Daily Archives

କୋଭିଡ଼୍‌ କଟକଣା ମଧ୍ୟରେ ପାଳିତ ହେବ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଠାରେ ୭୩ତମ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ-୨୦୨୨ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଆଜିି ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣତନ୍ତ୍ର ଦିବସ-୨୦୨୨କୁ ରାଜ୍ୟ ସରକାରଙ୍କ
Read More...

ବଲାଙ୍ଗିର ଜିଲ୍ଲାରେ ଆଜି ୬୦୭ଟି ନାମାଙ୍କନ ପତ୍ର ଦାଖଲ୍‌ ହେଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତକାଲିଠାରୁ ନାମାଙ୍କନ ପତ୍ର ଦାଖଲ୍‌ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଆଜି ଗୋଟିଏ ଦିନରେ ୬୦୭ଟି ନାମାଙ୍କନ ପତ୍ର ଦାଖଲ୍‌ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି । ୱାର୍ଡ ମେମ୍ବର ପଦବୀ ପାଇଁ ୪୭୯ଟି
Read More...

ମୁକୁଟବିହୀନ ସମ୍ରାଟ ଲଳିତ କୁମାର ନାୟକ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି

ସତ୍ୟସୁନ୍ଦର ଭଂଜ ଅନ୍ୟ ପାଇଁ ଧରାପୃଷ୍ଠକୁ ଆସିଥିଲେ । କିନ୍ତୁ ଅସମୟରେ ଚାଳିଗଲେ । ତୁମ ତିରୋଧାନର ଆଜି ୧୮.୧.୨୦୨୨ ହେଉଛି ପ୍ରଥମ ବାର୍ଷିକ । ପ୍ରତିକ୍ଷଣରେ ମୋ' ସମେତ ଅନେକେ ତୁମକୁ ସ୍ମରଣ କରୁଛନ୍ତି । ତୁମ ଅନୁପସ୍ଥିତି ଆମକୁ କଷ୍ଟ ଦେଉଛି । ରୋଗୀ, ଶ୍ରମିକ, ବେସାହାରାର ଶାଣିତ ସ୍ୱର
Read More...

କବିତା : ଅନୁଗାମିନୀ

ପିନାକୀ ମିଶ୍ର ନିବୁଜ ମନରେ ପୁଣିଏତେ ଝଙ୍କାର,ଗାରଟଣା ପରିଧିଭିତରେ ପୁଣିଏତେ ଉର୍ମିଉତ୍ତାଳ,ଫିଟି ନଥିବା ଫରୁଆ ଭିତରେତୁମ ପ୍ରୀତିସାଇତା ମୋତିହାର !! କେତେବେଳେ ମୋତେ ପିନ୍ଧେଇଦେଲକହିଲ କହିଲ ! ନିଜେ ବି ଜାଣିନଜୀବନନଈର ମୋଡ ବାଙ୍କିବା କଥାଅପରିଚିତଟେ ପଥରଆଉଜି କିଶ ଭାବୁଥିଲା
Read More...

ରସୋଳ ଲୁଟ୍‌ ଘଟଣାରେ ପାଞ୍ଚ ଜଣ ଡକାୟତଙ୍କ ସମେତ ୯ ଗିରଫ

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ରସୋଳ ଥାନା ପାଖ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ କିଛି ଦିନ ତଳେ ଚୋରି ହୋଇଥିବା ଘଟଣା ଉପରୁ ପରଦା ଚାରିଦିନ ପରେ ଉଠାଇଛନ୍ତି ଢେଙ୍କାନାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ରସୋଳ ଥାନାରେ ଖୋଦ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଲୋଗାନାନୀ ଦିଭ୍ୟାଭି ସକାଳ ସମୟ
Read More...

ଛତିଶଗଡରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ : ୫ ମାଓବାଦୀ ମୃତ

ଛତିଶଗଡ : ଛତିଶଗଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିବା ଖବର ମିଳିଛି । ତେବେ ଏହି ଏନ୍‌କାଉଣ୍ଟରରେ ୨ଟି ଭିନ୍ନ ଭିନ୍ନ ସ୍ଥାନ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଜାପୁର ଜିଲ୍ଲା ଇଲମିଡି ଜଙ୍ଗଲରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ
Read More...

ଧାମନଡଙ୍ଗା ଗାଁ ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜଣଙ୍କ ଜୀବନ

କଣ୍ଟାବାଂଜି, (ମନୀଷ କୁମାର ହଂସ) : ଧାମନଡଙ୍ଗା ଗାଁ ବୁଲାଣି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ପ୍ରାଣହାନୀ ହୋଇଥିବା ନେଇ ଖବର ମିଳିଛି । ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁହେଁ ହେଲେ କଣ୍ଟାବାଞ୍ଜି
Read More...

ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ ଗତ ଦୁଇଦିନ ମଧ୍ୟରେ ୧୭ ଜଣ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ସିଭ୍‌ଲ କୋର୍ଟରେ କରୋନା । ଗତ ଦୁଇ ଦିନ ମଧ୍ୟରେ ୧୭ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବିଏମ୍‌ସି ପକ୍ଷରୁ କୋର୍ଟ ପରିସରକୁ ବିଶୋଧନ କରାଯାଇଥିବା ନେଇ ସୂଚନା ମିଳିଛି । ୧୮ ଏବଂ ୧୯ ତାରିଖ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ ବୋଲି
Read More...

ଆଧ୍ୟାତ୍ମିକ ସାହିତ୍ୟ ଜ୍ୟୋତି ସମ୍ମାନ ପ୍ରଦାନ

କଟକ, (ସସ୍ମିତା ପ୍ରଧାନ) : ଶ୍ରୀରାମ ଚନ୍ଦ୍ର ଭବନ ପରିସରରେ କଳ୍ପନା ସାହିତ୍ୟ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ କବିତା ଆସର ଏବଂ ସମ୍ବର୍ଦ୍ଧନା ସଭା ବାର୍ଷିକ ଉତ୍ସବ ଅବସରରେ ଆୟୋଜିତ ହୋଇଥିଲା । ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଆଧ୍ୟାତ୍ମିକ ସାହିତ୍ୟ ଜ୍ୟୋତି ସମ୍ମାନ ୨୦୨୨ ପ୍ରଦାନ
Read More...

ଦେଶର ୧୦ ପ୍ରମୁଖ ସହର ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲା

ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ୧୦ ପ୍ରମୁଖ ସହର ମଧ୍ୟରେ ସ୍ମାର୍ଟ ସିଟି ରାଉରକେଲା । ସ୍ମାର୍ଟ ସିଟି ରାଉରକେଲା ପାଇଁ ଆସିଛି ଆଉ ଏକ ବଡ଼ ଖୁସିର ଖବର । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଚାଲିଥିବା ନର୍ଚରିଂ ନେବରହୁଡସ୍‌ ପ୍ରତିଯୋଗିତାରେ
Read More...