Daily Archives

ବଲାଙ୍ଗିର ସହରରେ ଅତ୍ୟାଧୁନିକ ମେସିନ ଓ ଖ୍ୟାତି ଲାଭ କରିଥିବା ଟ୍ରେନେରଙ୍କୁ ନେଇ “ବିଙ୍ଗ ଫିଟନେସ କ୍ଳବ”…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବ୍ୟାୟାମ, ଯୋଗ ତଥା ଅନନ୍ୟା କୌଶଳର ପ୍ରଶିକ୍ଷଣ ନେଇ ଲୋକ ମାନଙ୍କୁ ଫିଟ୍‌ ରଖିବାକୁ ତଥା ଫିଟ୍‌ ବଲାଙ୍ଗିର ରହିବାକୁ ରାଧାରାଣୀପଡ଼ାର ଶୁଭମ ଦର୍ଜି କହିଛନ୍ତି । ସେ ଅତ୍ୟାଧୁନିକ ବ୍ୟାୟମ ସାମଗ୍ରୀ ଏବଂ ଖ୍ୟାତିଲାଭ କରିଥିବା ଟ୍ରେନରଙ୍କୁ ନେଇ 'ବିଙ୍ଗ୍‌
Read More...

ଜଙ୍ଗଲ ବିଭାଗକୁ ବଡ଼ ସଫଳତା : ଖଇର ଗଛ କାଟୁଥିବା ବେଳେ ଧରାପଡ଼ିଲେ ୩ ଜଣ ଅଭିଯୁକ୍ତ, ୩ବାଇକ ସହ କରତ ମେସିନ ଜବତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ରେଞ୍ଜ କରମତଲା ସେକସନ ଦାବଜୁରୀ ଖୁସା ସଂରକ୍ଷିତ ଡୁମେର ଯୋର ଜଙ୍ଗଲ ଠାରେ କେତେକ ଦୁବୃତ୍ତମାନେ ଖଇର ଗଛ କାଟୁଥିବା ବେଳେ ଜଙ୍ଗଲ ବିଭାଗ ହାତରେ ଧରାପଡିଛନ୍ତି । ଏନେଇ ଜଙ୍ଗଲ ବିଭାଗ କେସ ନଂ ୩୬୭/୨୨ରେ ଏକ ମାମଲା ରୁଜୁ କରି
Read More...

କରୋନାରେ ଆକ୍ରାନ୍ତ ହେଲେ ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ

ହାଇଦ୍ରାବାଦ : କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆନ୍ଧ୍ରପ୍ରଦେଶ ପୂର୍ବତନ ମୁଖମନ୍ତ୍ରୀ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ । ତାଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଥିବା ନେଇ ସେ ଏକ ଟ୍ୱିଟ୍‍ ଜରିଆରେ ସୂଚନା ଦେଇଛନ୍ତି । ଟ୍ୱିଟରେ ସେ ଲେଖିଛନ୍ତି ଯେ, ସେ କରୋନା ସଂକ୍ରମିତ ହୋଇଛନ୍ତି ।
Read More...

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଲେ ଓଡ଼ିଆ ଝିଅ ଜଗଜିତା ଦାସ ଓରଫ ରିସ୍ନା

ଢେଙ୍କାନାଳ : ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଛନ୍ତି ଓଡ଼ିଆ ଝିଅ ଜଗଜିତା ଦାସ ଓରଫ ରିସ୍ନା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟିତ୍ରୀ ମଞ୍ଜିଲତା ପାଣିଙ୍କ ଏକମାତ୍ର ସୁକନ୍ୟା ହେଉଛନ୍ତି
Read More...

ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ

ଅରୁଣାଞ୍ଚଳପ୍ରଦେଶ : ଆଜି ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୯ ରେକର୍ଡ କରାଯାଇଛି । ଏଥିରେ ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ
Read More...

ଦେଶୀ ମଦଭାଟୀ ଉପରେ ପୋଲିସର ଚଢାଉ : ଜଣେ ଗିରଫ

ଜି.ଉଦୟଗିରି : ଏକ ଦେଶୀ ମଦଭାଟୀ ଉପରେ ଜି.ଉଦୟଗିରି ପୁଲିସ ଚଢାଉ କରି ୨୦ ଲିଟର ଦେଶୀ ମଦ ଜବତ ସହ ୮୦ ଲିଟର ମହୁଲି ପାଉଚ ନଷ୍ଟ କରିଥବା ବେଳେ ଏହା ସହ ଜଣେ ମହିଳାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଦେଶୀ ମଦ ପ୍ରସ୍ତୁତ କରାଯାଉଥିବା ନେଇ କୌଣସି ସୂତ୍ରରୁ ପୋଲିସ ଖବର
Read More...

ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ’ର ଜବାବ ଦେଲା ମଧ୍ୟପ୍ରଦେଶ ବିଜେପି

ଭୋପାଳ : ମଧ୍ୟପ୍ରଦେଶ ବିଜେପି କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ବିବୃତ୍ତି ‘ମେ ଲଡ଼୍‌କି ହୁଁ, ଲଢ଼୍‌ ସକ୍‌ତି ହୁଁ' ଉପରେ ପ୍ରତିକ୍ରିୟା ଦେଇଛି । ବିଜେପି ରାଜ୍ୟ ସଭାପତି ବିି.ଡି. ଶର୍ମା କହିଛନ୍ତି ଯେ, ସେ ଲଢେ଼ଇ ବିଷୟରେ କହୁଛନ୍ତି । ବିଭାଜନ କର ଏବଂ ଲଢେ଼ଇ କର ।
Read More...

ଏଟିଏମ୍‌ ଲୁଟ୍‌ ବେଳେ କାବୁ କଲା ପୋଲିସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଟିଏମ୍‌ ଲୁଟ୍‌ ଉଦ୍ୟମ କରୁଥିବା ବେଳେ ଦୁଇ ଅଭିଯୁକ୍ତ ଧରାପଡିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ୱର ଶିରିପୁର ଛକ ନିକଟରେ ଥିବା ଏଟିଏମ୍‌ ମେସିନ୍‌ରୁ ପଇସା କାଢିବା ପାଇଁ ଗ୍ୟାସ କଟରରେ ଏଟିଏମ୍‌କୁ କାଟୁଥିବା
Read More...

ଅର୍ଥାଭାବରୁ ଚିକିତ୍ସାରୁ ବଂଚିତ ଇନ୍ଦ୍ରାବତୀ ମହାକୁର

ଲୋଇସିଂହା : ଦିନକୁ ଦିନ ଫୁଲି ଯାଉଛି ମୁହଁ ଏବଂ ଗୋଡ଼ ଦୁଇଟି ସରୁ ହେବାରେ ଲାଗିଛି । ହେଲେ ଅର୍ଥାଭାବରୁ ଉଚ୍ଚତର ଚିକିତ୍ସା ପାଇ ପାରୁନାହାନ୍ତି । ଘରେ ଯାହା ଆର୍ଥିକ ସମ୍ବଳ ଥିଲା ଚିକିତ୍ସା ପାଇଁ ବଲାଙ୍ଗିର ଓ ବୁର୍ଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସବୁ ସରିଗଲାଣି । ଏବେ ଘରକୁ ଆସି
Read More...

ଗରିବ କଇଁରୁଙ୍କୁ କେବେ ମିଳିବ ସରକାରୀ ଆବାସ ?

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଯୋଗୀସର୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ କରନପାଲି ଗ୍ରାମରେ ଏକ ପରିବାର ପଲିଥିନ୍‌ ତଳେ ରହୁଥିବା ଜଣାପଡିଛି । ସୂଚନା ଅନୁସାରେ କଇଁରୁ ପଧାନ(୭୦) ସ୍ତ୍ରୀ କାନ୍ତି ପଧାନ(୬୫) ଅନ୍ଧ ଝିଅ କଳ୍ପନା ପଧାନ(୨୫) ଭଙ୍ଗା ଗୃହରେ ପଲିଥିନ ତଳେ
Read More...