Daily Archives

ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ : ପ୍ରଥମ ଦିନରେ ୧୮ଜଣ ପ୍ରାର୍ଥୀ କଲେ ଦାଖଲ

ମୁରିବାହାଲ : ମୁରିବାହାଲ ବ୍ଲକରେ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନ ମୋଟ ୧୮ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ୪୦ଜଣ ସମିତି ସଭ୍ୟ ପ୍ରାର୍ଥୀ ପାଇଁ ବ୍ଲକ୍‌ ଅଫିସରୁ ଫର୍ମ ସଂଗ୍ରହ କରିଥିବାବେଳେ କେବଳ ବ୍ଲକ୍‌ ଉପଧ୍ୟକ୍ଷା ସୁନ୍ଦରମତି ବାଗ ଅଣସଂରକ୍ଷିତ ମୁରିବାହାଲ
Read More...

ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ନେଇ ବୈଠକ

• ନିର୍ବାଚନୀ ସମ୍ପର୍କିତ ପରିଚାଳନା ଏବଂ ତାଲିମ/ପ୍ରଶିକ୍ଷଣ ଆଦି ଜୁମ୍ ଆଭାସୀ ମାଧ୍ୟମରେ ପରିଚାଳିତ ହେବ ଗଞ୍ଜାମ, (ସତ୍ୟନାରାୟଣ ରେଡ୍ଡୀ) : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନର ସୁପରିଚାଳନା ଦିଗରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଉଛି । ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀ
Read More...

ତିରୁପତି-ବିଳାସପୁର ଏକ୍ସପ୍ରେସ୍‌ ଟ୍ରେନ ସାମ୍ନାକୁ ଆସି ଅଜଣା ମହିଳାଙ୍କ ଆତ୍ମହତ୍ୟା

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ରହେନଭଟା ଷ୍ଟେସନ ମଧ୍ୟବର୍ତ୍ତୀ ଡଙ୍ଗରପଡ଼ା ଗାଁର ନିକଟରେ ତିରୁପତି-ବିଳାସପୁର ଏକ୍ସପ୍ରେସ ଟ୍ରେନ୍‌ ସାମନାକୁ ଆସି ଜଣେ ଅଜଣା ମହିଳା ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଟିଟିଲାଗଡ଼ ଜିଆର୍‌ପି ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଏକ
Read More...

ଅକାଳରେ ଚାଲିଗଲେ କନିଷ୍ଠ କିରାଣୀ, ଶୋକରେ ଉବୁଟୁବୁ ଅଞ୍ଚଳବାସୀ 

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ସ୍ଥିତ ହରିଶଙ୍କର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କନିଷ୍ଠ କିରାଣୀ ଚନ୍ଦ୍ରଧ୍ୱଜ ବାରିକ(୪୮)ଙ୍କର ଅକାଳ ବିୟୋଗ ଘଟିଛି । ସେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଶାଖାପାଟଣା ସ୍ଥିତ ଓମିଭାବା କ୍ୟାନ୍ସର ହସ୍ପିଟାଲରେ ଚିକିତ୍ସାଧୀନ ସମୟରେ ରବିବାର ରାତି
Read More...

ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କଲେ ବିଜେପି ଯୁବ ନେତା ତଥା ସମାଜସେବୀ ସୁନିଲ କୁମାର ଦାଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ଗ୍ରାମପଞ୍ଚାୟତର ବିଜେପି ଯୁବ ନେତା ତଥା ସମାଜସେବୀ ସୁନିଲ କୁମାର ଦାଶ ସରପଞ୍ଚ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଯେ, ତୃଣମୂଳ ସ୍ତରରେ ଲୋକମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା
Read More...

ଆସନ୍ତା୨୦ରୁ ବଲାଙ୍ଗିର ବନଖଣ୍ଡ ଅଂଚଳରେ ଆରମ୍ଭ ହେବ ବାଘ ସଂଖ୍ୟା ଆକଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଦଳୀମୁଣ୍ଡା ସ୍ଥିତ ମେଗା ନର୍ସରୀ ଠାରେ ବଲାଙ୍ଗିର ଡିଏଫ୍‌ଓ ନିତିଶ କୁମାରଙ୍କ ନେତୃତ୍ୱରେ ବଲାଙ୍ଗିର ବନଖଣ୍ଡ ଅଂଚଳରେ ବାଘ ଓ କଳରାପତରିଆଙ୍କ ସମତେ ବିଭିନ୍ନ ତୃଣଭୋଜି ପ୍ରାଣୀ ମନାଙ୍କ ଆକଳନକୁ ନେଇ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ଲାଗିଲା ମାଓ ପୋଷ୍ଟର

ତୁରେକେଲା, (କୈଳାଶ ସଗ୍ରିଆ): ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ୍‌ ସମରସିଂ ଗାଁରେ ମାଓ ପୋଷ୍ଟର ଲାଗିଥିବା ନେଇ ସୂଚନା ମିଳିଛି । ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବାକୁ ମାଓବାଦୀମାନେ ଜନତାଙ୍କୁ ଆହ୍ୱାନ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା
Read More...

ପୋଖରୀକୁ ସ୍ନାନ ପାଇଁ ଯାଇ ବୃଦ୍ଧା ନିଖୋଜ

ସିନ୍ଧେକେଲା : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ମୁଖ୍ୟାଳୟ କୌଶଲ୍ୟାପଡ଼ାର ନଳ ବାରିକ(୬୫) ଗାଧୋଇବା ପାଇଁ ଯାଇ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ରବିବାର ସକାଳ ୯ଟା ସମୟରେ ସ୍ଥାନୀୟ ପଖୋରୀକୁ ଗାଧୋଇବା ପାଇଁ ଯାଇଥିବାବେଳେ ସେ ଘରକୁ ଆଉ ଫେରି ନଥିଲେ । ପରିବାର
Read More...

ସିନାପାଲି ବ୍ଲକ ଅଧ୍ୟକ୍ଷା କଂଗ୍ରେସରେ ସାମିଲ : କଂଗ୍ରେସର ମନୋବଳ ସୁଦୃଢ଼ ହେବ – ବିଧାୟକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅଧ୍ୟକ୍ଷା ତପସ୍ଵିନୀ ମାଝି ଆଜି ବିଧି ବଦ୍ଧ ଭାବରେ ଖଡିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀଙ୍କ ଉପସ୍ଥିତିରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି । ଏନେଇ ଆଜି ସିନାପାଲି ବ୍ଲକ କଂଗ୍ରେସ କାର୍ଯ୍ୟାଳୟରେ ସାମ୍ୱାଦିକ
Read More...

ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଚର୍ଚ୍ଚା : ତଦନ୍ତ ପାଇଁ ଅଂଟା ଭିଡ଼ିଛି ପ୍ରଶାସନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରପଞ୍ଚ ପଦବୀ ନିଲାମ୍‌କୁ ନେଇ ଗାଁରୁ ସହର ଯାଏଁ ଚର୍ଚ୍ଚା ଜୋର୍‌ ଧରିଥିବା ବେଳେ ତଦନ୍ତ ପାଇଁ ପ୍ରଶାସନ ଅଂଟା ଭିଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ୍‌ ବିଲେଇସର୍ଡା ପଞ୍ଚାୟତରେ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । ସ୍ଥାନୀୟ ଲୋକେ
Read More...