pakka

ଜାନୁୟାରୀ ୧୯ରୁ ୨୧ ପର୍ଯ୍ୟନ୍ତ ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ

kalikesh

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଜାନୁୟାରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ଓଡ଼ିଶା ଲୋକାୟୁକ୍ତ କାର୍ଯ୍ୟାଳୟ ବନ୍ଦ ରହିବ । କୋଭିଡ଼୍‌ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଲୋକାୟୁକ୍ତଙ୍କ ଖଣ୍ଡପୀଠ ସମେତ ଲୋକାୟୁକ୍ତ କାର୍ଯ୍ୟାଳୟ ଉପରୋକ୍ତ ତିନି ଦିନ ସାମୟିକ ଭାବେ ବନ୍ଦ ରହିବ ଓ ଆସନ୍ତ ଜାନୁୟାରୀ ୨୪ରୁ ପୂର୍ବଭଳି କାର୍ଯ୍ୟ କରିବ ବୋଲି ଲୋକାୟୁକ୍ତ କାର୍ଯ୍ୟାଳୟ ତରଫରୁ ଜନସାଧାରଣଙ୍କ ନିମନ୍ତେ ସୂଚନା ଦିଆଯାଇଛି । ଏ ସର୍ମ୍ପକରେ ଲୋକାୟୁକ୍ତ କାର୍ଯ୍ୟାଳୟ ୱେବ ସାଇଟ୍‌ ଏବଂ କାର୍ଯ୍ୟାଳୟ ନୋଟିସ୍‌ ବୋଡର଼୍ରେ ମଧ୍ୟ ସୂଚନା ଦିଆଯାଇଛି । ସଂପ୍ରତି ଭୁବନେଶ୍ୱର ସତ୍ୟନଗର ତୋଷାଳୀ ଭବନସ୍ଥିତି ବି-୨, ତଳ ମହଲାରେ ଲୋକାୟୁକ୍ତ, ଓଡ଼ିଶାଙ୍କ କାର୍ଯ୍ୟାଳୟ ରହିଛି ।

pp
Leave A Reply

Your email address will not be published.

nineteen + fifteen =