pakka

ମୁକୁଟବିହୀନ ସମ୍ରାଟ ଲଳିତ କୁମାର ନାୟକ ଦାଦାଙ୍କୁ ଶ୍ରଦ୍ଧାଞ୍ଜଳି

bbehera
  • ସତ୍ୟସୁନ୍ଦର ଭଂଜ

ଅନ୍ୟ ପାଇଁ ଧରାପୃଷ୍ଠକୁ ଆସିଥିଲେ । କିନ୍ତୁ ଅସମୟରେ ଚାଳିଗଲେ । ତୁମ ତିରୋଧାନର ଆଜି ୧୮.୧.୨୦୨୨ ହେଉଛି ପ୍ରଥମ ବାର୍ଷିକ । ପ୍ରତିକ୍ଷଣରେ ମୋ’ ସମେତ ଅନେକେ ତୁମକୁ ସ୍ମରଣ କରୁଛନ୍ତି । ତୁମ ଅନୁପସ୍ଥିତି ଆମକୁ କଷ୍ଟ ଦେଉଛି । ରୋଗୀ, ଶ୍ରମିକ, ବେସାହାରାର ଶାଣିତ ସ୍ୱର ଥିଲେ ଆପଣ । ନିଜେ ରୋଗୀ ଶଯ୍ୟାରେ ଥାଇ ପାଖ ରୋଗୀ ପାଇଁ ରକ୍ତ ଯୋଗାଡ କରାଇବା ତୁମର ତ୍ୟାଗ, ସେବା ଗଭୀରତାର ପରିଚୟ ଦିଏ । ତୁମଠୁ ଆହୁରି ଅଧିକ ଶିଖିବାର ଥିଲା ଧୈର୍ଯ୍ୟ ଓ ସହନଶୀଳତାର ଅର୍ଥ ।
ହେ’ ମହାମାନବ ମୋ’ ପ୍ରିୟ ଲଲିତ ଦାଦା, ଘେନ ମୋ ଗଭୀର ଶ୍ରଦ୍ଧାଞ୍ଜଳି ।

jay balangir
Leave A Reply

Your email address will not be published.

four × five =