Daily Archives

ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଡଃ. ସୁମନ ଦତ୍ତଙ୍କୁ ଭେଟି…..

ରାଉରକେଲା, ( ସସ୍ମିତା ପ୍ରଧାନ) : ବିଶିଷ୍ଟ ସମାଜସେବୀ ତଥା ସାହିତ୍ୟିକ ଡଃ ସୁମନ ଦତ୍ତଙ୍କ ଜନ୍ମ ଦିନରେ ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ତରଫରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯିବା ସହ ମାନପତ୍ର, ପୁଷ୍ପଗୁଛ, ଉପଢୌକନ ଓ ପୁସ୍ତକ ପ୍ରଦାନ କରାଯାଇ ତାଙ୍କ
Read More...

କଳିଙ୍ଗ ସମ୍ମାନରେ ସମ୍ମାନିତ ହେଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ବିଜୁ ପଟ୍ଟନାୟକ ଟାଉନ ହଲଠାରେ ନିଉଜ ୮ର ସ୍ୱତନ୍ତ୍ର କାର୍ଯ୍ୟକ୍ରମ "ବିକାଶ ପଥେ ପଶ୍ଚିମ ଓଡିଶା"ରେ ସଂକଳ୍ପ ପରିବାରକୁ କଳିଙ୍ଗ ସମ୍ମାନରେ ସମ୍ମାନିତ କରାଯାଇଛି । କବିରତ୍ନ ପଦ୍ମଶ୍ରୀ ଡ. ହଳଧର ନାଗଙ୍କ ହାତରୁ କଳିଙ୍ଗ ସମ୍ମାନ ଗ୍ରହଣ କରିବାର
Read More...

ସପ୍ତମ ବେତନରେ ପାତର ଅନ୍ତରକୁ ନେଇ ବଲାଙ୍ଗିର ଜିଲ୍ଲା ୨୦୧୮ ଅନୁଦାନ ପ୍ରାପ୍ତ ଅଧ୍ୟାପକ-କର୍ମଚାରୀଙ୍କ ଅସନ୍ତୋଷ,…

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଖିଳ ଓଡ଼ିଶା ୨୦୧୮ ଅନୁଦାନ ପ୍ରାପ୍ତ ଅଧ୍ୟାପକ ଓ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଆଜି ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଓ କନିଷ୍କ ମହାବିଦ୍ୟାଳୟରେ ଥିବା ଏହି ବର୍ଗର ଅଧ୍ୟାପକ କର୍ମଚାରୀମାନଙ୍କୁ ନେଇ ଆଭାସୀ ମାଧ୍ୟମରେ ଏକ ସାଧାରଣ ସଭା
Read More...

ବଲାଙ୍ଗିର ଜିଲ୍ଲାରେ କିଚେନ୍‌ କୁଇନ୍‌ ବିଜେତାଙ୍କୁ ପୁରସ୍କୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରଥମ ଥର ପାଇଁ ଅଜିତ କୁମାର ସାହୁ ଅଫିସିୟାଲ ୟୁଟୁବ ଚେନାଲ୍‌ ପକ୍ଷରୁ କିଚେନ କୁଇନ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ମହିଳାମାନଙ୍କର ପ୍ରତିଭା କିଭଳି ଭାବରେ ଲୋକଲୋଚନକୁ ଆସିବ, ସେ ନେଇ ଏହି ପ୍ରୟାସ ଆରମ୍ଭ କରାଯାଇଥିଲା । ତେବେ
Read More...

କରମସାନୀ ବାୟକ ହୋଇ ପରିବାର ଚଳାଉଛନ୍ତି ଯୁବ ବାୟକ ଚଞ୍ଚଳ ଦାସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ବ୍ଲକ ଯୋଖିପାଲି ଗ୍ରାମର ଚଞ୍ଚଳ ଦାସ(୧୭) ଜଣେ କରମସାନୀ ବାୟକ ଭାବରେ ବିଜେପୁର ତଥା ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବେଶ ଖ୍ୟାତି ଅର୍ଜନ କରିବାରେ ସଫଳ ହୋଇଛନ୍ତି । ତାଙ୍କ ପରିବାର କହିଲେ ବାପା
Read More...

ଦାରିଙ୍ଗବାଡ଼ି ବ୍ଲକରେ ବାଜିଲା ପଞ୍ଚାୟତ ନିର୍ବାଚନୀ ବିଗୁଲ : ୩ ପ୍ରମୁଖ ଦଳ ନିର୍ବାଚନ ପାଇଁ ସଜବାଜ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ପଞ୍ଚାୟତ ନିର୍ବାଚନ ପାଇଁ ବିଧବଦ୍ଧ ତାରିଖ ଘୋଷଣା ପରେ ବ୍ଲକ ଓ ଗାଁ ରାଜନୀତି ଏବେ ଜୋର୍‌ ଧରିଛି । ବ୍ଲକସଦର ମହକୁମା ସହିତ ଅଞ୍ଚଳର ସିମନବାଡି, ବୁଡ଼ାଗୁଡା, କିରିକୁଟି, ବାଡାବାଙ୍ଗା, ଦାସିଙ୍ଗବାଡ଼ି, ସିକରମାହା, ଗଦାପୁର, ବ୍ରହ୍ମଣୀଗାଁ ଓ
Read More...

ହିନ୍ଦୁ ପ୍ରେମିକା ମୁସଲମାନ ପ୍ରେମିକଙ୍କୁ ଭାଇ କହି ସାଂଗରେ ନେଇ ମହାକାଳ ମନ୍ଦିରରେ ପ୍ରବେଶ କଲେ : ମନ୍ତ୍ର ପାଠ…

ଉଜ୍ଜୟିନୀ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳ ଜ୍ୟୋତିର୍ଲିଙ୍ଗ (ମହାକାଲ ମନ୍ଦିର)ର ଭସ୍ମ ଆରତୀରେ ଜଣେ ମୁସଲମାନ ଯୁବକ ହିନ୍ଦୁ ପ୍ରେମିକା ସହ ପ୍ରବେଶ କରିବା ଘଟଣାରେ ପୁରୋହିତ ଏବଂ ଦେହରକ୍ଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ପୋଲିସର ପଚରାଉଚରା ବେଳେ
Read More...

ହୋଟେଲରେ ଚାଲିଥିଲା ସେକ୍ସ ର‍୍ୟାକେଟ୍ : ଆପତ୍ତିଜନକ ଅବସ୍ଥାରେ ୫ ଜଣ ମହିଳାଙ୍କ ସମେତ ୩୬ଜଣଙ୍କୁ ଗିରଫ କଲା ପୋଲିସ

ନୋଏଡା : ନୋଏଡାରେ ପୋଲିସ ଏକ ସେକ୍ସ ର‍୍ୟାକେଟ୍‌କୁ ଧରିବାରେ ସଫଳ ହୋଇଛି । ସିଗମା ସେକ୍ଟରରେ ଅବସ୍ଥିତ ଦୁଇଟି ହୋଟେଲ ଉପରେ ଚଢ଼ାଉ କରିବା ପରେ ପାଞ୍ଚ ଜଣ ମହିଳାଙ୍କ ସମେତ ୩୬ ଜଣଙ୍କୁ ଗିରଫ କରାଯାଇଛି । ପୋଲିସର ସୂଚନାନୁସାରେ, ଏହି ହୋଟେଲରେ ଏକ ମୁଜ୍‌ରା ପାର୍ଟି ଅନୁଷ୍ଠିତ ହୋଇଥିଲା ।
Read More...

ପଶୁପ୍ରେମୀ ଚନ୍ଦ୍ରଶେଖର ଦୁର୍ଘଟଣାରେ ମୃତ

ତାଳଚେର, ( ଆର୍ତ୍ତତ୍ରାଣ ପାଣି ) : ନାଲକୋ ନଗର ସ୍ଥିତ ଚନ୍ଦ୍ର ଶେଖର ଜେନା(୩୨) ଅନୁଗୋଳ ଜିଲ୍ଲାର ଜଣେ ଜଣାଶୁଣା ନାଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶେଷତଃ ପଶୁ, ପକ୍ଷୀ, ସରିଶୃପ ସୁରକ୍ଷା ନିମିତ୍ତ ତାଙ୍କ ଉଦ୍ଧାର କାର୍ୟ୍ୟରେ ଜିଲ୍ଲାବାସୀଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର
Read More...

କରୋନା ସଂକ୍ରମଣ ଯୋଗୁଁ ତାମିଲନାଡୁ ସରକାର ସ୍କୁଲ ବନ୍ଦ କଲେ, ସବୁ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : ସାରା ଦେଶ କରୋନା ମହାମାରୀ ଯୋଗୁଁ ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଛି । ଦେଶରେ ରବିବାର ଦିନ ମଧ୍ୟ ୨.୭୧ ଲକ୍ଷରୁ ଅଧିକ ରୋଗୀ ଚିହ୍ନଟ ହୋଇଥିବା ରିପୋର୍ଟ ହୋଇଛି । ଏହି ମହାମାରୀ ଦ୍ୱାରା ତାମିଲନାଡୁ ମଧ୍ୟ ବେଶ୍‌ ପ୍ରଭାବିତ ହୋଇଛି, ଯେଉଁଥିପାଇଁ ରାଜ୍ୟ ସରକାର ଏକ ବଡ
Read More...