om academy

ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଲେ ଓଡ଼ିଆ ଝିଅ ଜଗଜିତା ଦାସ ଓରଫ ରିସ୍ନା

ଢେଙ୍କାନାଳ : ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ମିସ୍ ଇଣ୍ଡିଆରେ ଚମକିଛନ୍ତି ଓଡ଼ିଆ ଝିଅ ଜଗଜିତା ଦାସ ଓରଫ ରିସ୍ନା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅଁଳାବେରେଣୀ ଗ୍ରାମର ସରକାରୀ କର୍ମଚାରୀ ଚିତ୍ତରଞ୍ଜନ ଦାସ ଓ ଶିକ୍ଷୟିତ୍ରୀ ମଞ୍ଜିଲତା ପାଣିଙ୍କ ଏକମାତ୍ର ସୁକନ୍ୟା ହେଉଛନ୍ତି ଜଗତଜିତା ଦାସ । ଜଗତଜିତା ଜଗଜିତା ଜଣେ ସଫ୍ଟୱେୟାର ଇଂଜିନିୟର ହୋଇଥିଲା ବେଳେ ମୁମ୍ବାଇ ସ୍ଥିତ ମିସ୍ ଇଣ୍ଡିଆ ପ୍ରତିଯୋଗିତାରେ ରନର୍ସଅଫ୍ ଭାବେ ୨ୟ ସ୍ଥାନ ଅଧିକାର କରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ।

Leave A Reply

Your email address will not be published.

9 + 11 =