pakka

ପୀତବାସ ପାଣିଗ୍ରାହୀଙ୍କ ପରଲୋକ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ଗାଁର ସମାଜସେବୀ ପୀତବାସ ପାଣିଗ୍ରାହୀ(୮୬) ରବିବାର ଦିନ ୨ଟା ୩୦ମିନିଟରେ ନିଜ ବାସଭବନରେ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ପରଲୋକ ହୋଇଯାଇଛି । ଶେଷ ସମୟରେ ତାଙ୍କ ସ୍ତ୍ରୀ ଶାନ୍ତି, ପୁଅ ସନ୍ତୋଷ, ବୋହୂ, ସହ ଜଣେ ପୁଅ ଓ ପାଞ୍ଚ ଝିଅ ଅନୂଷୟା, ରେଣୁକା, କନକଲତା, ସରସ୍ଵତୀ, ପଦ୍ମାଳୟା ସହ ପାଞ୍ଚ ଜ୍ୱାଇଁ, ନାତି-ନାତୁଣୀ ଓ ପରିବାର ଲୋକ ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁ ପରେ ଜରାସିଂହା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ସୋନଗଡ ନଦୀରେ ଶବଦାହ କରାଯାଇଥିବା ବେଳେ ପୁଅ ସନ୍ତୋଷ ପାଣିଗ୍ରାହୀ ମୁଖାଗ୍ନୀ ଦେଇଥିଲେ ।

Leave A Reply

Your email address will not be published.

four × 2 =