pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୦୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୫ ଜଣ, ବଲାଙ୍ଗିର ବ୍ଲକରୁ ୧୮ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୬୭ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୨ ଜଣ, ବେଲପଡା ବ୍ଲକରୁ ୬ ଜଣ, ଦେଓଗାଁ ବ୍ଲକରୁ ୧ଜଣ, ଗୁଡଭେଲା ବ୍ଲକରୁ ୧୭, କଣ୍ଟାବାଞ୍ଜି ଏନ୍‌ଏସିରୁ ୧୨, ଖପ୍ରାଖୋଲ ବ୍ଲକରୁ ୧୧ଜଣ, ଲୋଇସିଂହା ବ୍ଲକରୁ ୨୦ ଜଣ, ମୁରିବାହାଲ ବ୍ଲକରୁ ୧୪ଜଣ, ପାଟଣାଗଡରୁ ୨ ଜଣ, ପାଟଣାଗଡ ଏନ୍‌ଏସିରୁ ୫ ଜଣ, ପୁଇଁନ୍ତଲା ବ୍ଲକରୁ ୨୩ ଜଣ, ସଇଁନ୍ତଲା ବ୍ଲକରୁ ୨୮ ଜଣ, ଟିଟିଲାଗଡ ବ୍ଲକରୁ ୧୫ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୩୭ ଜଣ, ତୁରେକେଲା ବ୍ଲକରୁ ୨ ଜଣ, ତୁଷୁରା ଏନ୍‌ଏସିରୁ ୫ ଜଣ ଚିହ୍ନଟ ହୋଇଥିବା ରହିଛି ।

Leave A Reply

Your email address will not be published.

seven + twelve =