pakka
Daily Archives

ଗାନ୍ଧୀ ସ୍ମୃତି କମିଟି ତରଫରୁ ମହାତ୍ମାଗାନ୍ଧୀଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି : ଗାନ୍ଧୀଙ୍କୁ ହତ୍ୟା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ବଲାଙ୍ଗିର ଗାନ୍ଧୀ ସ୍ମୃତି କମିଟି ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଗାନ୍ଧୀଙ୍କୁ ହତ୍ୟା କରାଯାଇପାରେ କିନ୍ତୁ ଗାନ୍ଧୀଙ୍‌ଙ୍କ ବିଚାରକୁ ହତ୍ୟା କରାଯାଇ ପାରିବ ନାହିଁ ବୋଲି ଉପସ୍ଥିତ
Read More...

ଲୁଟ୍‌ ଘଟଣାରେ ୬ ଜଣ ଲୁଟେରାଙ୍କୁ ଗିରଫ୍‌ କଲା ଟାଉନ୍‌ ଥାନା ପୋଲିସ, ୫ ହଜାର ଟଙ୍କା ଜବତ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୁଟ୍‌ ଘଟଣାରେ ୬ ଜଣ ଲୁଟେରାଙ୍କୁ ଟାଉନ୍‌ ପୋଲିସ ଗିରଫ୍‌ କରିଥିବା ବେଳେ ସେମାନଙ୍କଠାରୁ ୫ ହଜାର ଟଙ୍କା ଉଦ୍ଧାର କରାଯାଇଥିବା ଏସ୍‌ଡିପିଓ ତୋଫାନ୍‌ ବାଗ ସୂଚନା ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ଗତକାଲି ସ୍ଥାନୀୟ ରୁଗୁଡ଼ିପଡ଼ା ନିବାସୀ ଚନ୍ଦ୍ରଚୂଡ଼
Read More...

ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶା ଦୃଷ୍ଟିହୀନ ପ୍ରତିଷ୍ଠାନର ରୌପ୍ୟ ଜୟନ୍ତୀ ଉତ୍ସବ ସ୍ଥାନୀୟ ଆମ୍ବପୁଆସ୍ଥିତ ପ୍ରତିଷ୍ଠାନର କେନ୍ଦ୍ରୀୟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ରବିବାର ପୂର୍ବାହ୍ନରେ ଆୟୋଜିତ ଏହି ଉତ୍ସବରେ ପ୍ରତିଷ୍ଠାନର ସଭାପତି ବିଜୟ କୁମାର ରଥ ଅଧ୍ୟକ୍ଷତା
Read More...

ବ୍ରହ୍ମପୁରରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ତାନ’ର ପ୍ରତିବାଦ ସଭା

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ରବିବାର ନବୀନ ଭବନଠାରେ ‘ରାଷ୍ଟ୍ରପିତାଙ୍କ ଅସମ୍ମାନ-ସହିବ ନାହିଁ ହିନ୍ଦୁସ୍ଥାନ’ ଶୀର୍ଷକରେ ଏକ ନୀରବ ପ୍ରତିବାଦ ସଭାର ଆୟୋଜନ କରାଯାଇଛି । ନବୀନର ସମ୍ପାଦକ ତଥା ହିନ୍ଦ୍‌ ମଜଦୁର ସଭାର ରାଜ୍ୟ
Read More...

କଂଟାବାଂଜି–ତୁରେକେଲା ରେଲସେକ୍ସନର ବ୍ରିଜ ନଂ.୨୭୩ ନିକଟରୁ ଏକ ମୃତ କଂକାଳ ପୋଲିସ ଦ୍ୱାରା ଉଦ୍ଧାର : ୭ ଜଣଙ୍କ ଦ୍ୱାରା…

କଂଟାବାଂଜି, (ମନିଷ କୁମାର ହଂସ) : କଂଟାବାଂଜି- ତୁରେକେଲା ରେଲସେକ୍ସନର କି.ମି. ଖମ୍ବ ନଂ. ୧୬୭୧/୧ ଓ ୧୬୭/୨ର ମଧ୍ୟରେ ଥିବା ବ୍ରିଜ ନଂ. ୨୭୩ ନିକଟରୁ କଂଟାବାଂଜି ଟାଉନ ପୋଲିସ ଏବଂ ଜି.ଆର.ପି. ପୋଲିସ ଜେସିବି ଦ୍ୱାରା ଏକ ମୃତ ଦେହର କଙ୍କାଳ ମାଟି ତଳୁ ଆଜି ଉଦ୍ଧାର କରିଛି । ମୃତକର ଭାଇ
Read More...

ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ପକ୍ଷରୁ ରକ୍ତଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିମୁଣ୍ଡା ପିଏଚ୍‌ସିରେ ବଲାଙ୍ଗିର ଜିଲ୍ଲା ଯୁବ କୁଲୁତା ସମାଜ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଡାକ୍ତର ଶେଖର ପଧାନ, ସମ୍ମାନିତ ଅତିଥି କଏଁଟୁ ବିଶ୍ୱାଲ, ଲେକୃ ତ୍ରିପାଠୀ, ଡା.
Read More...

ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ଅଗ୍ରଣୀ ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ମହାତ୍ମାଗାନ୍ଧୀଙ୍କ ୭୪ତମ ତିରୋଧାନ ଦିବସ ସିଭିକ ସେଣ୍ଟରଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ
Read More...

ଓଡିଶା ସିତୋ-ରିଓ କରାଟେ ଆସୋସିଏସନ୍‌ର ପ୍ରମାଣପତ୍ର ଓ ବେଲ୍ଟ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋ-ରିଓ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆର ପ୍ରମାଣ ପତ୍ର ଓ ବେଲ୍ଟ ପ୍ରଦାନ କାର୍ଯ୍ୟକ୍ରମ ସେକ୍ଟର ୧୮ସ୍ଥିତ ଇସ୍ପାତ ଗୁରୁଦ୍ୱାରାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୧ ଜଣ, ବଲାଙ୍ଗିର ବ୍ଲକରୁ ୪ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୮ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୧ ଜଣ, ବେଲପଡା
Read More...

ନିଜ ପୁଅକୁ ଖୋଜି ଖୋଜି ଛତିଶଗଡ଼ରୁ ଟିଟିଲାଗଡ଼ ପହଞ୍ଚିଲା ମା’

ଟିଟିଲାଗଡ଼, (ଅଜିତ କୁମାର ସାହୁ) : ଛତିଶଗଡ଼ରୁ ଓଡ଼ିଶା ଯାଏଁ ଚାଲିଛି ଖୋଜା ଖୋଜି । ବିଗତ ୪ ବର୍ଷରୁ ଖୋଜୁଛନ୍ତି ନିଜ ପରିବାରର ସଦସ୍ୟ ରୋନକଙ୍କୁ । ଖବର ପାଇବା ପରେ ମହାସମୁନ୍ଦରୁ ଆସିଲେ ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ହେଲେ ମିଳି ପାରିଲା ନାହିଁ କୌଣସି ସୁରାକ । ବୟସ ପାଖାପାଖି ୨୭,
Read More...