ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ

ଅରୁଣାଞ୍ଚଳପ୍ରଦେଶ : ଆଜି ଭୋର ୪ଟା ୩୦ରେ ଅରୁଣାଞ୍ଚଳପ୍ରଦେଶରେ ଭୂକମ୍ପର ଝଟକା ଅନୁଭବ ହୋଇଛି । ଏନସିଏସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତିବ୍ରତା ୪.୯ ରେକର୍ଡ କରାଯାଇଛି । ଏଥିରେ ଏଯାଏଁ ଧନଜୀବନହାନୀ ହୋଇଥିବା ନେଇ କୌଣସି ସୂଚନା ମିଳିନାହିଁ । ଭୂକମ୍ପ ନେଇ ଅଧିକାରୀଙ୍କ ପକ୍ଷରୁ ତଥ୍ୟକୁ ଅପେକ୍ଷା କରାଯାଇଛି ।

Leave A Reply

Your email address will not be published.

four × 5 =