Browsing Tag

kabita

କବିତା : ପ୍ରିୟ ଶତ୍ରୁ

-ନୀଳାଦ୍ରି ମହାପାତ୍ର ଯେବେଠୁ ତୁ ଯୁଦ୍ଧ ଘୋଷଣାରଆଉ ଯୁଦ୍ଧ ଆରମ୍ଭରଶଙ୍ଖ ଫୁଂକିଛୁସେବେଠୁ ମୁଣ୍ଡ ନୁଆଁଇ ସାରିଛି ମୁଁଶରଣ ପଶି ସାରିଛି ମୁଁ । ପୁଣି ଏ ଯୁଦ୍ଧ କାହା ବିପକ୍ଷରେ ? ଆ ଯୋଉ ବାହନରେ, ବାହାନାରେଆସୁଛୁ ଆସବୁବେଳେ ତୋ ପାଦ ପାଖରେଧୂଳିରେ ଗଡି ପ୍ରସ୍ତୁତ ମୁଁ । ଯୋଉ
Read More...

କବିତା : ଏ ଯୋଉ ଲିମ୍ୱ ଗଛ

ଗଜାନନ ମିଶ୍ର ଏ ଯୋଉ ଲିମ୍ୱ ଗଛସେଇଠି ଦେଖୁଛ,କେବେଠୁ ଅଛି କୁହ ତ! ଥିଲାଦିନୁ ସେଇଠିଝଡିଛି କେତେପତ୍ର ସେଥିରୁ?କୁହ ତ, କଁଅଳିଛିପୁଣି କେତେ ପତ୍ର? ଅଧାପନ୍ତରିଆ ଅଛି କିକେବେ ଏ ଗଛ?ନା ହୋଇଛି ୟାରପୂର୍ଣାଙ୍ଗ ପ୍ରାପ୍ତି ଏମିତି! ଗଛକୁ ନେଇସମୁଦ୍ର କଣ କାନ୍ଦିଛି କେବେ?ନା ପାହାଡ
Read More...

କବିତା : ଈଶ୍ୱର

ବବିତା ମହାପାତ୍ର କେବେ ଥରେ ତୁମକୁ ଈଶ୍ୱର ବୋଲିମାନି ନେଇଥିଲି ଯେ ଏଯାଏଁ ବିତୁମେ ଅଧିଷ୍ଠିତ ମନ୍ଦିରରେ,ମୁଁ କିନ୍ତୁ ତଳିତଳାନ୍ତ ତୁମ ପୂଜାରେତୁମ ଚବିଶ ପ୍ରହରୀୟ ଆରାଧନାରେ ।ନିର୍ଦ୍ଧାରିତ ବିଧି ବିଧାନରେ ମୁଁହରେଇ ସାରିଲିଣି ସାରା ଜୀବନର ଜମାପୁଞ୍ଜି । ତେବେ ବି ତୁମେ ଈଶ୍ୱର ମୋ'
Read More...

କବିତା : ତୁମେ

ଜ୍ୟୋତିର୍ମୟ ତୁମେ ମୋ କବିତାର ଉତ୍ସ ଓ ଉତ୍ସବତୁମେ ମୋ’ କବିତାର ସ୍ୱାଦ ଓ ଶୀର୍ଷକତୁମେ ମୋ’ କବିତାର ଆଦ୍ୟ ଓ ଅନ୍ତତୁମଠାରେ କବିତା ମୋ’ଉଦୟ ଓ ଅସ୍ତ । ତୁମେ ମୋ’ କବିତାର ଅସ୍ଥି ଅବୟବତୁମେ ମୋ’ କବିତାର ନିଃଶ୍ୱାସ ପ୍ରଶ୍ୱାସତୁମେ ମୋ’ କବିତାର ଲହୁ ଓ ଲୁହତୁମ ବିନା ମୋ’ କବିତାହଜାଏ
Read More...

କବିତା : ଶବ୍ଦମାନେ

ପ୍ରଦୀପ କୁମାର ପଣ୍ଡା ଆମେ ତାଙ୍କୁ ଦୃଶ୍ୟ କରିବାରକେତେ କେତେ କୌଶଳ ଉଦ୍ଭାବନ କରିଛୁ,ଯଦିଓ ସେମାନେ ବସ୍ତୁ ନୁହନ୍ତି । ସେମାନେ ନିଆଁ ନୁହନ୍ତିସେମାନେ କାକର ନୁହନ୍ତିସେମାନେ ସ୍ଵର ବି ନୁହନ୍ତି,ଅତୀତରେ ଘଟି ଯାଇଥିବା ଘଟଣା ବାଘଟଣା ହେବାରୁ ଦୈବାତ ବଂଚିତ ହୋଇଥିବାଆମର ଭାବନା
Read More...

କବିତା : ବନ୍ଧୁ

ରଘୁନାଥ ବାବୁ ବାଲ୍ୟାବସ୍ଥାରେମୋ ଖେଳନା ହଜିଯିବା ପରେକାନ୍ଦୁଥିଲି ରାହାଧରି ଏକା ଏକା ବସି,ନିଜ ଖେଳନାକୁ ମୋ ଦିଗକୁ ବଢ଼ାଇଡାକିନେଲ ମତେ -ଆ' ଖେଳିବା ଆମେ ଦୁହେଁ ମିଶି । ଯୌବନରେସେ ଚିଠିଦେବା ବନ୍ଦ କରିଦେବା ପରେଜୀବନଟା ଲାଗୁଥିଲା ନିହାତି ନିରସ,ତୁମେ ଆସି ପ୍ରବୋଧିଲ -ଦୋଷ ତାର
Read More...

କବିତା : କିଁଦରୁ ଥିମା ସାଁଗ ହେଇ ଆର କେତେ ଦିନ

ଡ. ସନ୍ତୋଷ କୁମାର ରଥ ମେର ଖୁଁଟା ପାଖେ ଜେ ଅଛଚାଲୁଛ ସିନା କମଭୁଗୁଛ ଜହ, କିଁଦରୁ ଥିବାର କସନ,ଦାଇଁ ଜୁରା ହେଇଛେ ଆମର ଭାଗ୍ୟଠେଲୁଛୁଁ.. ତୁଇ ମତେ ମୁଇଁ ତତେକିଁଦରୁ ଥିମା ସାଁଗ ହେଇ ଆର କେତେ ଦିନ । ‘ସପନର ଧୁର ପଡ଼ିଆନେ କଅଁଲି ଘାସସମିଆର ଆର ଫାଲେ ସୁଖର ଜିବନଫିକି ଦେ କୁହା
Read More...

କବିତା : ମୁଁ ଯେ ନିର୍ଝର କିଛି ଅଶ୍ରୁର

ଦୁର୍ଗା ପଣ୍ଡା ମୁଁ ଯେ ନିର୍ଝର କିଛି ଅଶ୍ରୁରକେଉଁ ପ୍ରଣୟ ପିଆସୀ ହୃଦୟରଆଜି ପରାଜିତ ଏକ ନାୟକ ମୁଁକେଉଁ ପରକୀୟା ପ୍ରୀତି କାହାଣୀର । ପ୍ରୀତି ହେଲା ପରେ ପ୍ରତାରଣାନିଜେ ବରି ନେଲି ସିନା ପରାଜୟଆଜି କ୍ଲାନ୍ତ ଅବଶ ମନ ନେଇଖାଲି ବଂଚିବା ହେଲା ଅଭିନୟମୁଁ ଯେ ଅଶ୍ରୁଳ ଏକ ଶିଳାଲିପିକେଉଁ
Read More...

କବିତା : ଆଡିବଂଧ

ପିନାକୀ ମିଶ୍ର ଢେର ସମ୍ଭାଳିଛିସାତଗାଁକୁ ନିଦ ସ୍ୱପ୍ନ ସୁଖ ଦେଇଛି । ଶାଳୁଆ ଦାନ୍ତକାଠିକୁ ଦିଫାଳ ଚିରିବନ୍ଧ ତଳକୁ ଓହ୍ଲେଇଲେ ଜେଜେ ,ଘାଟଗାଧୁଆ ଦେହକ ଗଲାଣିଏବେ ଆଣ୍ଠୁ ଖଂଜାରେ ପୀଡା । ପଛକୁ ପଛ ଲଘୁଚାପଉପରମୁଣ୍ଡରେ ଆଣ୍ଠେଇ ପଡିଛି ମେଘଡ୍ୟାମ୍ ଫାଟକ ଖୋଲିବା ଥୟଏ ନଈସୁଅ ନା
Read More...

କବିତା : ରାତି

ପ୍ରଦୀପ କୁମାର ପଣ୍ଡା ଯେତେ ବିତେଇଲେ ବିସରେ ନାହିଁ ଗୋଟେ ଗୋଟେ ରାତି,କେବେ କେମିତି ।ରାତିସାରା ନଈବଢ଼ି ହୁଏ ଓ ମୁଁ ଭାସି ଯାଉଥାଏ,ଯିଏ ଉଦ୍ଧାର କରନ୍ତି ମତେମୁଁ ତାଙ୍କୁ ଚିହ୍ନି ନଥାଏକେବେ କେମିତି । ରାତିରେ ପୃଥିବୀର କେନ୍ଦ୍ରବିନ୍ଦୁକୁ ଇଚ୍ଛା ହୁଏବୁଲି ଆସିବାକୁ ଆପଣାର
Read More...