pakka

ପଶୁପ୍ରେମୀ ଚନ୍ଦ୍ରଶେଖର ଦୁର୍ଘଟଣାରେ ମୃତ

bbehera

ତାଳଚେର, ( ଆର୍ତ୍ତତ୍ରାଣ ପାଣି ) : ନାଲକୋ ନଗର ସ୍ଥିତ ଚନ୍ଦ୍ର ଶେଖର ଜେନା(୩୨) ଅନୁଗୋଳ ଜିଲ୍ଲାର ଜଣେ ଜଣାଶୁଣା ନାଁ କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶେଷତଃ ପଶୁ, ପକ୍ଷୀ, ସରିଶୃପ ସୁରକ୍ଷା ନିମିତ୍ତ ତାଙ୍କ ଉଦ୍ଧାର କାର୍ୟ୍ୟରେ ଜିଲ୍ଲାବାସୀଙ୍କ ହୃଦୟରେ ଏକ ବିଶେଷ ସ୍ଥାନ ଅଧିକାର କରିଥିଲେ ସେ । ଟ୍ରକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ସ୍ତମ୍ଭୀଭୁତ କରିଦେଇଛି । ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.

fifteen + 15 =