pakka

କବିତା : ଧାନ୍‌ ବିକ୍‌ଲେ କାଏଁ କର୍‌ସୁ

bbehera
  • ରସରାଜ ଅଚ୍ୟୁତ ପୁରୋହିତ

ଧାନ୍‌ ବିକ୍‌ଲେ କାଏଁ କର୍‌ସୁ
କଟ୍‌ନି ଛଟ୍‌ନି ଯହ
ସଁସାର୍‌ ଭିତ୍‌ରେ ଘର୍‌ କରିଛୁ
ପଥର୍‌ ପଡ଼୍‌ଲେ ସହ ।

ମିଲର୍‌, ଅଫିସର୍‌
ଶିଲ୍‌, ସିଲ୍‌ପା ଚାଷୀ ଚଟ୍‌ନି ହଉଛେ
ବୁଡ଼୍‌ବକ୍‌ ବଲୁଛେ
ନେତା କହୁଥିଲେ
ଦେଶ୍‌ ପରେ ଆଗ୍‌କେ ଯଉଛେ । ।

ମୋ.ନଂ.୯୪୩୭୩୬୭୦୫୨

Leave A Reply

Your email address will not be published.

sixteen + 14 =