Daily Archives

ଯୁବ ଗୋଷ୍ଠୀ କଲେ ବୃକ୍ଷ ରୋପଣ

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ବୋଲି ସରକାର ନାରା ଦେଉଛନ୍ତି ।କେତେ ବେଳେ କିଏ ଗଛକୁ କାଟି ଦେଉଛି ତ ଆଉ କିଏ ବୃକ୍ଷର ରକ୍ଷଣ ବ୍ୟବସ୍ଥା କରୁଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମର ବୁଲୁ ବଗର୍ତ୍ତି, ବସନ୍ତ ବୁଡେକ, ବିଘ୍ନ,
Read More...

ମାସ୍କ ଚେକିଂ ବେଳେ ପୋଲିସ ସହ ଯୁକ୍ତିତର୍କ କଲେ ଦୋକାନୀ : ଫାଇନ୍‌ କାଟିଲା ପୋଲିସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପୋଲିସ ପକ୍ଷରୁ କଡ଼ାକଡ଼ି ମାସ୍କ ଚେକିଂ ଜାରି ରହିଛି । ଏହି କ୍ରମରେ ସ୍ଥାନୀୟ ଠିକାଦାରପଡ଼ା ବାର୍‌ବି ଫେସନ୍‌ ଦୋକାନରେ ମାସ୍କ ଚେକିଂ ପାଇଁ ମାଜିଷ୍ଟ୍ରେଟ୍‌ଙ୍କ ସହ ଟାଉନ ଥାନା ଆଇଆଇସି କେ.ପ୍ରିୟଙ୍କା
Read More...

ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ କ୍ୟାମ୍ପସ୍‌ରେ ଥିବା ଅଧ୍ୟକ୍ଷଙ୍କ କ୍ୱାର୍ଟର୍‌ରୁ ଉଦ୍ଧାର ହେଲେ ଦୁଇଟି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ କ୍ୟାମ୍ପସ୍‌ରେ ଥିବା ଅଧ୍ୟକ୍ଷଙ୍କ କ୍ୱାର୍ଟର୍‌ରୁ ଦୁଇଟି ବିଷଧର ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଅଧ୍ୟକ୍ଷ ହେମନ୍ତ କୁମାର ମେହେରଙ୍କ କ୍ୱାର୍ଟର୍‌ ନମ୍ବର ଡିଆଇ୭ରେ ଶ୍ରମିକମାନେ
Read More...

ବଲାଙ୍ଗିର ପୌରାଂଚଳରେ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ : ୨ ନମ୍ବର ୱାର୍ଡରେ ସର୍ବାଧିକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ୧୨୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨ ନମ୍ବର ୱାର୍ଡରୁ ସର୍ବାଧିକ ୧୩ ଜଣ ଚିହ୍ନଟ ହୋଇଥିବା ସରକାରୀ ସୂଚତ୍ରରେ କୁହାଯାଇଛି । ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନରେ ଦିଆଯାଇଥିବା ରିପୋର୍ଟ
Read More...

ସିର୍‌ଜିନାରେ ପୁସ୍‌ପୁନି ଉପଲକ୍ଷେ କବିତା ପାଠ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଡ. ପ୍ରମୋଦ କୁମାର ପାଢ଼ୀଙ୍କ ସଭାପତିତ୍ୱରେ ଏକ ମନୋଂଜ୍ଞ କବିତା ପାଠୋଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ରୂପେ ସପନ କୁମାର ମିଶ୍ର ମୁଖ୍ୟ ଅତିଥି କୃଷ୍ଣଚନ୍ଦ୍ର ଭୋଇ ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ରୂପେ ସତ୍ୟ
Read More...

ବଲାଙ୍ଗିର ସହରରେ ଦୁବୃର୍ତ୍ତଙ୍କ ଉନ୍ମତ୍ତ କାଣ୍ଡ : ଘରର ଗେଟ୍‌ ଓ କୁକୁଡା ଦୋକାନ ଭାଙ୍ଗିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଅପରାଧିକ କାର୍ଯ୍ୟକଳାପ ବଢିଚାଲିଥିବା ବେଳେ ଆଜି ପୁଣି କିଛି ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି । ସୂଚନା ଅନୁସାରେ ସ୍ଥାନୀୟ ଆନନ୍ଦ ନଗରରେ ରହୁଥିବା କାହ୍ନା ନନ୍ଦଙ୍କ ଘର ସମ୍ମୁଖକୁ ଆଜି ଅପରାହ୍ନ ସାଢେ ୪ଟା ସମୟରେ ଚାରି
Read More...

ବୌଦ୍ଧର ୨ କଂଗ୍ରେସ ନେତା ବିଜେଡିରେ ସାମିଲ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ କଂଗ୍ରେସ କମିଟିର ଦୁଇ ଟାଣୁଆ ନେତା ତଥା ଜିଲ୍ଲା କଂଗ୍ରେସ କମିଟିର ପୂର୍ବତନ ସଭାପତି ସୁଧୀର ମହାକୁଡ଼ ଓ ଜୋନ ନମ୍ବର ୩ର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଧୃବ ଚରଣ ପ୍ରଧାନ ଆଜି ରାଜ୍ୟ ବିଜେଡି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବରେ ବିଜେଡି ଦଳରେ ସାମିଲ
Read More...

ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୬ ଜଣ, ବଲାଙ୍ଗିର ବ୍ଲକରୁ ୧୦ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୧୨୮ ଜଣେ, ବେଲପଡା ବ୍ଲକରୁ ୧୩ ଜଣ, ଦେଓଗାଁ ବ୍ଲକରୁ
Read More...

କଂଗ୍ରେସର ପଞ୍ଚାୟତ ନିର୍ବାଚନୀ ପ୍ରସ୍ତୁତି : ସଦର ବ୍ଲକ କର୍ମୀଙ୍କୁ ନିର୍ବାଚନୀ ମନ୍ତ୍ର ଦେଲେ ନରସିଂହ, ମମିତା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଗକୁ ନିର୍ବାଚନ । ପ୍ରସଙ୍ଗ ଅନେକ । ନାରୀ ନିର୍ଯ୍ୟାତନାରେ ସରକାରୀ ମନ୍ତ୍ରୀମାନଙ୍କର ସଂପୃକ୍ତି, ବ୍ଲକମାନଙ୍କରେ ସରକାରୀ ଦଳ ନେତାଙ୍କ ଦୁର୍ନୀତି, ଚାଷୀ ସମସ୍ୟା ଏବଂ ନିର୍ବାଚନୀ ସଂରକ୍ଷଣରେ ପଛୁଆ ବର୍ଗ ଓ ଜନଜାତିଙ୍କୁ ବାଦ ଦେବା ଘଟଣା ସମାଜର ପ୍ରତ୍ୟେକ
Read More...

ଦାଦନ ଯାଇଥିଲେ ଫେରିବା ବାଟରେ ବାପର ଜୀବନ ଚାଲିଗଲା

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର(ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗ୍ରାମର ବାପ ପୁଅ ଦାଦନ ଖଟିବାକୁ ଯାଇଥିଲେ । ସେଠାରେ ପୁଅର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ଉଭୟେ ଘରକୁ ଫେରୁଥିଲେ । ଫେରିବା ବାଟରେ ବାପର ଜୀବନ ଚାଲିଯାଇଥିବା ଜଣାପଡିଛି । ପ୍ରକାଶ ଯୋଗ୍ୟ
Read More...