Daily Archives

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଦ୍ୱିତୀୟ ଦିନରେ ୨୭୭ ପ୍ରାର୍ଥୀ ପତ୍ର ଦାଖଲ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଦ୍ୱିତୀୟ ଦିନରେ ଜିଲ୍ଲାରେ ବିଭିନ୍ନ ପଦବୀ ପାଇଁ ୨୭୭ ଜଣ ପ୍ରାର୍ଥୀ ତାଙ୍କ ମନୋନୟନ ପତ୍ର ଦାଖଲ କରିଛନ୍ତି । ଆଜି ମଧ୍ୟ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ହେଲେ ମନୋନୟନ ପତ୍ର ଦାଖଲ କରିନଥିବା ସୂଚନା ରହିଛି । ୨୭୭
Read More...

ପ୍ରବାସୀ ଓଡ଼ିଆ ବିକାଶ ସମିତିର କର୍ମକର୍ତ୍ତା ନିର୍ବାଚନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରବାସୀ ଓଡ଼ିଆ ବିକାଶ ସମିତିର ସାଧାରଣ ପରିଷଦ ଏବଂ ପରେ କାର୍ଯ୍ୟକାରୀ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରବାସୀ ଓଡ଼ିଆ ବିକାଶ ସମିତି ଏକ ରାଷ୍ଟ୍ରବାଦୀ ସ୍ୱଂୟସେବୀ ସଂଗଠନ, ଦିଲ୍ଲୀରେ ଏହାର ମୁଖ୍ୟ କାର୍ଯ୍ୟାଳୟ, କିନ୍ତୁ ସର୍ବଭାରତୀୟ ଏବଂ
Read More...

ମ.ରାମପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦାବୀରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ହେଲେ ବିଶେଷଜ୍ଞ ଡାକ୍ତର ନାହାନ୍ତି, ଏଠାରେ କୁକୁର କାମୁଡ଼ା ରୋଗର ଔଷଧ ମିଳେ ନାହିଁ କି ସାପ କାମୁଡ଼ା ରୋଗର ଔଷଧ ମିଳେ ନାହିଁ । ଏକ୍ସରେ ମେସିନ ଥାଇ ବି ଅକାମୀ । ଏଇ ଭଳି ବିଭିନ୍ନ ସମସ୍ୟାକୁ
Read More...

ଆସନ୍ତା କାଲି ଜିଲ୍ଲାର ସମସ୍ତ ବ୍ଲକ ଅଞ୍ଚଳ ସହ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୩୪ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ୱିତୀୟ ଡୋଜ୍‌ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ତରଭା, ଉଲୁଣ୍ଡା, ବିନିକା ବୀରମହାରାଜପୁର,
Read More...

ବଲାଙ୍ଗିର ପୌରାଂଚଳରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ ରହିଥିବା ସରକାରୀ ସୂତ୍ରରେ କୁହାଯାଇଛି । ଆଜି ପୂର୍ବାହ୍ନରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରେ ଗତ ୨୪ ଘଂଟାରେ ବଲାଙ୍ଗିର ଜିଲ୍ଲାରେ ୩୦୦ ଜଣ ଆକ୍ରାନ୍ତ
Read More...

ପ୍ରଜାପିତା ବ୍ରହ୍ମାଙ୍କ ୫୩ ତମ ଶ୍ରାଦ୍ଧବାର୍ଷିକୀ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ତଥା ସଂସାରର ମାର୍ଗଦର୍ଶିକା ପ୍ରଜାପିତା ବ୍ରହ୍ମାଙ୍କ ୫୩ ତମ ଶ୍ରାଦ୍ଧ ବାର୍ଷିକୀ ଦିବସ ଛତ୍ରପୁର ସ୍ଥ ଶାଖା ଶାନ୍ତି ଅନୁଭୂତି ଭବନରେ ମହାସମାରୋହରେ ପାଳିତ ହୋଇଯାଇଛି । ଶାଖା
Read More...

କୃଷକ ଉତ୍ପାଦକ ସଂଘ ନିର୍ଦ୍ଦେଶକ ମଣ୍ଡଳୀର ସଭ୍ୟସଭ୍ୟାଙ୍କ ତାଲିମ ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : କୃଷି ଓ କୃଷକର ବିକାଶ ନିମନ୍ତେ କୃଷି ଉତ୍ପାଦକ ସଂଘ ନିର୍ଦ୍ଦେଶକ ମଣ୍ଡଳୀର ସଭ୍ୟସଭ୍ୟାମାନଙ୍କର ତାଲିମ ଶିବିର ଇଂଦିପୁର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଭାରତ ସରକାରଙ୍କ କେନ୍ଦ୍ରୀୟ ଯୋଜନାରେ ପଞ୍ଜିକୃତ
Read More...

ଜାନୁୟାରୀ ୧୯ରୁ ୨୧ ପର୍ଯ୍ୟନ୍ତ ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାନୁୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ । କୋଭିଡ଼୍‌ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କ ଖଣ୍ଡପୀଠ ସମେତ ଲୋକାୟୁକ୍ତ କାର୍ଯ୍ୟାଳୟ ଉପରୋକ୍ତ ତିନି ଦିନ ସାମୟିକ ଭାବେ ବନ୍ଦ
Read More...

ରାଜ୍ୟରେ ଆଜି ୧୩ ହଜାର ୩୫୬ଟି ନାମାଙ୍କନ ପତ୍ର ଦାଖଲ୍‌ ହେଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧୩ ହଜାର ୩୫୬ଟି ନାମାଙ୍କନ ପତ୍ର ଦାଖଲ୍‌ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି । ତେବେ ୱାର୍ଡ ମେମ୍ବର ପଦବୀ ପାଇଁ ୧୦ ହଜାର ୭୩୪ଟି, ସରପଞ୍ଚ ପଦବୀରେ ୧ ହଜାର ୫୪୬ଟି, ସମିତି
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୫ ଜଣ, ବଲାଙ୍ଗିର ବ୍ଲକରୁ ୧୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୬୭ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୨ ଜଣ, ବେଲପଡା
Read More...