Browsing Tag

talcher news

ବାଇକ୍‌ ଉପରେ ମାଡିଗଲା ଟ୍ରକ୍, ୨ ମୃତ

ତାଳଚେର : ତାଳଚେର ବାଙ୍କଧରା ଲେବଲ କ୍ରସିଂ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଦୁର୍ଘଟଣାରେ ବାପ ପୁଅଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଗୋଡିବନ୍ଧର ଏମ.ଡି ଆସିଫ ଏବଂ ତାଙ୍କର ୩ ବର୍ଷର ପୁଅ । ତେବେ ଏହି ଦୁର୍ଘଟଣାରେ ତାଙ୍କ ଭଣଜା ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ
Read More...

ତାଳଚେରଠାରେ ରାଜ୍ୟବ୍ୟାପି ପରିବେଶ ଓ ଜଳ ସୁରକ୍ଷା ମଞ୍ଚର ସଚେତନତା ଅଭିଯାନ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲାନଗରୀ ତାଳଚେରର ହାଟତୋଟାଠାରେ ଗତକାଲି ସନ୍ଧ୍ୟା ୬ ଘଟିକାରେ ଖଣି ଦ୍ୱାରା ପ୍ରଦ୍ୟୁଷିତ ତାଳଚେର ପାଣି, ପବନ, ରାସ୍ତା ଘାଟ ଓ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ପରିବେଶବିତ୍ ଓକିଲ ବାଉରୀ ବଂଧୁ ବେଜ୍‌ଙ୍କ ଅଧ୍ୟକ୍ଷତାରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ
Read More...

କୋଇଲା ଖଣି କ୍ଷତିଗ୍ରସ୍ତ ପ୍ରଜାଙ୍କ ସମସ୍ୟାକୁ ନେଇ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେପି ନେତୃମଣ୍ଡଳୀ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୂଆଦିଲ୍ଲୀ ସଂସଦ ଭବନଠାରେ ତାଳଚେର ଏମ୍‌ସିଏଲ୍‌ କ୍ଷତିଗ୍ରସ୍ତ ପ୍ରଜାମାନଙ୍କର ବିଭିନ୍ନ ସମସ୍ୟାକୁ ନେଇ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିଛନ୍ତି । ବିଜେପି
Read More...

ଭାଜାପା ଦଳ ପକ୍ଷରୁ ତାଳଚେର ଉପଖଣ୍ଡ ବିଡିଓଙ୍କ କାର୍ଯ୍ୟାଳୟ ଘେରାଉ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜ୍ୟ ବିଜେଡି ଚଞ୍ଚକତା କରି ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେରାଫେରି କରିଥିବା ଅଭିଯୋଗ ନେଇ ଭାଜପା ରାଜ୍ୟ ସାଧାରଣ ସମ୍ପାଦକ କାଳିନ୍ଦୀ ଚରଣ ସାମଲଙ୍କ ନେତୃତ୍ୱରେ ଆଜି ତାଳଚେର ବହୁ ପୁରୁଖା
Read More...

ବିଜେପିର ବ୍ରାହ୍ମଣୀ ମଣ୍ଡଳ କାର୍ଯ୍ୟକାରିଣୀ ବୈଠକ

ମୋଦୀଙ୍କ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଉପରେ ଗୁରୁତ୍ୱ ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ବ୍ରାହ୍ମଣୀ ମଣ୍ଡଳ ବିଜେପିର କାର୍ଯ୍ୟକାରିଣୀ ସ୍କଟଲାଣ୍ଡପୁର ଠାରେ ବୈଠକ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ ମୁଖ୍ୟ ଅତିଥି ଭାବେ
Read More...

ବିଜେପିର ତିନୋଟି ମଣ୍ଡଳର ପଦାଧିକାରୀ ବୈଠକ ଅନୁଷ୍ଠିତ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ତାଳଚେର ଦେଉଳବେଡାଠାରେ ବିଜେପିର ତିନୋଟି ମଣ୍ଡଳର ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପି ରାଜ୍ୟ ସମ୍ପାଦକ ତଥା ତାଳଚେର ବିଧାନସଭା ନେତା କାଳନ୍ଦି ସାମଲ ଯୋଗଦେଇ ସମସ୍ତ ପଂଚାୟତ ସ୍ତରରେ ଥିବା ସମସ୍ୟାକୁ ନେଇ ବିଜେପି ପ୍ରଶାସନ ନିକଟରେ ଜଣାଇବା
Read More...

ତାଳଚେର କୋର୍ଟ ଆପିଡେଭିଟ୍ ବ୍ୟବସ୍ଥାରେ ଓକିଲ ମହକିଲ ଅସନୁଷ୍ଟ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୋଇଲା ନଗରୀ ତାଳଚେର ଏକ ପ୍ରବୃଦ୍ଧ ଶିଳ୍ପାଞ୍ଚଳ ଏବଂ କୋଇଲା ଉତ୍ତୋଳନ ଯୋଗୁଁ ବିସ୍ଥାପନ ସମସ୍ୟା ସହିତ ସରକାରୀ ଆଇନଗତ ବ୍ୟବସ୍ଥା ଓତଃପ୍ରୋତଃ ଭାବେ ଜଡିତ । ବିସ୍ଥାପନ ଯୋଗୁଁ ପ୍ରଜାଙ୍କୁ ନିଜ ଖଣି ଜନିତ ବିସ୍ଥାପନ ପ୍ରାପ୍ୟ ନିମନ୍ତେ ନିଜସ୍ୱ ଜମି ଓ
Read More...

ଚାଷୀଙ୍କ ସମସ୍ୟାକୁ ନେଇ ବିଜେପି କୃଷକମୋର୍ଚ୍ଚା ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କୃଷକ ମାନଙ୍କର ବିଭିନ୍ନ ସମସ୍ୟା ତଥା ଧାନମଣ୍ଡିର ସମସ୍ୟାକୁ ନେଇ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ଦାବୀପତ୍ର ତାଳଚେର ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । କୃଷକମୋର୍ଚ୍ଚା ଜିଲ୍ଲା ପ୍ରଭାରୀ ବିଭୁତି ସାହୁ ଏବଂ କୃଷକ ମୋର୍ଚ୍ଚା ଜିଲ୍ଲା ଉପସଭାପତି ସୁଶାନ୍ତ
Read More...

ମୌଳିକ ସମସ୍ୟା ନେଇ ହାଡ଼ି ହରିଜନ ସେବା ସଙ୍ଘର ରାଲି ଜରିଆରେ ପ୍ରଶାସନର ଦୃଷ୍ଟି ଆକର୍ଷଣ

ତାଳଚେର, (ଆର୍ତ୍ତତ୍ରାଣ ପାଣି) : ସ୍ୱାଧୀନତାକୁ ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ସମାଜର ମୁଖ୍ୟ ଧାରାରେ ହାଡ଼ି ହରିଜନ ଆଜି ମଧ୍ୟ ଦଳିତ ନିଷ୍ପେସିତ ହୋଇ ଆସୁଥିବାରୁ ହାଡ଼ି ହରିଜନ ସେବା ସଙ୍ଘର ସଭ୍ୟବୃନ୍ଦ ଦେଉଳବଡା ଗ୍ରୀନ୍ ଗ୍ରାସ୍ ଷ୍ଟାଡିୟମ୍ ଠାରୁ ତାଳଚେର ଉପଜିଲ୍ଲାପାଳ
Read More...

ପଣ୍ଡିତ ରଘୁନାଥ ମୁର୍ମୁ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ତାଳଚେର, (ଆର୍ତ୍ତତ୍ରାଣ ପାଣୀ) : ପଣ୍ଡିତ ରଘୁନାଥ ମୁର୍ମୁ ଚ୍ୟାଲେଞ୍ଜ କପ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏଫ୍‌ସିଆଇ ରଘୁନାଥ ସ୍ପଟିଙ୍ଗ କ୍ଲବ ଦ୍ୱାରା ଆୟୋଜିତ ୧୧ତମ ରାଜ୍ୟସ୍ତରୀୟ ଏହି ଫୁଟବଲ ଟୁର୍ନାମେଣ୍ଟ ଏଫ୍‌ସିଆଇ ବକ୍ସି ଜଗବନ୍ଧୁ ଷ୍ଟାଡିୟମରେ
Read More...
error: Content is protected !!