pakka

ସମାଜବାଦୀ ପାର୍ଟି ପାଇଁ ବଡ ଝଟ୍‌କା : ମୁଲାୟମ ସିଂଙ୍କ ସାନ ବୋହୂ ବିଜେପିରେ ଯୋଗ ଦେଇପାରନ୍ତି

bbehera

ଲକ୍ଷ୍ନୌ : ଉତ୍ତରପ୍ରଦେଶ ନିର୍ବାଚନ ଆହୁରି ସର୍‌ଗରମ୍‌ ହେବାରେ ଲାଗିଛି । ଆଜି ଏକ ବଡ଼ ଧରଣର ଅଘଟଣ ଘଟାଇପାରେ । ସମାଜବାଦୀ ପାର୍ଟିକୁ ଲାଗିପାରେ ବଡ ଝଟ୍‌କା । ଖବର ଆସୁଛି ଯେ, ମୁଲାୟମ ସିଂ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ଯୋଗଦେବାକୁ ଯାଉଛନ୍ତି । ରବିବାର ସକାଳେ ସୂତ୍ରରୁ ପ୍ରକାଶ ଯେ, ଅପର୍ଣ୍ଣା ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପାଇଁ ମନୋବଳ ସୃଷ୍ଟି କରିଛନ୍ତି । ବୋଧହୁଏ ସେ ଆଜି ବିଜେପି ପାର୍ଟିରେ ଯୋଗ ଦେଇପାରନ୍ତି । ତେବେ ଅପର୍ଣ୍ଣାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

jay balangir
Leave A Reply

Your email address will not be published.

6 + one =