pakka

ଯୁବ ଗୋଷ୍ଠୀ କଲେ ବୃକ୍ଷ ରୋପଣ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ଗଛ ଲଗାଅ ଦେଶ ବଞ୍ଚାଅ ବୋଲି ସରକାର ନାରା ଦେଉଛନ୍ତି ।କେତେ ବେଳେ କିଏ ଗଛକୁ କାଟି ଦେଉଛି ତ ଆଉ କିଏ ବୃକ୍ଷର ରକ୍ଷଣ ବ୍ୟବସ୍ଥା କରୁଛି । ତେବେ ଆଜି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କୁମ୍ଭାରୀ ଗ୍ରାମର ବୁଲୁ ବଗର୍ତ୍ତି, ବସନ୍ତ ବୁଡେକ, ବିଘ୍ନ, ଜୟମିତ୍ରା, ରାଜା, ହିର୍ତିକ, ଚିତ୍ର, ପ୍ରଦୀପ, ପପୁ, କ୍ଷୀନ୍ଧ୍ର, ଆଶିଷ ପ୍ରମୁଖ ସାମିଲ ହୋଇ ବୃକ୍ଷ ରୋପଣ କରିଛନ୍ତି ।

jay balangir
Leave A Reply

Your email address will not be published.

seven − five =