pakka

ହିନ୍ଦୁ ପ୍ରେମିକା ମୁସଲମାନ ପ୍ରେମିକଙ୍କୁ ଭାଇ କହି ସାଂଗରେ ନେଇ ମହାକାଳ ମନ୍ଦିରରେ ପ୍ରବେଶ କଲେ : ମନ୍ତ୍ର ପାଠ କରିବାରେ ଅଟକି ଯାଇ ଧରାପଡ଼ିଲେ ମୁସଲ୍‌ମାନ ଯୁବକ

ଉଜ୍ଜୟିନୀ : ମଧ୍ୟପ୍ରଦେଶର ଉଜ୍ଜୟିନୀରେ ଥିବା ମହାକାଳ ଜ୍ୟୋତିର୍ଲିଙ୍ଗ (ମହାକାଲ ମନ୍ଦିର)ର ଭସ୍ମ ଆରତୀରେ ଜଣେ ମୁସଲମାନ ଯୁବକ ହିନ୍ଦୁ ପ୍ରେମିକା ସହ ପ୍ରବେଶ କରିବା ଘଟଣାରେ ପୁରୋହିତ ଏବଂ ଦେହରକ୍ଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏଥିସହ ପୋଲିସର ପଚରାଉଚରା ବେଳେ ମୁସଲମାନ ଯୁବକ ଏବଂ ହିନ୍ଦୁ ଯୁବତୀଙ୍କ ସମ୍ପୂର୍ଣ୍ଣ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ପୋଲିସ ଉଭୟଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ଯୁବତୀ ଖୁସବୋ ଯାଦବ ମୁମ୍ବାଇର ବାସିନ୍ଦା ହୋଇଥିବା ବେଳେ ତାଙ୍କ ପ୍ରେମିକ ମହମ୍ମଦ ୟୁନୁସ ମୁଲ୍ଲା କର୍ଣ୍ଣାଟକର ବାସିନ୍ଦା ଅଟନ୍ତି । ପ୍ରେମିକ ମୁଲ୍ଲା ଅଭିଷେକ ଦୁବେ ନାମରେ ଆଧାର କାର୍ଡ ତିଆରି ପାଖରେ ରଖିଥିଲା । ଉଭୟ ମଙ୍ଗଳବାର ସକାଳେ ମହାକଲେଶ୍ୱର ଜ୍ୟୋତିର୍ଲିଙ୍ଗର ଭସ୍ମ ଆରତୀରେ ପ୍ରବେଶ କରିଥିଲେ ।

Leave A Reply

Your email address will not be published.

thirteen − six =