pakka

ରାଜ୍ୟରେ ଆଜି ୧୩ ହଜାର ୩୫୬ଟି ନାମାଙ୍କନ ପତ୍ର ଦାଖଲ୍‌ ହେଲା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧୩ ହଜାର ୩୫୬ଟି ନାମାଙ୍କନ ପତ୍ର ଦାଖଲ୍‌ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ ସଚିବ ସୂଚନା ଦେଇଛନ୍ତି । ତେବେ ୱାର୍ଡ ମେମ୍ବର ପଦବୀ ପାଇଁ ୧୦ ହଜାର ୭୩୪ଟି, ସରପଞ୍ଚ ପଦବୀରେ ୧ ହଜାର ୫୪୬ଟି, ସମିତି ସଭ୍ୟ ପଦବୀ ପାଇଁ ୧ ହଜାର ୩୪ଟି ଏବଂ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ୪୨ଟି ନାମାଙ୍କନ ପତ୍ର ଦାଖଲ୍‌ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.

4 × five =