Daily Archives

ଫାଣ୍ଡି ଅଧିକାରୀଙ୍କ ଗାଡ଼ି ଧକ୍କାରେ ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀ ମୃତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଗୋଏଲଭାଡ଼ି ଛକରେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ଗାଡି ଧକ୍କାରେ ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀ ରମେଶ ନାଗଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଯୋଗ୍ୟ ଯେ, ବଡ଼ମାଲ
Read More...

ପାଟଣାଗଡ କେନ୍ଦୁପତ୍ର କର୍ମଚାରୀଙ୍କ ବୈଠକ : କେନ୍ଦୁପତ୍ର ଅଧିକ ଉତ୍ପାଦନ କରିବା ପାଇଁ ଯତ୍ନଶୀଳ ହେବାକୁ ନିଷ୍ପତ୍ତି

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ କେନ୍ଦୁପତ୍ର ରେଞ୍ଜ ବିଭାଗର କର୍ମଚାରୀମାନଙ୍କୁ ନେଇ ଏକ ସାଧାରଣ ବୈଠକ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପାଟଣାଗଡ଼ ଡିଏଫ୍‌ ଓ ସୁରେଶ ସେଠୀ ଯୋଗ ଦେଇ ଚଳିତ ବର୍ଷ କିପରି ଭାବରେ କିପରି ଭାବେ କେନ୍ଦୁପତ୍ରରେ ଅଧିକ ପତ୍ର
Read More...

ମହାତ୍ମା ଗାନ୍ଧୀଙ୍କ ମୂଲ୍ୟବାନ ଚିନ୍ତାଧାରା ଆଜି ମଧ୍ୟ ଯୁବ ପିଢ଼ି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

ଆଜି ବାପୁଙ୍କ ମୃତ୍ୟୁ ବାର୍ଷିକୀ । ତାଙ୍କ ଶ୍ରାଦ୍ଧ ଦିବସରେ ଦେଶ ଆଜି ତାଙ୍କୁ ଶ୍ରଦ୍ଧାଂଜଳି ଜଣାଇଛି । ଦେଶ ତଥା ବିଶ୍ୱକୁ ଅହିଂସା ପଥ ଅନୁସରଣ କରିବାକୁ ଶିଖାଇଥିଲେ ବାପୁ । ସମଗ୍ର ଦେଶ ଜାତିର ପିତାଙ୍କୁ ମନେ ରଖିଛି ଓ ମନେରଖିବ ସବୁଦିନ ପାଇଁ । ବାପୁଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ
Read More...

ପ୍ରାର୍ଥୀଙ୍କୁ ନିର୍ବାଚିତ କଲେ ଅଂଚଳର ଭବିଷ୍ୟତ ସୁରକ୍ଷିତ ରହିବ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ ହେଉଛି ଶ୍ରେଷ୍ଠ ପର୍ବ । ଏହି ସମୟରେ ଜନସାଧାରଣ ଭୋଟ ଦେବା ସହ ନିଜ ତଥା ଅଂଚଳର ଭବିଷ୍ୟତ କିପରି ହେବ ତାହା ନିର୍ଦ୍ଧାରିତ କରିଥାନ୍ତି । ମିଛ ପ୍ରତିଶୃତିରେ ପଡି ଅଯୋଗ୍ୟ ତଥା ଅନୁଚିତ ପ୍ରାର୍ଥୀ ଚୟନ କଲେ ବ୍ୟକ୍ତି
Read More...

ଊଈ ଖାଇବା ପରି ଦେଶକୁ ଖୋକ୍‌ଲା କରି ଦେଉଛି ଦୁର୍ନୀତି, ଯୁବପିଢ଼ିଙ୍କୁ ଏହାର ଚିକିତ୍ସା କରିବାକୁ ପଡିବ : ପିଏମ୍‌ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ରେଡିଓ କାର୍ଯ୍ୟକ୍ରମ 'ମନ୍ କି ବାତ୍‌'ରେ ବାର୍ତ୍ତାଳାପ କରିଥିବା ବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ସେ ରେଡିଓ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କ ସହ ଯୋଡି ହୋଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ
Read More...

ବିଜେପି ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ କାର୍ଯ୍ୟକର୍ତ୍ତାଙ୍କ ସଂକଳ୍ପ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟି ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଝାରବନ୍ଧ ବ୍ଲକ ନିଲିଜିପତ୍ରାଠାରେ ଅନୁଷ୍ଠିତ ବିଜେପିର ଏକ କର୍ମୀ ସମ୍ମିଳନୀରେ ଶତାଧିକ କାର୍ଯ୍ୟକର୍ତ୍ତା ସଂକଳ୍ପ ନେଇଥିଲେ । ବିଜେପି ଜଗଦଲପୁର ମଣ୍ଡଳ
Read More...

ସିନାପାଲି ବ୍ଲକରେ ଭୋଟ ପ୍ରଚାର ଆରମ୍ଭ, ଭୋଟ ଭିକ୍ଷା ମାଗୁଛନ୍ତି ଜିଲ୍ଲା ପରିଷଦ ପ୍ରାର୍ଥିନୀ ଆଶା ଜୈନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଚଳିତ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ୱାର୍ଡ ସଭ୍ୟ, ସମିସି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀମାନେ ଏବେ ପ୍ରଚାର ଆରମ୍ଭ କରିଛନ୍ତି । ଗାଁ ଗାଁ ବୁଲି ନିଜ
Read More...

ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲି ଭାଷା ସାହିତ୍ୟକୁ ସମୃଦ୍ଧିଶାଳୀ, ବୋଧଗମ୍ୟ ଓ ଜନପ୍ରିୟ କରିବାରେ ବଲାଙ୍ଗିରର ବିଶିଷ୍ଟ ସାହିତ୍ୟ ସାଧକ ନରସିଂହ ଗୁରୁ ଦୀର୍ଘ ଅର୍ଦ୍ଧଶତାଦ୍ଦୀ ଧରି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିଲେ । ନିକଟରେ ଭାରତ ସରକାର ଘୋଷଣା କରିଥିବା ପଦ୍ମଶ୍ରୀ ତାଲିକାରେ
Read More...

ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ : ବରପଦରକୁ ହରାଇ ଜୟବାହାଲ ଚାମ୍ପିଅନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ପତିଆଲପଡା ମା'ଠାକୁରାଣୀ ଖେଳ ପଡିଆଠାରେ ଲିଙ୍ଗରାଜ ଦଣ୍ତସେନା କ୍ରିକେଟ ଟୁର୍ଣ୍ଣାମେଣ୍ଟ ମେମୋରିଆଲ ଉଦ୍‌ଯାପିତ ହୋଇଯାଇଛି । ଏହି ଉଦ୍‌ଯାପିତ ଖେଳ ଜୟବାହାଲ ଦଳ ଓ ବରପଦର ଦଳ ମଧ୍ୟରେ ହୋଇଥିବା ବେଳେ ଜୟବାହାଲ ଦଳ
Read More...

ବୃକ୍ଷ ରୋପଣ କରି ଓଡିଶୀ ସଂକୀର୍ତ୍ତନ ଗୁରୁ ଅଭିରାମ ମହାରଣାଙ୍କୁ ଶ୍ରଦ୍ଧା ସୁମନ ଦେଲେ ହୃଷୀକେଶ ପାଢ଼ୀ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଉରିଆ (ଘୋରଡ଼ିଆ) ଗ୍ରାମର ବିଶିଷ୍ଟ ସଂକୀର୍ତନ ଗୁରୁ ଅଭିରାମ ମହାରଣାଙ୍କ ଏକାଦଶାହ ସ୍ମୃତିସଭା ଗତକାଲି ତାଙ୍କ ବାସଭବନ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ପୁରୀ, ଖୋର୍ଦ୍ଧା, ନୟାଗଡ, କଟକ, ଜଗତସିଂହପୁର,
Read More...