Daily Archives

ନାଟୋକୁ ରୁଷ୍‌ର କଠୋର ଚେତାବନୀ : କହିଛି – ପୂର୍ବ ଦିଗକୁ ବଢ଼ ନାହିଁ, ଆମର ଧୈର୍ଯ୍ୟ ସରିଯାଇଛି

ମସ୍କୋ: ୟୁକ୍ରେନ ନିକଟରେ ରୁଷ୍‌ର ସାମରିକ ନିର୍ମାଣ ମଧ୍ୟରେ ନାଟୋ ପୂର୍ବକୁ ବିସ୍ତାର ନକରିବା ପାଇଁ ରୁଷ୍‌ ତାହାର ଦାବୀକୁ ଦୋହରାଇଛି । ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିକ୍ରିୟା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅପେକ୍ଷା କରିବ ନାହିଁ ବୋଲି ରୁଷ୍‌ କହିଛି । ରୁଷ୍‌ର ବୈଦେଶିକ ମନ୍ତ୍ରୀ
Read More...

ଭେଙ୍ଗରାଜପୁର ପଞ୍ଚାୟତରେ ନିର୍ବାଚନ ପାଇଁ ବିଜେପିର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତ ସ୍ତରୀୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ରେଲଗାଁ (ଛତ୍ର ବେହେରା)ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଜେପି ନେତା ପିତବାସ ସାହୁଙ୍କ
Read More...

କନ୍‌ସର୍ଟ ସମୟରେ ୬ ଜଣଙ୍କୁ ଗୁଳି କରି ସନ୍ଦିଗ୍ଧ ବ୍ୟକ୍ତି ଫେରାର୍‌

ୱାଶିଂଟନ୍‌ : ଆମେରିକାର ୟୁଜିନ୍ ଠାରେ ଆୟୋଜିତ ଏକ କନ୍ସର୍ଟ ଭେନ୍ୟୁ ବାହାରେ ଦୁଇଜଣ ମହିଳାଙ୍କ ସମେତ ୬ ଜଣଙ୍କୁ ଗୁଳି କରାଯାଇଥିବା ଭଳି ଏକ ମାମଲା ସାମ୍ନାକୁ ଆସିଛି । ଏହି ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତି ଫେରାର୍‌ ହୋଇଯାଇଛି । ଏହି ସୂଚନା ପ୍ରଦାନ କରି ଓରେଗନ୍ ପୋଲିସ୍
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନେଇ ନେତା ମନ୍ତ୍ରୀଙ୍କ ତତ୍ପରତା : ଚର୍ଚ୍ଚା ଜୋର୍‌ ଧରୁଛି

ସଇଁନ୍ତଲା, (ଅଜିତ କୁମାର ସାହୁ) : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବିଗୁଲ ବାଜିସାରିଛି । ଆସନ୍ତା ଫେବୃଆରୀ ୧୬ରୁ ଆରମ୍ଭ କରି ୨୪ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଏହି ନିର୍ବାଚନ ହେବ । ତେବେ ଗତ ନିର୍ବାଚନ ଅପେକ୍ଷା ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନରେ ପ୍ରସଙ୍ଗ
Read More...

ବିଜେପିର ଜମାନତ୍‌ ସାଫ୍‌ କରିଦେବୁ, ଏହି ଲଢେ଼ଇରେ ଜଡିତ ଥିବା ସମସ୍ତଙ୍କୁ ଶୁଭେଚ୍ଛା : ଅଖିଳେଶ ଯାଦବ

ଲକ୍ଷ୍ନୌ : ଆଜି ଲକ୍ଷ୍ନୌରେ ଯୋଗୀ ସରକାର ଉପରେ ଅଖିଳେଶ ଯାଦବଙ୍କ ଜବର୍‌ଦସ୍ତ ବର୍ଷୁ ଥିବା ଦେଖିବାକୁ ମିଳିଛି । ରବିବାର ଦିନ ସମାଜବାଦି ପାର୍ଟି ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରିଛି, ଯେଉଁଥିରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଦାରା ସିଂ ଚୌହାନ ସାଇକେଲରେ ସବାର ହୋଇଛନ୍ତି ।
Read More...

ନିଜ ପଞ୍ଚାୟତ ଛାଡ଼ି ଅନ୍ୟ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ : ଭୋଟର ଅସନ୍ତୋଷ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଆଦିବାସୀ ଅଧ୍ୟୁଷିତ ୨୧ ପଞ୍ଚାୟତ । ଅନେକ ପଞ୍ଚାୟତରେ ସରପଞ୍ଚ ପଦବୀ, ସମିତି ସଭ୍ୟ ସଂରକ୍ଷଣ ରହିଥିବା ବେଳେ କେତେ ଗୁଡିଏ ପଞ୍ଚାୟତରେ ସମିତି ସଭ୍ୟ, ସରପଞ୍ଚ ପଦବୀ ପାଇଁ ଅଣସଂରକ୍ଷଣ ରହିଛି । କିଛି ସ୍ଥାନରେ ମହିଳା ଓ
Read More...

କବିତା : ଧାନ୍‌ ବିକ୍‌ଲେ କାଏଁ କର୍‌ସୁ

ରସରାଜ ଅଚ୍ୟୁତ ପୁରୋହିତ ଧାନ୍‌ ବିକ୍‌ଲେ କାଏଁ କର୍‌ସୁକଟ୍‌ନି ଛଟ୍‌ନି ଯହସଁସାର୍‌ ଭିତ୍‌ରେ ଘର୍‌ କରିଛୁପଥର୍‌ ପଡ଼୍‌ଲେ ସହ । ମିଲର୍‌, ଅଫିସର୍‌ଶିଲ୍‌, ସିଲ୍‌ପା ଚାଷୀ ଚଟ୍‌ନି ହଉଛେବୁଡ଼୍‌ବକ୍‌ ବଲୁଛେନେତା କହୁଥିଲେଦେଶ୍‌ ପରେ ଆଗ୍‌କେ ଯଉଛେ । । ମୋ.ନଂ.୯୪୩୭୩୬୭୦୫୨
Read More...

ସମାଜବାଦୀ ପାର୍ଟି ପାଇଁ ବଡ ଝଟ୍‌କା : ମୁଲାୟମ ସିଂଙ୍କ ସାନ ବୋହୂ ବିଜେପିରେ ଯୋଗ ଦେଇପାରନ୍ତି

ଲକ୍ଷ୍ନୌ : ଉତ୍ତରପ୍ରଦେଶ ନିର୍ବାଚନ ଆହୁରି ସର୍‌ଗରମ୍‌ ହେବାରେ ଲାଗିଛି । ଆଜି ଏକ ବଡ଼ ଧରଣର ଅଘଟଣ ଘଟାଇପାରେ । ସମାଜବାଦୀ ପାର୍ଟିକୁ ଲାଗିପାରେ ବଡ ଝଟ୍‌କା । ଖବର ଆସୁଛି ଯେ, ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ରବିବାର ସକାଳେ
Read More...

ଦାଦନ ଶ୍ରମିକ ବିଡିଓ ନିଖୋଜ, ସ୍ତ୍ରୀ ଥାନାର ଦ୍ୱାରସ୍ଥ

ନୂଆପଡ଼ା, (ନିରାକାର ମେହେର) : ସିନାପାଲି ବ୍ଲକ ଅନ୍ତର୍ଗତ ଗୋର୍ଲା ଗ୍ରାମର ଜଣେ ଦାଦନ ଶ୍ରମିକ ଆଜିକୁ ୩ମାସ ହେଲା ନିଖୋଜ ଥିବା ଜଣାପଡିଛି । ଦାଦନ ଶ୍ରମିକ ଗୋର୍ଲା ଗ୍ରାମର ବିଡିଓ ମାଝି (୫୧) ବୋଲି ଜଣାପଡିଥିବା ବେଳେ ତାଙ୍କ ସ୍ତ୍ରୀ ନମତୀ ମାଝି ସିନାପାଲି ଥାନାରେ ଅଭିଯୋଗ କରିଛନ୍ତି ।
Read More...

ରକ୍ତମୁଖା ସ୍ୱମୀ ନିଜ ସ୍ତ୍ରୀଙ୍କୁ ଭୁଜାଲିରେ ହାଣିଲା : ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡ଼ିକାଲରେ ଭର୍ତ୍ତି

ଯୈ।ତୁକ ନିର୍ଯ୍ୟାତନା ଅଭିଯୋଗ ଆଣିଲେ ପରିବାର ଲୋକେ ଥାନାରେ ଏତଲା ପାଟଣାଗଡ଼, (ଗୋରେଖନାଥ ବରିହା) : ନିଜ ଧର୍ମପତ୍ନୀଙ୍କୁ ଅତି ନୃଶଂସ ଭାବେ ହାଣିଛି ରକ୍ତମୁଖା ସ୍ଵାମୀ । ପତ୍ନୀଙ୍କ ସହ କୌଣସି କଥା ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା ଏଥିରେ ସ୍ଵାମୀ ଉତ୍ୟକ୍ତ ହୋଇ ଭୂଜାଲିରେ ହାଣି
Read More...
error: Content is protected !!