pakka

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୫ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ୧ ଜଣ, ବଲାଙ୍ଗିର ବ୍ଲକରୁ ୪ ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୮ ଜଣେ, ବଙ୍ଗୋମୁଣ୍ଡା ବ୍ଲକରୁ ୧୧ ଜଣ, ବେଲପଡା ବ୍ଲକରୁ ୮ ଜଣ, ଦେଓଗାଁ ବ୍ଲକରୁ ୧ ଜଣ, ଗୁଡଭେଲା ବ୍ଲକରୁ ୮, ଖପ୍ରାଖୋଲ ବ୍ଲକରୁ ୧୧ ଜଣ, ଲୋଇସିଂହା ବ୍ଲକରୁ ୪ ଜଣ, ମୁରିବାହାଲ ବ୍ଲକରୁ ୪ ଜଣ, ପାଟଣାଗଡରୁ ୯ ଜଣ, ପାଟଣାଗଡ ଏନ୍‌ଏସିରୁ ୫ ଜଣ, ପୁଇଁନ୍ତଲା ବ୍ଲକରୁ ୧ ଜଣ, ସଇଁନ୍ତଲା ବ୍ଲକରୁ ୭ ଜଣ, ଟିଟିଲାଗଡ ବ୍ଲକରୁ ୫ ଜଣ, ଟିଟିଲାଗଡ ମ୍ୟୁନିସିପାଲିରୁ ୨ ଜଣ, ତୁରେକେଲା ବ୍ଲକରୁ ୧ ଜଣ ଚିହ୍ନଟ ହୋଇଥିବା ସୂଚନା ରହିଛି ।

Leave A Reply

Your email address will not be published.

thirteen − eleven =