ଲିମିଟେଡ୍‌ର ମାଲିକ ରଘୁନାଥ ସାମନ୍ତରାୟ ଉପସ୍ଥିତ ରହି
Read More...

ତିନି ଆନ୍ତରାଜ୍ୟ ଲୁଟେରା ଗିରଫ : ଲକ୍ଷାଧିକ ନଗଦ ଟଙ୍କା, ୪୧ଗ୍ରାମ ସୁନା ଓ ୨ ବାଇକ ଜବତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଡିକି ଭାଙ୍ଗି ଲୁଟ୍ କରୁଥିବା ଏକ ଗ୍ୟାଙ୍ଗର ମୁଖିଆ ସମେତ ୩ ଜଣିଆ ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ ବଲାଙ୍ଗିର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା କଳାଷଣ୍ଢପୁର ଗାଁର ଡି. ରାଜା ଆଲିଏସ୍ ଦାସ ରାଜା, ସୋନପୁର ଜିଲ୍ଲା
Read More...

ଚାଲିଗଲେ ସମୁଦ୍ରମ୍‌ର ସଭାପତି ବି ଚିତ୍ତାମ୍ମା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚାଲିଗଲେ ସମୁଦ୍ରମ୍‌ର ସଭାପତି ଗୋପାଳପୁରର ବି ଚିତ୍ତାମ୍ମା । ମୁଣ୍ଡରେ ମାଛ ବୋହି ଗାଁକୁ ଗାଁ ବୁଲି ବିକ୍ରି କରୁଥିବା ଧୀବର ମହିଳାଙ୍କ ଦୁଃଖକୁ ନିଜ ଜୀବନରେ ପ୍ରତ୍ୟକ୍ଷ କରିଥିବା ଏହି ଅପାଠୁଆ ମହାନ୍‌ ମହିଳା ରାଜ୍ୟର ୬ଟି ଉପକୂଳ ଜିଲ୍ଲାରେ ହଜାର ହଜାର
Read More...

ଜଲିଆ ପବିତ୍ର ପୀଠ ଖପରାଡୁଙ୍ଗୁରୀ ସ୍ଥିତ ସପ୍ତର୍ଷି ମଠଠାରେ ସର୍ବ ଭାରତୀୟ ବିଞ୍ଝାଲ ସମାଜ ବୈଠକ

ମଦକୁ ଛାଡ଼ି ଶିକ୍ଷା ହିଁ ଆମ ଦିକ୍ଷା ଗ୍ରହଣ କରି ପୁଅଝିଅମାନଙ୍କୁ ଉଚ୍ଚ ଶିକ୍ଷିତ କରିବାକୁ ଆହ୍ୱାନ ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଳକ ଧୂମାଭଟା ପଞ୍ଚାୟତ ଜଲିଆ ଗ୍ରାମର ପବିତ୍ର ଖପରାଡୁଙ୍ଗୁରୀ ସପ୍ତର୍ଷି ମଠ ପରିସରରେ ସର୍ବ ଭାରତୀୟ ବିଞ୍ଝାଲ ସମାଜର
Read More...

ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁଇଁନ୍ତଲା, (ଶମ୍ଭୁନାଥ ସାହୁ) : ବିଜୁ ଜନତା ଦଳ ତରଫରୁ ଜନସଚେତନତା ଓ ସାମାଜିକ ସେବା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ଜନସଚେତନତା ଓ ସାମାଜିକ ସେବା କାର୍ଯ୍ୟକ୍ରମରେ ଆଜି ବିଜୁ ଜନତା ଦଳ ରାଜ୍ୟ ପରିଷଦର ସଦସ୍ୟ ନିହାର ରଞ୍ଜନ
Read More...