Daily Archives

ଚୂଡ଼ାପାଲି ପଞ୍ଚାୟତ ନିର୍ବାଚନ ମଇଦାନରେ ଗ୍ଲେମର୍‌ କୁଇନ୍‌ ପ୍ରିୟଙ୍କା ନନ୍ଦ

ବଲାଙ୍ଗିର ସଦର, (କେପିଏନ୍‌ଏସ୍‌) : ଗାଁ ଗାଁରେ ଜୋର୍‌ ଧରିଲାଣି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର । ଚୂଡ଼ାପାଲି ପଞ୍ଚାୟତ ପାଇଁ ଚଳିତ ନିର୍ବାଚନରେ ସରପଞ୍ଚ ପଦବୀରେ ଲଢ଼ୁଛନ୍ତି ଗ୍ଲେମର୍‌ କୁଇନ୍‌ ପ୍ରିୟଙ୍କା ନନ୍ଦ । ଢ଼ୁଲୁସର ଗାଁରେ ଜନ୍ମଗ୍ରହଣ କରିଥିବା ପ୍ରିୟଙ୍କା
Read More...

କ୍ଷୁଦ୍ର ଗଳ୍ପ : ମାନିଆଁ ଜାରିକଲା ପଞ୍ଚାୟତ ରାଜନୀତିର ଶ୍ୱେତପତ୍ର

ଉମାଶଙ୍କର ଶତପଥୀ ମାନିଆଁ ମୁହଁରେ ବାଡବତା ନଥିଲା । ତା ମୁହଁର ଭାଷା ତା ସୀମା ସରହଦ ଡେଇଁ ଗାଆଁ ଦାଣ୍ଡ କାନ୍ଥରେ ବାଡେଇ ହେଉଥିଲା ଅନବରତ । ରହି ରହି କହୁଥିଲା - ନିର୍ଲଜତାର ବି ସୀମା ଅଛି ହେଲେ ଆମ ଗାଆଁ ସରପଞ୍ଚଟା ସେଥିରୁ ବାହାରେ । ଉଧାରିଖିଆ ପୋଡ଼ା ମୁହାଁଟା ଏଥର ବି ଠିଆ ହୋଇଛି
Read More...

ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଭକ୍ତିପୂତ ଶ୍ରଦ୍ଧାଂଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତରଫରୁ ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ମହାପ୍ରୟାଣ ଦିବସ (ଶହୀଦ ଦିବସ) ବଲାଙ୍ଗିର ଜିଲ୍ଲା ସଦର ମହକୁମା ଠାରେ ପାଳିତ ହୋଇଯାଇଛି । ଶହୀଦ ଦିବସ ପାଳନ ଉପଲକ୍ଷେ
Read More...

ମାଣିକେରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀରେ ଲଢ଼ୁଛନ୍ତି ଟଙ୍କଧର ପନ୍ଦର

ମ.ରାମପୁର, (କେପିଏନ୍‌ଏସ୍‌) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମାଣିକେରା ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପଦବୀରେ ଲଢ଼ୁଛନ୍ତି ଟଙ୍କଧର ପନ୍ଦର । କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ବ୍ୟକ୍ତିଗତ ଭାବେ ବିଭିନ୍ନ ଗାଁକୁ ଗସ୍ତ କରି ଘରକୁ ଘର ଯାଇ ମତଦାତାଙ୍କୁ ଭେଟୁଥିବା ବେଳେ ମାଣିକେରା
Read More...

କଂଗ୍ରେସ ଆଦିତ୍ୟ ସିଂଙ୍କ ଆହ୍ୱାନର ଉତ୍ତର ଦେଲା : ପ୍ରିୟଙ୍କା ଗାନ୍ଧୀ ରାଏବରେଲିରେ ଲଢ଼ୁଛନ୍ତି, ତେଣୁ ବିଜୟ ନିଶ୍ଚିତ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଘଡ଼ିକେ ଘୋଡ଼ା ଛୁଟୁଛି । ଫେବୃଆରୀ ୧୦ ରୁ ରାଜ୍ୟରେ ମତଦାନ ଆରମ୍ଭ ହେବାକୁ ଯାଉଛି । ଏହି କ୍ରମରେ ରାଜନେତାଙ୍କ ମଧ୍ୟରେ ଚଥା କଟାକଟି ତୀବ୍ର ହୋଇଛି । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ୟୁପିରେ ତାଙ୍କ ଦଳ ପାଇଁ
Read More...

ଏସ୍‌ଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ, ୨ ଗିରଫ

କୋରାପୁଟ : ଏସଟିଏଫ୍ ପଞ୍ଝାରେ ବଜ୍ରକାପ୍ତା ଚୋରା ଚାଲାଣକାରୀ କାବୁ ହୋଇଥିବା ବେଳେ ଏଥିରେ ୨ ଜଣ ଗିରଫ୍‌ ହୋଇଥିବା ଜଣାପଡ଼ିଛି । ତେବେ କୋରାପୁଟ-ବୋରିଗୁମ୍ମା ବାଇପାସ୍ ନିକଟରେ ଚଢ଼ାଉ କରି ଏମାନଙ୍କୁ ଧରିଛି ଏସଟିଏଫ୍ ଟିମ୍‌ ଓ ସେମାନଙ୍କଠାରୁ ଗୋଟିଏ ଜୀବନ୍ତ ବଜ୍ରକାପ୍ତା ଜବତ ହୋଇଥିବା
Read More...

ମୁଜାଫରନଗରରେ ଅମିତ ଶାହା କହିଲେ – ଅଖିଳେଶ ବାବୁଙ୍କୁ ଲାଜ ଲାଗୁନି…. ସାହାସ ଯଦି ଅଛି….’

ମୁଜାଫରନଗର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଅଖିଳେଶ ଯାଦବଙ୍କ ପରଦିନ ଶନିବାର ଦିନ ମୁଜାଫରନଗରରେ ପହଞ୍ଚିଥିଲେ । ଏଠାରେ ସେ ଘର ଘରକୁ ଯାଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଥିଲେ । ଏହି ସମୟ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଏକ ପ୍ରଭାବଶାଳୀ ଭୋଟର ସଂଳାପ
Read More...

ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ ବଡ ଦୁର୍ଘଟଣା : ମୁହାଁମୁହିିଁ କାର୍‌ ଓ କଣ୍ଟେନର, ୫ ଜଣଙ୍କର ମୃତ୍ୟୁ

ମୁମ୍ବାଇ : ରବିବାର ସକାଳେ ମୁମ୍ବାଇ-ପୁଣେ ଏକ୍ସପ୍ରେସୱେରେ କାର ଓ କଣ୍ଟେନର ମୁହାଁମୁହିିଁ ଧକ୍କାରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ମୃତଦେହକୁ ଖଣ୍ଡାଲା ଡାକ୍ତରଖାନାରେ ରଖାଯାଇଛି । ପୁଣେ ଗ୍ରାମୀଣ ପୋଲିସ ଅଧିକାରୀ କହିଛନ୍ତି ଯେ, ଲୋନାୱଲାର ଶିଲାଟନେ ଗାଁ ନିକଟ ମୁମ୍ବାଇ-ପୁଣେ
Read More...

ଶହୀଦ ଦିବସ : ପ୍ରଧାନମନ୍ତ୍ରୀ ମୋଦୀ ମହାତ୍ମା ଗାନ୍ଧୀଙ୍କୁ ମନେ ପକାଇଲେ- ଆମେ ବାପୁଙ୍କ ଆଦର୍ଶକୁ ଅଧିକ ଲୋକପ୍ରିୟ…

ନୂଆଦିଲ୍ଲୀ : ଆଜି ୩୦ ଜାନୁଆରୀ ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଶହୀଦ ଦିବସ । ୩୦ ଜାନୁୟାରୀ ୧୯୪୮ରେ ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗୋଡସେ ଗୁଳି କରି ହତ୍ୟା କରିଥିଲା । ବାପୁଙ୍କୁ ମନେ ପକାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
Read More...

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୯ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୯ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୯୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୫, ଗଞ୍ଜାମରୁ ୩, ଅନୁଗୁଳ, ନବରଙ୍ଗପୁରରୁ ୨ ଜଣ ଲେଖାଏଁ, ଭଦ୍ରକ, କଟକ,
Read More...