Browsing Tag

kabita

କବିତା : ମୌସୁମୀ

ପୁସ୍ତମ୍ ଯୁଆଡି ମାଏଟ୍ ତତୁଛେଛାତି ଡବ୍‌କୁଛେ ଖଲ୍‌ଖଲ୍‌ ଡ଼ବ୍‌ଡ଼ବ୍‌ପାଏନ୍ ନୁରି ନୁରି କଲ୍‌ବଲ୍‌ ଜୀବନ୍ବହଁଡି ଯାଉଛେ । ପହେଲା ଛିଆଁକେ ଜନ୍ ତରସୁଛେତନ୍ ତରସୁଛେଉତାବୁଲା ମନ୍ ଡହକବିକଲ୍ସତେ ଯେନ୍ତା ନିଜର୍ ଲୋକକେ ବାଟ ଦେଖୁଛେ ! ତମେ ଆଏବ ଜୀବନର୍ ପୁଞ୍ଜି ଧରିକାଁକର୍ ହେବା
Read More...

କବିତା : ମନର୍ ମରନ୍, ଗୁଟେ ମିଠା ଦରଦ୍

ସାବିତ୍ରୀ ପୁରୋହିତ ଚାଲ…ଫେର୍ ଘାଏନିସରି ଯାଇଥିବାର୍ସେ କାଏଲ୍ କେ ଜିଇଁମା । କେନ୍ତା କଥା ଯେକେନ ବୁଝିହେସି…ସମିଆଁର୍ ଘନାଶାଲେକୁରକୁଟି ହେଇକିଏ କେନେ ସରିଗଲାକିଏ କାହାକେ ସରେଇ ଦେଲା । ଲେତା ଗୁତା ବଂଧୁଅଂଧାରି ଶାଲର୍ ଅଂଧୁହୁଲକେ ଧୁକା ହେଇ ଆଏସନ୍…ଛିଇଁକରି ପଲେଇ ଭି
Read More...

କବିତା : ପ୍ରେମ

ଲିଲି ପଟେଲ ଶିରା ପ୍ରଶିରାରେ ମଧୁର ଟଙ୍କାରହୃଦ ରଂଗମଂଚେ ଅଭୁଲା ଝଙ୍କାରସମ୍ମାନେ ଯତନେ ସ୍ୱତନ୍ତ୍ର ସଂସ୍କାରଅଭିଳାଶ ଶୂନ୍ୟ ସ୍ନେହ ଅଳଙ୍କାରବୋଧେ ଏ ସଂଜ୍ଞାଟି ପ୍ରେମର ! ନିଃଶ୍ୱାସେ ପ୍ରଶ୍ୱାସେ ଅକୁହା ଫୁତ୍‌କାରଉନ୍ମୁକ୍ତ ହୃଦୟ ଅନିନ୍ଦ୍ୟ ସତ୍‌କାରପରଶ ଦର୍ଶନ ଶୂନ୍ୟ ଅଭିସାରମନର
Read More...

କବିତା : ଦ’ କନଭର୍‌ସେସନ୍

ସୁଜାତା ଭୋଇ ତୁମେ କହେଲ- ଦେ'ମୁଇଁ ସଁଅପି ଦେଲି ମୋର୍ ପାଦର୍ ମାଏଟ୍,ମୁଡର୍ ଆକାଶ୍,ଦିହିର୍ ରକତ୍,ଆର୍ ରକତ୍ ଭିତରର୍ ଚହଲୁଥିଲା ଜୁଏ । ତୁମେ କହେଲ- ନେ'ଆର୍ ମୋର୍ କାନିପନତେ୍ ଜୁଗରେଇ ବସଲଦିହିର୍ ମଏଲା, ମନର୍ କୁଇଲା….ପନତ୍ ଭିତରୁ ଉଛଲି ପଡୁଥେତମାମ୍ ଅବଗୁନ୍, ଅଚଲନ୍ସଖାଲ୍ ପାଏଲା
Read More...

କବିତା : ପାପଜ

ପିନାକୀ ମିଶ୍ର କୋଉଠି କେମିତି ଅଛୁମୋ ରକ୍ତାଂଶୀ ଧନରେ ! ଶ୍ରଦ୍ଧାର କୋଳରେନା' ଅବାଞ୍ଛିତ ଅବର୍ଣ୍ଣରୂପରେ ଦୟାଯୁକ୍ତ ଯତନରେନା' ଘୃଣିତ ଚକ୍ଷୁର ଅସନାରେ !! ଟିକେ ତ ହେଲେ ଦିଶୁଥିବୁ ମୋ ପରିନତୁବା ନାକ ଓଠ ଆଖି ତୋ ମାଆ ପରି ତୋତେ ଆଣିଲିମୋ ଅବାଧ୍ୟ ଉନ୍ମାଦ ରତିଭୋଗରୁ ,ତୁ
Read More...

କବିତା : ଦୁସ୍‌ରା କେନ୍ ନରକ୍

ସାବିତ୍ରୀ ପୁରୋହିତ ଦୁସ୍‌ରା କେନ୍ ନରକ୍ମରନ୍ ଉତ୍‌ରୁଦୁସ୍‌ରା କେନ୍ ନରକ୍ ଅଏତ୍‌କାକଲା କରମର୍ ଫଲ୍ ଭୁଗ୍‌ତିର୍ ଲାଗି । ଇନେ ତ କଲ୍ ବଲ୍ଡହକ୍ ବିକଲ୍…ଅଠିପହର୍ତତଲା ଲୁହାର୍ ଚେଁକାନ୍ଦିହିଁ ନୁଁ ମନ୍ ତକ୍…ମନ୍ ନୁଁ ଆତ୍ମା ତକ୍ । ସମିଆଁର୍ କର୍‌ହେଇ ଥିତେଲ୍ ଫୁଟୁଛେ ଟକୋମକୋଭାଜି
Read More...

ଅସ୍ୱସ୍ତି

ବବିତା ମହାପାତ୍ର କୋଉଠୁ ମିଳିବ ସେ ଆକାଶ ଭଳିସାଦା କାଗଜଯାହା ପିଠିରେ ଲେଖାଥିବବାସ ସ୍ଥାନର ଠିକଣା ?କେଉଁଠୁ ଅବା ଯୋଗାଡିହେବଅମଣିଷଙ୍କ ଭିଡ଼ ଭିତରୁସେ ମଣିଷମାନଙ୍କୁ ଯେଉଁମାନେଚିହ୍ନନ୍ତି ବୋଲି ସ୍ୱୀକୃତି ଦେବେ ? ଛାତି ଭିତରୁ ନାକପୁଡା ଦେଇବାହାରି ପଡୁଥିବା ସଜଳ ଆତ୍ମୀୟତାହୁଏତ
Read More...

କବିତା : ପାଗଳୀର ନାନାବାୟା ଦିନ

ପ୍ରଣତି ବେହେରା ମୁଁ ରୋଷେଇରେ ବ୍ୟସ୍ତ ଥାଏପୁଅ ଆସେ'କ'ଣ ରାନ୍ଧୁଚୁ ମାଁ…'କହି ଆପେଟ ଶୋଷାଡି ନିଏବାସ୍ନାକୁ…ମୁଁ ଖୁସି ହେଇଯାଏକିଛି ସମୟ ପରେ ଦେଖେଥାକରେ ଥିବା ମୋ ସେଲ୍ ଫୋନଟିତା' ଜାଗାରେ ନ ଥାଏଥରେ ନୁହେଁ, ସବୁଥର ଏମିତି ହିଁ ହୁଏଅଥଚସଚେତନ ହେବାବେଳକୁମୁଁ ବୋକା ହେଇସାରିଥାଏ ।
Read More...

କବିତା : ଫେରନ୍ତା ପକ୍ଷୀ

ତ୍ରିନାଥ ସିଂହ ହାତରୁ ଗଳିପଡ଼ିଥିବା ଦର୍ପଣରଚୁରମାର୍ କାଚ,ଡାକରେ ପଡ଼ିସାରିଥିବାଦୁର୍ବଳ ମୁହୂର୍ତ୍ତର ଚିଠି,ଆଙ୍ଗୁଠି ଫାଙ୍କଦେଇ ଖସିଯାଇଥିବାନିଷ୍ପାପ ଆୟୁଷ… : ସେଇ ଏକା କଥା । ନା ପୁନର୍ବାର ଫେରିଆସେଛିଣ୍ଡି ପଡ଼ିଥିବା ତାରାଆକାଶର ଡେମ୍ଫକୁ…ନା ବହି ଯାଇଥିବାଯନ୍ତ୍ରଣା- ମଧୁର-
Read More...

କବିତା : କାଜୁ ଅରଣ୍ୟରେ

ଅଶୋକ କୁମାର ମହାପାତ୍ର ଦୁର୍ବଳିଆ ପତ୍ର ଅହରହଋତୁର ନିଷ୍ପତ୍ତି ଏଡ଼ିସାମୁହିକ ଉଲ୍ଲାସରେ ଖସୁଥାନ୍ତିପ୍ରାୟ ପ୍ରତିଦିନ, କାଜୁ ଅରଣ୍ୟରେ । ଉଡ଼ନ୍ତା ଦର୍ପଣ ଭଳିଚିକ୍ ଚିକ୍ ପ୍ରଜାପତି ମାନେଏକା ମହୁ ଖାଇ ସୁଦ୍ଧାଦିଶୁଥାନ୍ତି ଭିନ୍ନ ଭିନ୍ନ, କାଜୁ ଅରଣ୍ୟରେ । ଅଣ୍ଟିରେ କିଛି କଞ୍ଚା
Read More...