Browsing Tag

talcher news

ତାଳଚେର ପଶୁ ଚିକିତ୍ସାଳୟରେ ଦୋଳାମେସିନ୍ ନଥିବା ଯୋଗୁଁ ଉପଚାର ହୋଇ ପାରୁନଥିବା ଅଭିଯୋଗ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଖଣି ଅଞ୍ଚଳରେ କୋଇଲା ପରିବହନ ଯୋଗୁଁ ରାସ୍ତାରେ ଥିବା ଗାଈଗୋରୁ ନିତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି । ଯାହା ଦେଖା ଯାଉଛି ଯେଉଁ ଗାଈଗୋରୁଙ୍କ ଗୋଡ଼ ଭାଙ୍ଗି ଯାଇଛି ସେମାନେ ସେମିତି ପଶୁ ଚିକିତ୍ସାଳୟରେ ପଡିରହି ମୃତ୍ୟୁକୁ ଅପେକ୍ଷା କରୁଛନ୍ତି ।
Read More...

ତାଳଚେର ଉପଖଣ୍ଡ ନିମନ୍ତେ ସରକାରଙ୍କ ଏଏଚ୍‌ଏଲ୍‌ ସେବା ଜରୁରୀ ହୋଇପଡିଛି

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଖଣି ଅଂଚଳ ତାଳଚେରରେ ବୁଲା ଗାଇଗୋରୁଙ୍କ ଜୀବନ ବିପର୍ଣ୍ଣ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି । ଖଣି ଦ୍ୱାରା ବିଭିନ୍ନ ଗା' ଗଣ୍ଡା ଉଠିଯିବା ପରେ ବର୍ତ୍ତମାନ ସେଠାରେ ଥିବା ଗୃହ ପାଳିତ ପଶୁ ଆଜି ରାସ୍ତା ଉପରେ ଜୀବନ ନିର୍ବାହ କରୁଛନ୍ତି । ଖଣି ଅଞ୍ଚଳ
Read More...

ଅଖିଳ ଭାରତୀୟ ଗ୍ରାମୀଣ ଡାକସେବକଙ୍କ ଧର୍ମଘଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଉପଖଣ୍ଡ ମୁଖ୍ୟ ଡାକଘର ସମ୍ମୁଖରେ ଗ୍ରାମୀଣ ଡାକସେବକଙ୍କ ଛ' ଦଫା ଦାବୀ ଯଥା ଆଠ ଘଣ୍ଟା କାର୍ଯ୍ୟ ନିର୍ଘଣ୍ଟ, ସିଭିଲ ସର୍ଭେଣ୍ଟ ମାନ୍ୟତା ତଥା ପେନ୍‌ସନ୍‌, କମଲେସ ଚନ୍ଦ୍ର କମିଟି ସୁପାରିସ, ଗ୍ରାଚୁଇଟି ଦେଢ଼ ଲକ୍ଷରୁ ପାଞ୍ଚ ଲକ୍ଷ ଆଦି ଦାବୀ ନେଇ
Read More...

ତାଳଚେର ପ୍ରେସ୍ କ୍ଲବ୍‌ ପକ୍ଷରୁ ଜାତୀୟ ପ୍ରେସ୍ ଦିବସ ପାଳନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆଜି ଦିବା ବାର ଘଣ୍ଟା ତିରିଶ ମିନିଟ ସମୟରେ ତାଳଚେର ହୋଟେଲ ବୃନ୍ଦାବନ ଅଡିଟୋରିଅମ୍‌ଠାରେ ତାଳଚେର ପ୍ରେସ୍ କ୍ଲବ୍ (ନୋଭାଲ୍)ର କର୍ମକର୍ତ୍ତା ଜାତୀୟ ପ୍ରେସ୍ ଦିବସ ପାଳନ କରିଛନ୍ତି । ଏହି ଅବସରରେ ପ୍ରେସ୍ କ୍ଲବ୍ (ନୋଭାଲ୍)ର ସଭାପତି ପ୍ରବୀଣ କୁମାର ଦାସ
Read More...

ଗୋଶାଳା ଏବଂ ବୁଲା ଜୀବଙ୍କ ସୁରକ୍ଷା ନିମନ୍ତେ କୃଷି ଭଵନରେ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ଆଲୋଚନାଚକ୍ର

ତାଳଚେର (ଆର୍ତ୍ତତ୍ରାଣ ପାଣି ) : ରାଜ୍ୟ କୃଷି ଓ ପଶୁପାଳନ ବିଭାଗ ଦ୍ୱାରା ଭୁବନେଶ୍ୱର ସ୍ଥିତ କୃଷିଭଵନରେ ବୁଲା ଗୋରୁଗାଈ ଏବଂ ରାସ୍ତା ଉପରେ ପଡିଥିବା ଜୀବଙ୍କ ସୁରକ୍ଷା ଓ ଯତ୍ନ ନିମନ୍ତେ ବିଭାଗିୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧକ୍ଷତା ରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ
Read More...

ନାରଦ ଟୁଙ୍ଗୀ ପକ୍ଷରୁ ୨ୟ ବାର୍ଷିକ ଉତ୍ସବ ପାଳିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ନାରଦ ଟୁଙ୍ଗୀ ପକ୍ଷରୁ ତାଳଚେର ପଞ୍ଚାୟତ ସମିତି ସଭାଘର ପରିସରରେ ୨ୟ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ସାଂସଦ ମହେଶ ସାହୁ ଯୋଗଦେଇ ସାମ୍ବାଦିକତା କ୍ଷେତ୍ରରେ ନାରଦଙ୍କ ଭୂମିକା
Read More...

ବଡ଼ଗୁଣ୍ଡୁରୀ ପଞ୍ଚାୟତ ସମ୍ମୁଖରେ ବିଜେପିର ବିକ୍ଷୋଭ

ଜେଇଙ୍କୁ ଠିକାଦାର ସଜେଇ ଦଳୀୟ ପାଣ୍ଠି ସଂଗ୍ରହ କରୁଛି ବିଜେଡି : କାଳନ୍ଦି ସାମଲ ତାଳଚେର/କଣିହାଁ : ତାଳଚେର ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର ବଡ଼ଗୁଣ୍ଡୁରୀ ପଞ୍ଚାୟତ ଅଫିସ୍ ସମ୍ମୁଖରେ କଣିହାଁ ମଣ୍ଡଳ ବିଜେପି ତରଫରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଦୁର୍ନୀତି ଭଷ୍ଟାଚାର ବଂଶବାଦ,
Read More...

ଦାବୀପତ୍ର ଦେବା ୪୮ ଘଣ୍ଟା ନପୁରୁଣୁ ପୁଣି ଏକ ଜୀବନ ନେଲା ୧୪୯ ଜାତୀୟ ରାଜପଥ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ସଡ଼କ ସୁରକ୍ଷା ପରିଷଦ ତାଳଚେର ବାଙ୍କଧରାଠାରୁ ବନରପାଳ ଦେଇ ଯାଇଥିବା ୧୪୯ ନଂ ଜାତୀୟରେ ଦୈନ୍ୟଦିନ ଘଟୁଥିବା ଦୁର୍ଘଟଣାର ସ୍ଥାଇ ସମାଧାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଖଣ୍ଡ ପ୍ରଶାସନକୁ ଦେଇଥିବା ଦାବୀ ପତ୍ରର ୪୮ ଘଣ୍ଟା ନପୂରୁଣୁ
Read More...

ବିପଦରେ ବିସ୍ଥାପିତ ଗୋ ସମ୍ପଦ : ଗାଡି ଧକ୍କାରେ ୭ ଗାଈ ମୃତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଗତକାଲି ତାଳଚେର ଗୋଡ଼ିବନ୍ଧ ରାସ୍ତାରେ ଅଜଣା ଗାଡି ସାତ ଭୋଟି ଗାଈକୁ ମଡ଼େଇ ଫେରାର ହୋଇ ଯାଇଥିବା ଖବର ଆମର ହସ୍ତଗତ ହୋଇଛି । ଗ୍ରାମଗୁଡିକ ଖଣି ଦ୍ୱାରା ବିସ୍ଥାପିତ ହେବା ପରେ ଏବଂ ଚାରଣଭୂମି ସବୁ ଖଣି ଅଧିକୃତ କରିଥିବା ଯୋଗୁଁ ଯେଉଁସବୁ ଗୃହ ପାଳିତ ଜୀବ
Read More...

ଗରିବ କଲ୍ୟାଣ ସମାବେଶ ପୂର୍ବରୁ ତାଳଚେର ଭାଜପାର ସାମ୍ବାଦିକ ସମ୍ମିଳନୀ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ଆସନ୍ତାକାଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଳଚେର ମାଟିର ତୁଙ୍ଗ ଭାଜପା ନେତା ଧର୍ମେନ୍ଦ୍ର ପ୍ରଧାନ ଦ୍ୱାରା କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ସମାବେଶ କାର୍ଯ୍ୟକ୍ରମ ପୂର୍ବରୁ ତାଳଚେର ଭଜପା ଦଳର କର୍ମକର୍ତ୍ତା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏହାର
Read More...